Daily Archives

ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୪ଟି ବ୍ଲକରୁ ୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଚଳିତ ବର୍ଷର ମୁଖ୍ୟ ବିଷୟ “କୃତ୍ରିମ ବୁଦ୍ଧିମତା : ସମ୍ଭାବନା ଓ ଉଦ୍‌ବେଗ” ବିଷୟରେ
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ପୂର୍ଣ୍ଣ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିଟିଜନ ଫୋରମ୍‌ ପାଟଣାଗଡ ଦେଇଥିବା ଚିଠି ନଂ.୧୦୧ ତାରିଖ ୦୨.୦୯.୨୦୨୪ ଅନୁସାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ ବଲାଙ୍ଗିରରୁ ନୂଆପଡା ରେଳପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ପୂର୍ଣ୍ଣ ସମର୍ଥନ ଦେଇଛି । ଗତ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗର ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ମୁଖ୍ୟ
Read More...

ଦୁର୍ଗ ଠାରେ ଆୟୋଜିତ ସିବିଏସ୍‌ଇ ଦ୍ଵିତୀୟ କ୍ଲଷ୍ଟର କବାଡି ଖେଳରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ହେଲା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସିବିଏସ୍‌ଇ ଦ୍ଵିତୀୟ କ୍ଲଷ୍ଟରସ୍ତରୀୟ କବାଡି ଚାମ୍ପିଅନ୍‌ସିପ୍‌ ଦୁର୍ଗ ମଦରର୍ସ ପ୍ରାଇଡ ସ୍କୁଲ ଠାରେ ୨୨ ତାରିଖରୁ ୨୬ ସେପ୍ଟେମ୍ବର ଯାଏଁ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ଚାମ୍ପିଅନ୍‌ ହୋଇ ଜାତୀୟ
Read More...

କଲମପୁର କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ଅଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ
Read More...

୧୦ ଦଫା ଦାବି ପୂରଣ ନେଇ ଟିଟିଲାଗଡ଼ରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ସମ୍ମୁଖରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଡ଼ାକରା । ନର୍ସମାନେ ତାଙ୍କର ଦାବି ପୂରଣ ନ ହେଲା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେବା ସହ ଯଦି ଏହି ସମୟରେ କୌଣସି ରୋଗୀର କିଛି ଅସୁବିଧା ହୁଏ ସେଥିପାଇଁ
Read More...

ତୃତୀୟ ଦିନରେ ନର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

ବରଗଡ, (ନିରୋଜ କୁମାର ପାଣୀ) : ଜିଦ୍‌ରେ ଅଟଳ ରହିଲେ ଆନ୍ଦୋଳନରତ ନର୍ସିଙ୍ଗ କର୍ମଚାରୀ । ନା ପ୍ରସାଶନକୁ ଖାତିର କଲେ ନା ସରକାରଙ୍କୁ । ପୂର୍ବରୁ ଦେଇଥିବା ଚେତାବନୀ ମୁତାବକ ଆନ୍ଦୋଳନ ପୂରଣ ନହେଲେ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବେ ଶେଷରେ ସେଇଆ ହେଲା ଆଜି ତୃତୀୟ ଦିନ ବିତିଯାଇଥିଲେ ସୁଦ୍ଧା
Read More...

ତମାମୁରା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା କ୍ଲଷ୍ଟରର ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ତମାମୁରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଲିଲ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ ତମାମୁରା
Read More...

ପଦ୍ମପୁର ଡାକ୍ତରଖାନାରେ ସିସିଟିଭିର ଅବ୍ୟବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏ ଅଂଚଳର ମୁଖ୍ୟ ଚିକିତ୍ସାକେନ୍ଦ୍ର ଅଟେ । ଏହି ଡାକ୍ତରଖାନାକୁ ପାଇକମାଲ, ଝାରବନ୍ଧ ତଥା ଉପାନ୍ତ ଅଂଚଳ ଛତିଶଗଡ ଠାରୁ ଚିକିତ୍ସା ନିମନ୍ତେ ଲୋକେ ଆସିଥାନ୍ତି । ଏହି ଡାକ୍ତରଖାନାରେ ଉପଯୁକ୍ତ ପରିମାଣରେ ଡାକ୍ତର ଏବଂ
Read More...

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ସ୍ଥିତ ଦହିଗାଁ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ସଞ୍ଜୟ କୁମାର ପଟେଲଙ୍କ ସଂଯୋଜନାରେ ସଂଗୀତ, ନୃତ୍ୟ, ବାଗ୍ମୀତା, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା
Read More...