Monthly Archives

July 2024

ଦେଉଳି ବାଇପାସ୍ ରାସ୍ତାର ଦୂରବସ୍ଥା : କଲବଲ କରୁଛି ଖାଲଖମା କାଦୁଅ ପଚପଚ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଭେଉରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳି ବାଇପାସ୍‌ ରାସ୍ତା ଚାରପାଲି ଗ୍ରାମ ପଞ୍ଚାୟତ ଓ କନସିଂହା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥା ହୋଇପଡିଛି । ଏହି ରାସ୍ତା ଉପରେ ୧୨ ଖଣ୍ଡ ଗ୍ରାମର ଲୋକେ ନିର୍ଭର କରିଥାନ୍ତି ।
Read More...

ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଉଦ୍‌ଯାପନୀ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ୱାରା ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଶିକ୍ଷା ସପ୍ତାହର ଉଦ୍‌ଯାପନୀ ଉତ୍ସବ ଆଜି ଜବାହର ନବୋଦୟ ବିଦ୍ୟାଳୟରେ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି । ଶିକ୍ଷା ସପ୍ତାହର ବିଭିନ୍ନ ଦିନର କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପୂର୍ବରୁ ସୁଚାରୁ
Read More...

ଲାଠୋରରେ ଜବତ ହୋଇଛି ୧ କୋଟି ୪ ଲକ୍ଷ ଟଙ୍କାର ଗଞ୍ଜେଇ : ସୂଚନା ଦେଲେ ଏସ୍‌ପି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଝଲିଆଲିଟି ଗ୍ରାମ ନିକଟସ୍ଥ ମସିଣା ଛକ ଠାରେ ଗତକାଲି ୧୩ କ୍ୱିଣ୍ଟାଲ ୯ କେଜି ଗଞ୍ଜେଇ ଲାଠୋର ପୋଲିସ ଜବତ କରିଥିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ଆଜି ପାଟଣାଗଡ଼ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
Read More...

ହୋଟେଲ ମେ’ଫେୟାରରେ ମିଡ଼ିଆ କନ୍‌କ୍ଲେଭ ଅନୁଷ୍ଠିତ : ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଝାରସୁଗୁଡ଼ା ହୋଟେଲ ମେ' ଫେୟାର ଠାରେ ଗତକାଲି ଏସ୍‌. ୟୁ. ଜେ.ର ରଜ୍ୟସ୍ତରୀୟ ମିଡ଼ିଆ କନ୍‌କ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଏସ୍‌. ୟୁ .ଜେ. ସଭାପତି କୈଳାଶ ନାୟକ ସ୍ୱାଗତ ଭାଷଣ ଦେବା ସହ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନ୍‌ସନ୍‌, ଭୁବେନଶ୍ୱର
Read More...

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଉଦଳା : କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ସୋମବାର ସକାଳୁ ଉଦଳା ଥାନା ଚୁଳିଆପୋଷି ଗ୍ରାମରେ ସ୍ଥାନୀୟ ଲୋକେ କେନାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତକ ଜଣକ ଉପରଖୁଣ୍ଟାପାଳ ଗ୍ରାମର ବାଦଲ ମହାକୁଡ଼ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଉଦଳା
Read More...

ଶ୍ରାବଣ ମାସ ଦ୍ଵିତୀୟ ସୋମବାର : ଝିପି ଝିପି ବର୍ଷାରେ ବୋଲ୍‌ବମ୍

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଶ୍ରାବଣ ମାସ ଦ୍ଵିତୀୟ ସୋମବାରରେ ଶୈବପୀଠରେ ଜଳଲାଗି ପାଇଁ ଉପଯୁକ୍ତ ଶୁଭଲଗ୍ନ ସ୍ଥିର ହୋଇଛି । ଆଜି ଶ୍ରାବଣ ମାସ ଦ୍ଵିତୀୟ ସୋମବାର ହେତୁ ଦେବାଧି ଦେବ ମହାଦେବଙ୍କ ହରିଶଙ୍କର ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାଉଡ଼ିଆ ମାନେ ପବିତ୍ର
Read More...

ଜିଲ୍ଲା ବ୍ୟାଡମିଣ୍ଟନ ଚାମ୍ପିୟନ୍‌ସିପ୍‌ ଉଦ୍‌ଯାପିତ

ଭେଟେରାନ୍‌ରେ ସଂଗ୍ରାମ ଓ ମହିଳା ସିଙ୍ଗିଲରେ ସଂପଦାଙ୍କୁ ତ୍ରିମୁକୁଟବଲାଙ୍ଗିର ବ୍ୟାଡମିଣ୍ଟନର ହବ୍‌ ହେବ - ନରସିଂହସଂପଦା, ସଂଗ୍ରାମ ଓ ଦିବ୍ୟମ ବର୍ଷର ଶ୍ରେଷ୍ଠ ଖେଳାଳି ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମ୍‌ ଠାରେ ୪ଦିନ ଧରି ଚାଲିଥିବା
Read More...

ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବାଙ୍କ ପୀଠରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର । ଶୈବପୀଠ ଗୁଡ଼ିକରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଦେବ ଦେବ ମହାଦେବଙ୍କ ଆଶୀର୍ବାଦ କାମନା କରି ଭକ୍ତମାନେ ବ୍ରତ ରଖିଥିବା ବେଳେ ଆଜି ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବାଙ୍କ ପୀଠରେ ନିଷ୍ଠାର ସହ
Read More...

ମଞ୍ଚେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ

ଭୁବନେଶ୍ଵର : ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ । ଭୁବନେଶ୍ୱରର ମଞ୍ଚେଶ୍ୱର ଲେବୁଲ କ୍ରସିଂ ନିକଟରେ ମାଲବାହୀ ଟ୍ରେନ୍‌ଟି ଲାଇନ‌୍‌ଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ଖବର ଅନୁଯାୟୀ, ସୋମବାର ଦିନ ଭୋର ୪ଟା ସମୟରେ ଏକ ମାଲବାହୀ ଟ୍ରେନ୍‌ଟି ମଞ୍ଚେଶ୍ୱର
Read More...

ସୀମାନ୍ତରୁ ଲ୍ୟାଣ୍ଡମାଇନ୍‌ ଜବତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ଜରେଇକେଲା ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ସରଣ୍ଡା ଜଙ୍ଗଲରୁ ରବିବାର ସୁରକ୍ଷା ବାହିନୀ ପକ୍ଷରୁ ଗୋଟିଏ ପାଞ୍ଚ କେଜି ବିଶିଷ୍ଟ ଲ୍ୟାଣ୍ଡମାଇନ୍‌ ଜବତ ହୋଇଛି । ସରଣ୍ଡା ଜଙ୍ଗଲରେ ପୁଲିସ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ପକ୍ଷରୁ ଚାଲିଥିବା ନକ୍ସଲ
Read More...