Daily Archives

ରାଉରକେଲାରେ ସାରଦା ଓ ରଘୁନାଥପାଲିରେ ଦୁର୍ଗା, ବଣେଇରୁ ଲକ୍ଷ୍ମଣ, ବିରମିତ୍ରପୁରରୁ ରୋହିତ, ସୁନ୍ଦରଗଡରୁ ଯୋଗେଶ,…

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁ ଚର୍ଚ୍ଚିତ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ନିର୍ବାଚନ ଆଶ୍ୱର୍ଯ୍ୟ ଜନକ ଫଳାଫଳ ପ୍ରକାଶ କରିଛି । ଚଳିତ ନିର୍ବାଚନରେ ବିରୋଧି ଆସନରେ ଥିବା ବିଜେପି ଏଥର ସରକାର ଗଢ଼ିବାକୁ ଯାଉଥିବା ବେଳେ
Read More...

ଭୁବନେଶ୍ୱର ସାଂସଦ କ୍ଷେତ୍ରରେ ପୁଣି ଅପରାଜିତା

ଭୁବନେଶ୍ୱର : ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ସାଂସଦ ଆସନରେ ପୁଣି ବିଜୟିନୀ ହୋଇଛନ୍ତି । ସେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ବାଜିମାତ୍‌ କରିଛନ୍ତି । ଲଗାତାର ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ୍‌ ଦେଖିବାକୁ ମିଳିଛି ।
Read More...

ବାଲିଗୁଡା ବିଧାନସଭା : ବିଜେଡିର ଚକ୍ରମଣି କହଁର ବିଜୟୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ସମାପ୍ତ ହୋଇଛି । ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୧୬୭୧ଟି ଭୋଟ ବ୍ୟବଧାନରେ ବିଜୟୀ ହୋଇ ଦ୍ୱିତୀୟ ଥର
Read More...

ନବ ନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂଗ୍ରାମୀ ସାଥି ତଥା ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ ନିଜର ଜନପ୍ରିୟତା ଯୋଗୁଁ ବିପୁଳ ଭୋଟ ବ୍ୟବଧାନରେ ବରଗଡ଼ ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ସମ୍ପୂର୍ଣ୍ଣ ଫଳା ଫଳ ଘୋଷଣା ପୂର୍ବରୁ ହଜାର ହଜାର ସମର୍ଥକ ତାଙ୍କର ପ୍ରିୟ ନବ ନିର୍ବାଚିତ
Read More...

ଟିଟିଲାଗଡ଼ରେ ଫୁଟିଲା ପଦ୍ମ : ଜିତିଲେ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପଦ୍ମ ଫୁଟିଲା ଟିଟିଲାଗଡ଼ରେ । ଟୁକୁନିଙ୍କ ଗଡ଼ ଭାଂଗିଲା । ବାଜିଲା ନାହିିଁ ଶଂଖ । ବିଜେପି ପ୍ରାର୍ଥୀ ନବୀନ ଜୈନ ୧୭୩୯୯ ଭୋଟ୍‌ରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳିରେ ବିଜୟ ଲାଭ କରିଛନ୍ତି । ବିଜେଡ଼ ପ୍ରାର୍ଥୀ ଟୁକୁନି ସାହୁ ୮୦୪୫୫ ଭୋଟ ପାଇଛନ୍ତି ।
Read More...

ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବାଜିମାତ୍‌ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ବାଜିମାତ୍‌ କଲେ କଳିକେଶ । ବିଜେଡ଼ି ସମୁଦାୟ ୮୪୮୬୭ ଖଂଡ଼ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ୭୧୪୧୭ ଖଂଡ଼ ଭୋଟ ପାଇଛନ୍ତି । ବିଜେପି ପ୍ରାର୍ଥୀ ଗୋପାଳଜୀଙ୍କୁ ମିଳିଛି ୨୪୬୬୯ ଭୋଟ୍‌ । ତେବେ ପ୍ରଥମ
Read More...

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ : ଜିତିଲେ ଲକ୍ଷ୍ମଣ ବାଗ

ଭୁବନେଶ୍ୱର : କଣ୍ଟାବାଞ୍ଜିରୁ ହାରିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, ଜିତିଲେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାରି ଯାଇଥିବା ବେଳେ ଲକ୍ଷ୍ମଣ ନବୀନଙ୍କୁ ହରାଇ ରେକର୍ଡ ସୃଷ୍ଟି
Read More...

ବାରଣାସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାରଣାସୀ : ବାରଣାସୀରୁ ଜିତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଢ ଲକ୍ଷରୁ ଅଧିକ ଭୋଟରେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟଙ୍କୁ ପରାଜିତ କଲେ ମୋଦୀ ।
Read More...

୧୭ ନମ୍ବର ରାଉଣ୍ଡରେ ବି କଳିକେଶ ନାରାୟଣ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୭ ନମ୍ବର ରାଉଣ୍ଡରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ କଂଗ୍ରେସ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କୁ ପଛରେ ପକାଇ ଆଗକୁ ଛୁଟିଛନ୍ତି । ୧୭ ନମ୍ବର ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ କଳିକେଶ ୭୨୯୯୪ ଖଂଡ଼ ଭୋଟ ପାଇଥିବା ବେଳେ
Read More...