Monthly Archives

July 2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣଙ୍କୁ ସ୍ୱାଗତ, ଅଭିନନ୍ଦନ । ଏବେ ସମଗ୍ର ବିଶ୍ୱରେ ପ୍ୟାରିସ୍ ଅଲମ୍ପିକ୍ସ ଚର୍ଚ୍ଚାରେ ରହିଛି । ଅଲମ୍ପିକ୍ସ ଆମ ଖେଳାଳିମାନଙ୍କୁ ବିଶ୍ୱସ୍ତରରେ ତ୍ରିରଙ୍ଗା ଉଡ଼ାଇବାର ସୁଯୋଗ ଦେଇଥାଏ, ଦେଶ ପାଇଁ କିଛି କରିବାର ସୁଯୋଗ
Read More...

ଏସ୍‌ଏସ୍‌ସିଟିଆଇ ଓ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ବିଲେଇସର୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଏସ୍‌ଏସ୍‌ସିଟିଆଇ ଓ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଲେଇସର୍ଡା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏସ୍‌ଏସ୍‌ସିଟିଆଇ ଅନୁଷ୍ଠାନର ପରିଚାଳକ ଶମ୍ଭୁ ସାହୁ ଓ ଜଙ୍ଗଲ ଜୀବନ
Read More...

ନବଜାତ ଶିଶୁର ଗଳାକାଟି ହତ୍ୟା କଲା ନିଜ ମାଁ

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ନବଜାତକୁ ଗଳାକାଟି ହତ୍ୟା ନିଜ ମା' । ପୁଲିସ ନବଜାତ ଶିଶୁର ହତ୍ୟା କରିଥିବା ହତ୍ୟାକାରୀ ମା’କୁ ଗିରଫ କରିଛି । ଏହି ଘଟଣା ରାଜଧାନୀର ମୁଣ୍ଡକାର ଟିକରିର ବାବା ହରିଦାସ କଲୋନିରେ ଘଟିଛି । ଏଠାରେ ବସବାସ କରୁଥିବା ଦମ୍ପତିଙ୍କର ନିକଟରେ ଏକ କନ୍ୟା
Read More...

ରାଜ୍ୟରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ନେଇ ସତର୍କତା ଜାରି କଲେ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ । ଏହାର ପ୍ରଭାବରେ ଅଗଷ୍ଟ ୩ ଯାଏଁ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟାରେ ୬
Read More...

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ : ୧୨ ମୃତ, ୬ ଆହତ

ନୂଆଦିଲ୍ଲୀ : ଚୀନ୍‌ରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ପରିସ୍ଥିତି ଉପୁଜିଛି । ଏହି ଭୂସ୍ଖଳନରେ ଗୋଟିଏ ପରିବାରର ୧୮ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି । ସେଥିମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ମଧ୍ୟ ଚୀନ୍‌ର ହେଙ୍ଗୟାଙ୍ଗ ସହରର
Read More...

ନଦୀରେ ବୁଡ଼ି କାଉଡିଆ ମୃତ

ଯାଜପୁର : ନଦୀରେ ବୁଡ଼ି ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଜପୁର ବୈତରଣୀ ନଦୀର ବଲ୍ଲଭିଘାଟ ନିକଟରେ ରବିବାର କାଉଡ଼ିଆମାନେ ପାଣି ଉଠାଇବା ପାଇଁ ଯାଇଥିଲେ । ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ପୁରୁଷୋତ୍ତମପୁର ଅଞ୍ଚଳର ଦେବେନ୍ଦ୍ର ସାମଲଙ୍କ ପୁଅ ପ୍ରଶାନ୍ତ କୁମାର
Read More...

ଗୋପାଳପୁର ମିଲିଟାରୀ ଷ୍ଟେସନ୍‌ ଆର୍ମି ଏୟାର ଡିଫେନ୍ସ ପକ୍ଷରୁ ୨୫ତମ କାର୍ଗିଲ ବିଜୟ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୫ତମ କାର୍ଗିଲ ବିଜୟ ଦିବସ ପାଳନ ଅବସରରେ ଗୋପାଳପୁର ମିଲିଟାରୀ ଷ୍ଟେସନ୍‌ ଆର୍ମି ଏୟାର ଡିଫେନ୍ସ ଆନୁକୂଲ୍ୟରେ ଯୁଦ୍ଧ ସ୍ମାରକୀ ଶହୀଦ ସ୍ମୃତି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସେନା ଏୟାର ଡିଫେନ୍ସର ବରିଷ୍ଠ କର୍ଣ୍ଣେଲ କମାଣ୍ଡାଣ୍ଟ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ-ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଜ୍ଞାନ
Read More...

ସ୍ୱାସ୍ଥ୍ୟ ଓ ହସ୍ପିଟାଲ ସମ୍ବନ୍ଧୀୟ ସହଯୋଗ ପାଇଁ ତାପସ ଘୋଷାଲ ବିରମିତ୍ରପୁର ବିଧାୟକଙ୍କ ପ୍ରତିନିଧି ନିଯୁକ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ତାପସ ଘୋଷାଲ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ଉନ୍ନୀତ ସେବା ନିମନ୍ତେ ରାଉରକେଲାର ପ୍ରତିଷ୍ଠିତ ହସ୍ପିଟାଲରେ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିବା ପାଇଁ ବିରମିତ୍ରପୁରର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କ
Read More...

ଗଞ୍ଜାମ ଜିଲ୍ଲାରେ ଖୋଲିବ ୧୮ଟି ବିଦେଶୀ ମଦ ଦୋକାନ

୩୧ ତାରିଖରେ ହେବ ଲଟେରୀ ଉଠାଣ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ମଦ ଦୋକାନରୁ ହିଁ ୧୮୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ରାଜସ୍ୱ ଲାଭ ହୋଇଥାଏ । ଏହି ମଦ ଦୋକାନରୁ ହିଁ ଆଦାୟ ହେଉଥିବା ଗଞ୍ଜାମ ଜିଲ୍ଲାର ଅବକାରୀ ରାଜସ୍ୱରୁ ଓଡ଼ିଶା ରାଜସ୍ୱ
Read More...