Daily Archives

ସାଂସଦରେ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନ ପରେ ନୂଆପଡା-ବରଗଡ଼ ରେଳ ଯୋଗାଯୋଗ ପ୍ରକଳ୍ପରେ ତ୍ୱରିତ ପଦକ୍ଷେପ

ବରଗଡ, (ନିରୋଜ କୁମାର ପାଣୀ) : ଲୋକସଭାର ମୌସୁମୀ ଅଧିବେଶନର ଏକ ସାଧାରଣ ପ୍ରଶ୍ନକାଳରେ ସାଂସଦ ପ୍ରଦୀପ ପୁରୋହିତ ନୂଆପଡା ଓ ବରଗଡ଼ ବିଚର୍କ ପ୍ରସ୍ତାବିତ ବ୍ରଡ୍‌ଗେଜ୍ ରେଳ ଯୋଗାଯୋଗ ନେଇ ସରକାରଙ୍କ ଦ୍ୱାରା ଗୃହୀତ ପଦକ୍ଷେପ ସମ୍ପର୍କରେ ପ୍ରଶ୍ନ କଲେ । ଏହି ପ୍ରଶ୍ନର ଉଦ୍ଦେଶ୍ୟ ଅଞ୍ଚଳରେ
Read More...

କଲେଜ ଛାତ୍ରୀଙ୍କୁ ଅପହରଣ କରି ଯୁବକ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପରିବାର ଲୋକେ ସଇଁତଲା ଥାନାରେ ଲିଖିତ ଅଭିଯୋଗକୁ ଭିତ୍‌ତ୍ତି କରି ଥାନା କେସ ନଂ ୩୧୦/୨୪ କ୍ରମେ ଦଫା ୧୩୭(୨)ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ
Read More...

ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ସମସ୍ୟା ଜଣାଇଲେ ବିଜେପି ଯୁବନେତା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୋକସେବା ଭବନ ଠାରେ ରାଜ୍ୟ କ୍ରୀଡା ସଂସ୍କୃତି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ପଦ୍ମପୁର ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରୀତେଶ ବହିଦାର ଭେଟି ପଦ୍ମପୁର ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି କ୍ରୀଡ଼ା ଓ ଶିକ୍ଷା
Read More...

ଅଏଁଲାସାରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁତଲା ଥାନା ଅଏଁଲାସାରି ଗାଁର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନାଯୋଗ୍ୟ
Read More...

ପତ୍ରାପାଲି(ଖ) ଗ୍ରାମରେ ଛେଳି ଗୁହାଳ ଭାଙ୍ଗି ୩ ଛେଳି ମୃତ : ୬ ଅଳ୍ପକେ ବର୍ତ୍ତିଲେ, କ୍ଷତିପୂରଣ ପ୍ରଦାନ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଲାଗି ରହିଥିବା ଲଗାଣ ଲଘୁଚାପ ବର୍ଷାରେ ପତ୍ରାପାଲି(ଖ) ପଞ୍ଚାୟତ ସଦର ମହକୁମାର ବୀର ପୋଢ଼(୬୨)ଙ୍କ ଏକ ଛେଳି ଗୁହାଳ ଭାଙ୍ଗି ଯାଇ ୩ଟି ଛେଳିର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଟି ଛେଳି
Read More...

ସଇଁତଲା ଭୂତେଶ୍ୱର ବାବା ପୀଠରେ ନୂତନ ତମ୍ବା ନାଗ ସ୍ଥାପନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଲାନ୍ଥନଦୀ କୂଳରେ ଥିବା ଭୂତେଶ୍ୱର ବାବା ପୀଠ ଠାରେ ନୂତନ ତମ୍ବା ନାଗ ସ୍ଥାପନ କରାଯାଇଛି । ଏହାର ଉଚ୍ଚତା ପ୍ରାୟ ୩ ଫୁଟ ବୋଲି ଜଣାପଡିଛି । ଉକ୍ତ ପୀଠରେ ପୂଜାର୍ଚ୍ଚନା ପାଇଁ କର୍ତ୍ତା ଭାବରେ କମିଟି ସମ୍ପାଦକ ରାଜେଶ ସାହୁ ଓ
Read More...

ସଇଁତଲାରେ ମହନ୍ତ ସଚ୍ଚିଦାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧନା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ଲକ ଛକ ଠାରେ ମଣ୍ଡଲେଶ୍ୱର ଶ୍ରୀ ମହନ୍ତ ସଚ୍ଚିଦାନନ୍ଦ ଦାସ ମହାରାଜ ଜୀଙ୍କୁ ସ୍ଥାନୀୟ ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପରିପେକ୍ଷୀରେ ମହାରାଜ
Read More...

ମୃତ ଗାଈର ଅନ୍ତିମ ସଂସ୍କାର କଲେ ସଇଁତଲା ବଜରଙ୍ଗ ଦଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ଗୋପବନ୍ଧୁପଡାର ଜୈନିକ ବ୍ୟକ୍ତି ବଳରାମ ସରାଫଙ୍କ ଗୋଟିଏ ଗାଈ କିଛି ବିଷାକ୍ତ ଖାଦ୍ୟ ଖାଇ ତା'ର ମୃତ ହୋଇଥିଲା । ଘରେ ଗାଈ ମାଲିକ ଅନୁପସ୍ଥିତ ଥିବାରୁ ଖବର ପାଇଁ ସ୍ଥାନୀୟ ବଜରଙ୍ଗ ଦଳ ମୃତ ଗାଈର ଶବ ଉଦ୍ଧାର କରି ଏକ ଜେସିପି
Read More...

ରେଳ ବଜେଟ୍ ସମ୍ପର୍କରେ ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ବ୍ୟୟବରାଦ୨୦୦୯ରୁ ୧୪ ତୁଳନାରେ ସାଢ଼େ ୧୨ଗୁଣ ରେଳ ଅନୁଦାନ ମିଳିଛିଓଡ଼ିଶାରେ ଗତ ଦଶ ବର୍ଷ ମଧ୍ୟରେ ତିନିଗୁଣ ଅଧିକ ବେଗରେ ନୂଆ ରେଳ ଲାଇନ୍ ନିର୍ମାଣ ହୋଇଛିପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ରେଳ ବିକାଶ ପ୍ରତି ବିଶେଷ ଗୁରୁତ୍ୱାରୋପ
Read More...

ବରାଳଦେବୀ ମନ୍ଦିର ଚୋରୀ ଘଟଣା : ଟଙ୍କା ଜବତ ସହ ୩ ଗିରଫ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ଠାରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳଦେବୀ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ତିନି ଦୁର୍ବୁତ୍ତ ଶନିବାର ଦିନ ଚୋରି କରିଥିଲେ । ରବିବାର ଦିନ ସକାଳେ ମନ୍ଦିର ପୂଜକ ଅଭୟ
Read More...