Daily Archives

ଅଜଣା ଗାଡି ଧକ୍କାରେ ୨ ଜଣ ଯୁବକ ଗୁରୁତର : ବଲାଙ୍ଗିର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ

ସଇଁତଲା, (ପ୍ରମୋଦ ସେଲମା) : ଆଜି ଅପରାହ୍ନ ୨ଟା ସମୟରେ ୨୬ ନମ୍ବର ଜାତୀୟ ରାଜପଥ ସଇଁତଲା ଥାନା କରେଲଧୁଆ ଓଭର ବ୍ରିଜ ପାଖରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ୨ ଜଣ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କ ନାମ ଲବ ସାହୁ(୪୫) ସଇଁତଲା ଥାନା ଘୁନସର ଓ ନରେନ୍ଦ୍ର ବାରିକ(୩୫) କେସିଙ୍ଗା ଥାନା
Read More...

ସିସିଟିଭି ଦେଖି ଘଟଣାର ତଦନ୍ତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକଙ୍କ ମୃତଦେହ ଛାଡ଼ି ପଳାଇବା ଘଟଣାରେ ସିସିଟିଭି ଫୁଟେଜ୍‌ ମିଳିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି । ମୃତ ପ୍ରଶାନ୍ତ ପରିଆଲ ଓରଫ ଗୁଣ୍ଡୁଙ୍କ ସହିତ କାମ କରୁଥିବା ଲୋକେ ହିଁ ତାଙ୍କୁ ଡାକ୍ତରଖାନା ନେଇ ଆସିଥିଲେ ।
Read More...

ମୁରିବାହାଲ ଥାନା ପକ୍ଷରୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସଚେତନତା ଶିବିର ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ୍ ପକ୍ଷରୁ ନୂତନ ଭାରତର ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନତା ଶିବିର ସୋମବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଥାନା ଆଇଆଇସି ସିପୋରା
Read More...

ସୁସ୍ଥ, ସୁନ୍ଦର ସବୁଜିମା ପରିବେଶ ଗଠନ ନିମନ୍ତେ ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଛତ୍ରପୁର ଶାଖା ଆନୁକୁଲ୍ୟରେ ଏବଂ ପ୍ରତିଭା ଆବାସିକ ମହାବିଦ୍ୟାଳୟ ସହଯୋଗରେ ବୃକ୍ଷ ଗଙ୍ଗା ଅଭିଯାନ ଓ ପରିବେଶ ସୁରକ୍ଷା ସଚେତନତା ନିମନ୍ତେ ଏକ ପଦଯାତ୍ରା ରବିବାର ସହର ପରିକ୍ରମା କରିଛି । ଉକ୍ତ ପଦଯାତ୍ରାରେ
Read More...

ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ, ସଭାପତି ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ୱରେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସମ୍ପାଦକ ପ୍ରକୃତି ବନ୍ଧୁ ମୀନକେତନ ସାହୁ ବିଗତ ବର୍ଷର ପରିବେଶ
Read More...

ଆଭା ଏସ୍‌. ଏଲ୍‌. ସି. ଏ. ପକ୍ଷରୁ ମାଦକ ଦ୍ରବ୍ୟର ଦୁରୁପଯୋଗ ତଥା ବେଆଇନ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ ପାଳନ…

ଭୁବନେଶ୍ୱର : ଭୁବନେଶ୍ୱର ଆସୋସିଏସନ୍‌ ଫର୍‌ ଭଲ୍ୟୁଣ୍ଟରି ଆକ୍ସନ(ଆଭା) ଦ୍ୱାରା ପରିଚାଳିତ ରାଜ୍ୟ ସ୍ଥରୀୟ ସମନ୍ୱୟ କାରି ସଂସ୍ଥା(ଏସ୍‌. ଏଲ୍‌. ସିଏ) ଓଡିଶା ଏବଂ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ଡ୍ରଗ ଅପବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧରେ
Read More...

ପ୍ରମୋଦ ଭୋଇଙ୍କ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଦେଓଗାଁ, (କେପିଏନ୍‌ଏସ୍‌) : ବାହାଘର ଚାଲିଥିଲା । ସମସ୍ତେ ଖୁସିମଜାରେ ନାଚ ଗୀତ କରୁଥିଲେ । ହେଲେ କିଛି କ୍ଷଣ ପରେ ହଠାତ୍ ଏମିତି ଏକ ଖବର ଆସି ପହଞ୍ଚିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା । ବାହାଘର ଚାଲିଥିବା ସ୍ଥାନରୁ ଅଳ୍ପ ଦୂରରେ ବରପିଲାଙ୍କ ନିକଟ ସଂପର୍କୀୟଙ୍କ ଶବ ପଡ଼ିଥିବା
Read More...

ମାହେଶ୍ୱରୀର ପ୍ରୟାସ ସ୍ୱଚ୍ଛତା ଓ ସଂଯମତା

ମାହେଶ୍ୱରୀର ପ୍ରୟାସ ସ୍ୱଚ୍ଛତା ଓ ସଂଜମତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ବଲାଙ୍ଗିର ସହରର ୱାର୍ଡ ନଂ.୧୪ ଓ ୧୫ ମାଲପଡା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଏକ ମହିଳା ସଚେତନତା ଧର୍ମି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିର ଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନର କାର୍ଯ୍ୟକାରିଣୀ ବୈଠକ ସଭାନେତ୍ରୀ ସବିତା ନନ୍ଦଙ୍କ ସଭାପତିତ୍ୱରେ ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି କିଭଳି ଭାବରେ ସଂଗଠନ ପ୍ରଥମେ ବଲାଙ୍ଗିର ଜିଲ୍ଲା ଏବଂ ପରବର୍ତ୍ତି ସମୟରେ ପଶ୍ଚିମ ଓଡିଶା
Read More...

ଆଟଗାଁ ଜଗନ୍ନାଥ ମନ୍ଦିର ରଥ ଓ ମହାପ୍ରଭୁଙ୍କ ହାତ ଭାଙ୍ଗି ଯାଇଥିବାରୁ ଦେବାଳୟ ସୁରକ୍ଷା କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଟଗାଁ ମନ୍ଦିରରେ ଦେବାଳୟ ସୁରକ୍ଷା କମିଟି ଏବଂ ଦୁର୍ଗାପୂଜା କମିଟି ଗ୍ରାମବାସୀଙ୍କ ମଧ୍ୟରେ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେବୋତ୍ତର ବିଭାଗ ଅଧିନରେ ବଲାଙ୍ଗିର ଆଟଗାଁ ମନ୍ଦିର ମଧ୍ୟ ଥିବାରୁ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୂଚନା ଆଧାରରେ
Read More...