Daily Archives

ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ମୋବାଇଲ ଚୋରକୁ ଧରି ପୋଲିସ ଜିମା ଦେଲେ ଲୋକେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏବେ ଚର୍ଚ୍ଚାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ । ପ୍ରତ୍ୟେକ ଦିନ ଏଠାରେ ଚୋରି ଡ଼କାୟତି ଭଳି ଅପରାଧିକ କାର୍ଯ୍ୟକଳାପ ହେଉଥିବା ବେଳେ ଆଜି ଜଣେ ବ୍ୟକ୍ତିଙ୍କଠୁ ମୋବାଇଲ ଚୋରି ହେଉଥିବା ବେଳେ ଠିକ୍‌ ସମୟରେ ବ୍ୟକ୍ତିଙ୍କ ପରିବାର ବର୍ଗ
Read More...

ସଇଁତଲାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଯୋଗଦେଇ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ
Read More...

ମୁରିବାହାଲ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସୋମବାର ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ
Read More...

ତ୍ରିନାଥ ମେଳାକୁ ବର୍ଷେ ପୂର୍ତ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଓ ୧୬ ପ୍ରହରୀ ନାମଯଜ୍ଞ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ରମେଶ ଛକ ଠାରେ ତ୍ରିନାଥ ମେଳାକୁ ବର୍ଷେ ପୂର୍ତ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଓ ୧୬ ପ୍ରହରୀ ନାମଯଜ୍ଞ ମହାସମାରୋହ ଆରମ୍ଭ ହୋଇଯାଇଛି । ଏହି ଅବସରରେ କର୍ତ୍ତା ଭାବରେ ଲବକିଶୋର ସିଂ ଭୋଇ ଓ ତାଙ୍କ ଧର୍ମପତ୍ନୀ ସୁନୀତା ସିଂ
Read More...

ଧର୍ମ ପରାୟଣ ବ୍ୟକ୍ତି ସତ୍ୟନାରାୟଣ ହରପାଲଙ୍କ ପରଲୋକ

ସଇଁତଲା, (କେପଏନ୍‌ଏସ୍‌) : ବୁଢ଼ାବାହାଲ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ଜଣେ ଧର୍ମ ପରାୟଣ ଓ ମେଳାପୀ ବ୍ୟକ୍ତି ସତ୍ୟନାରାୟଣ ହରପାଲଙ୍କ ଗତ ଶନିବାର ତାଙ୍କ ଟିଟିଲାଗଡ଼ ବାସଭବନରେ ହୃଦ୍‌ଘାତ ଯୋଗୁଁ ପରଲୋକ ହୋଇଯାଇଛି । ତାଙ୍କ ଶବାଧାର ନିକଟରେ ଦୁଇ ପୁତ୍ର ସୁନିଲ୍, ଅନିଲ, ଦୁଇ ଝିଅ
Read More...

୭ ଦିନ ହେଲା ନଳକୂପ ଅଚଳ : ଶୀତ ଦିନେ ଜଳ କଷ୍ଟ ଭୋଗୁଛନ୍ତି ଗ୍ରାମବାସୀ, ଉପାନ୍ତରେ ଅପହଞ୍ଚ ସରକାରୀ ଯୋଜନା 

ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟ ସରକାର ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳ ତଥା ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ବାସ୍ତବିକ ତାହା ତୃଣମୂଳ ସ୍ଥରରେ ସଫଳ ରୂପାୟନ ହୋଇ ପାରୁନାହିଁ, ତେବେ ସ୍ଥାନୀୟ ପ୍ରଶାସନର ଅବହେଳା ହେଉ କିମ୍ବା ଜିଲ୍ଲା
Read More...

ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ ଫିରୋଜ ଖାନଙ୍କ ପରଲୋକ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଅୟୁବ ଖାନଙ୍କ ପୁତ୍ର ଫିରୋଜ ଖାନଙ୍କ ପରଲୋକ ହୋଇଯାଇଛି । ଗତ କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ସୋମବାର ଦିନ ଅପରାହ୍ନରେ ତାଙ୍କ ମୃତ୍ୟୁ
Read More...

ପଣ୍ଡକିଟାଲ ଗ୍ରାମବାସୀ ଓ କୋଶଲ କ୍ରାନ୍ତି ମୋର୍ଚ୍ଚାର ମିଳିତ ସହଯୋଗରେ ରକ୍ତଦାନ ଶିବିର

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ପଣ୍ଡକିଟାଲ ଗ୍ରାମର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ପଣ୍ଡକିଟାଲ ଗ୍ରାମବାସୀ ଓ କୋଶଲ କ୍ରାନ୍ତି ମୋର୍ଚ୍ଚାର ମିଳିତ ସହଯୋଗରେ ଭରଷା ପରିବାରର ୧୮୮ ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ପଣ୍ଡକିଟାଲ ଗ୍ରାମ
Read More...

ନିଆରା ଢଙ୍ଗରେ ପର୍ବ ପର୍ବାଣୀ ପାଳନ କରନ୍ତି ପ୍ରଭାକର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମା' ଦୁର୍ଗା ଓ ଲକ୍ଷ୍ମୀଙ୍କୁ ମହା ଆଡ଼ମ୍ବର ସହକାରେ ପୂଜା ପାଠ କରିଛନ୍ତି । ବାସଭବନରେ ବସ୍ତୁ ପୂଜା ଗୃହ ପୂଜା ନବଗ୍ରହ ପୂଜା
Read More...

ବିସିଜି ଟିକା ନେଇ ୫୦ରୁ ଅଧିକ ଅସୁସ୍ଥ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ ଟିକା ନେଇଥିବା
Read More...