Daily Archives

ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଚାଲିଥିଲା ଡ଼ିଲ୍‌ : ମାଡ଼ି ବସିଲା ଏସ୍‌ଟିଏଫ୍‌, ୪ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଚାଲିଥିଲା ଡ଼ିଲ୍‌ । ମାଡ଼ି ବସିଲା ସ୍ପେସାଲ୍‌ ଟାକ୍ସ ଫୋର୍ସ । ଏହି ଚଢ଼ାଉରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ
Read More...

ବିଲେଇସର୍ଡା ହାଇସ୍କୁଲରେ ପ୍ରାଚୀର ଚିତ୍ର ଅନାବରଣ

'ସୃଜନ ଅଭିବ୍ୟକ୍ତିର ଅନ୍ୟତମ କୌଶଳ ଚିତ୍ର' ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁଙ୍କ ଅଧ୍ୟକ୍ଷତାରେ ପ୍ରାଚୀର ଚିତ୍ର ଅନାବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର - ଟିଟିଲାଗଡ଼ ରାସ୍ତା ୨୬ ନମ୍ବର ଜାତୀୟ ରାଜପଥରେ ବୀଜାଖମନ ନିକଟରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ଜଣେ ଡାକ୍ତରଙ୍କ ଜୀବନ । ମୃତ ଡାକ୍ତର ଜଣକ ଦେଓଗାଁ ଥାନା ହାତୀଶରା ଗାଁର ଡାକ୍ତର ରବୀନ୍ଦ୍ର ରାୟ (୨୮) ବୋଲି ଜଣାପଡ଼ିଛି ।
Read More...

ବ୍ଲକସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିଶନ ଶକ୍ତି ସଭାଗୃହରେ ଗ୍ଲୋବାଲ ଗ୍ରୀନ ସଂସ୍ଥା ଓ ଜିଲ୍ଲା କୃଷି ଅଧିକାରୀ ସୁବର୍ଣ୍ଣପୁରଙ୍କ ସହଯୋଗରେ ବ୍ଲକସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟିକା ସଦସ୍ୟା,
Read More...

ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସେକ୍ଟର-୨୦ର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ସେକ୍ଟର-୨୦ ଅଞ୍ଚଳରେ ଥିବା ନେହେରୁପାଲ୍ଲୀ ଏବଂ ମିଶ୍ର ଖଟାଲ ବସ୍ତିକୁ ଆଡ଼ି ବିଭିନ୍ନ ବସ୍ତି ଅଞ୍ଚଳକୁ ପରିଦର୍ଶନରେ ଯାଇଥିଲେ । ଏହି ଗସ୍ତ ସମୟରେ ମିଶ୍ର ଖଟାଲ ବସ୍ତିରେ ଆୟୋଜନ ହୋଉଥିବା ଯଜ୍ଞରେ ମଧ୍ୟ
Read More...

କୋଶଳ କଳାମଣ୍ଡଳ ପଡିଆରେ ଆଞ୍ଚଳିକ ଖାଦ୍ୟ ମେଳା ଓ ପ୍ରଦର୍ଶନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାରେ ପାଳନ ହୋଇଯାଇଛି ଆଞ୍ଚଳିକ ଖାଦ୍ୟ ମେଳା ଓ ପ୍ରଦର୍ଶନୀ । ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ଓଡ଼ିଶାର ଶ୍ରୀଅନ୍ନ ଓ ପାରମ୍ପରିକ କୃଷି ଐତିହ୍ୟକୁ ନେଇ ଆରମ୍ଭ ହୋଇଛି ଶ୍ରୀଅନ୍ନ ଅଭିଯାନ । ଆଜି ପ୍ରଦର୍ଶନୀରେ ରାଜ୍ୟସଭା ସାଂସଦ
Read More...

ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତି ନାଗଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ କିଶ୍ର) : ଆଟଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତୀ ନାଗଙ୍କର ଭୁବନେଶ୍ୱର ସ୍ଥିତ ଏମ୍ସ ଚିକିତ୍ସାଳୟରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡ୍‌ନୀ ଏବଂ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି ।
Read More...

ତୁରେକେଲା ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ପାଠଚକ୍ର କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଏକ ସଂପାନ୍ନ ଅନୁଷ୍ଠିତ ହୋଇଯାଇଛି । ସଂପାନ୍ନର ଶୀର୍ଷକ 'ଭାରତୀୟ ଅର୍ଥନୀତିରେ ସମସ୍ୟା ଏବଂ ଆହ୍ୱାନ' ଥିଲା । ପ୍ରଥମେ ବିଭାଗୀୟ ମୁଖ୍ୟ
Read More...

ତାର ଲୁଟେରାଙ୍କ ପ୍ରାଦୁର୍ଭାବ : ଉଠାଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ୍‌ ତାର ଚୋରି

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାରେ ବିଦ୍ୟୁତ୍‌ ତାର ଲୁଟେରା କାୟା ବିସ୍ତାର କଲେଣି । ରାତି ଅଧରେ ବିଦ୍ୟୁତ୍‌ କାଟି ୩ ଫେଜ୍‌ ଆଲୁମିନିୟମ ତାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ମହାନଦୀ କୂଳରେ ଚାଷ କାର୍ଯ୍ୟ ପାଇଁ ମା' ବାଉରୀ
Read More...