Monthly Archives

September 2024

ଜାତୀୟ ପୁଷ୍ଟିକର ସପ୍ତାହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଭାରତରେ 'ଜାତୀୟ ପୁଷ୍ଟିକର ସପ୍ତାହ' ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ କାର୍ଯ୍ୟକ୍ରମ ଅଟେ । ଏହି ସପ୍ତାହ ଆମର ଦୈନନ୍ଦିନ ଜୀବନରେ ପୁଷ୍ଟିକର ଖାଦ୍ୟର ମହତ୍ତ୍ଵ ବିଷୟରେ ସଚେତନତା ସୃଷ୍ଟି କରେ
Read More...

ସାହୁ ସମାଜ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ତୈଳିକ ବୈଶ୍ୟ ସାହୁ ଧର୍ମଶାଳାରେ ନୁଆଁଖାଇ ଭେଟଘାଟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସାହୁ ସମାଜ ବ୍ଲକ ସଭାପତି ବଳରାମ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ ।
Read More...

ରାଜବୋଡାସମ୍ବର ବ୍ଲକ୍ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେଆର୍‌ପି ହାଇସ୍କୁଲ ବାଜେନମୁଣ୍ଡା ପରିସର ମଧ୍ୟରେ ରାଜବୋଡାସମ୍ବର ବ୍ଲକ ଓଷ୍ଟାର ସାମ୍ବିଧାନିକ ସମ୍ମିଳନୀ ବ୍ଲକ ସଭାପତି ପ୍ରମୋଦ ନାଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ବରଗଡ଼ ଜିଲ୍ଲା ଓଷ୍ଟା ସଭାପତି ନନ୍ଦଲାଲ ନାଏକ, ଉପ ସଭାପତି
Read More...

ଗଞ୍ଜାମ ସହରର ସ୍ୱାୟତ୍ତ ଶାସନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଐତିହାସିକ ଗଞ୍ଜାମ ସହରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେଇଯାଇଛି । ପୂର୍ବାହ୍ନରେ କାର୍ଯ୍ୟାଳୟଠାରେ ପୌର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାଢୀଙ୍କ ଦ୍ୱାରା ଆନୁଷ୍ଠାନିକ
Read More...

ବଲାଙ୍ଗିର ଟାଉନ୍‌ ଥାନାରେ ସାଂଘାତିକ ଅଭିଯୋଗ : ଲୋକଙ୍କ କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଛନ୍ତି ବଲାଙ୍ଗିର ମାଲପଡ଼ାର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାସରେ ବିଷ ଦେଲା, ସେଆର୍‌ ମାର୍କେଟ୍‌ ନାଁରେ ଲୋକଙ୍କଠୁ କୋଟି କୋଟି ଟଙ୍କା ଆଦାୟ କରି ଆତ୍ମସାତ୍‌ କରିଦେଲା । ଏଭଳି ଏକ ସାଂଘାତିକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚିଛି । ସୁଦୂର ମାଲକାନ୍‌ଗିରିରୁ ଜିତେନ୍ଦ୍ର ପାତ୍ର, ସନ୍ତୋଷ କୁମାର
Read More...

ପଦ୍ମପୁର ଏନ୍‌ଏସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ୨୦୨୪ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୪ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ୫ଟା ସମୟରେ ରାମଧୂନ, ସକାଳ ୭ଟା ସମୟରେ
Read More...

ବଙ୍ଗୋମୁଣ୍ଡା ସିଭିଲ କୋର୍ଟର ତୃତୀୟ ପ୍ରତିଷ୍ଠା ଦିବସ ସମାରୋହ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓକିଲ ସଂଘ ପକ୍ଷରୁ ସିଭିଲ୍‌ କୋର୍ଟର ତୃତୀୟ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୁ ଶ୍ରୀ ଗଣେଶଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ
Read More...

ମହିଳାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ : ଯୁବକ ଗିରଫ

ଜଟଣୀ : ଜଟଣୀ ପାଇକରାପୁରରେ ହତ୍ୟା କାଣ୍ଡ । ଘରେ ପଶି ମହିଳାଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ହୋଇଛି । ମହିଳାଙ୍କ ଦେହରେ ମଦ୍ୟପ ନିଆଁ ଲଗାଇ ଦେଇଥିବା ବେଲେ ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲେ ।
Read More...

ଭିଜିଲାନ୍ସ ଜାଲରେ କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ

ରାୟଗଡ଼ା, (ଅକ୍ଷୟ ପିଡିସିକା) : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ଧରିଲା ରାୟଗଡା ଭିଜିଲାନ୍ସ । ସେ ରାୟଗଡ଼ା ସହରର ଡିଏଫ୍‌ଓ କଲୋନୀରେ ଥିବା ନିଜ ବାସଭବନରେ ଠିକାଦାର କ୍ଷେତ୍ର ମାଝିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ
Read More...

ସଇଁତଲାରେ ବିଜେଡି ଦଳର ଜନ ଜାଗରଣ ପ୍ରତିବାଦ ସଭା : ନିର୍ବାଚନରେ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇଲେ – ଶ୍ରୀ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ଜନ ଜାଗରଣ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏଥିରେ ବ୍ଲକ ବିଜେଡି ସଭାପତି ଟୁନୁ ରାଜପଲିଆଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ମୋହନ ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ବିଜେଡି
Read More...