Monthly Archives

May 2024

ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଅଘଟଣ

ପୁରୀ : ପୁରୀରେ ମହାପ୍ରଭୁଙ୍କ ଚାପ ଖେଳ ବେଳେ ଅଘଟଣ । ବାଣ ଫୁଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏହି ଅଘଟଣ ଘଟିଛିଥିବା ସୂଚନା ମିଳିଛି । ବାଣ ଫୁଟି ଲୋକଙ୍କ ଉପରେ ପଡ଼ିବାରୁ ୨୭ ଜଣଙ୍କୁ ଗୁରୁତର ଅବସ୍ଥାରେ
Read More...

ଟଙ୍କା ପାଇଁ ପୁଅକୁ ହତ୍ୟା କଲା ବାପା

ନବରଙ୍ଗପୁର : ଚାଷ ଟଙ୍କାକୁ କେନ୍ଦ୍ର କରି ପୁଅକୁ ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନୀଳଗୁଣ୍ଡି ଗାଁରେ ଘଟିଛି । ସୂଚନା ଅନୁସାରେ, ନୀଳଗୁଣ୍ଡି ଗ୍ରାମର ସଲମାନ ଖୁରା ଓ ତାଙ୍କ ବାପା ନବୀନ ଖୁରା ମଙ୍ଗଳବାର
Read More...

ଦେବୀ ରାମାୟଣାମ୍ମାଙ୍କ ପ୍ରଥମ ସନ୍ଧ୍ୟାର ଘଟଯାତ୍ରା ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆରାଧ୍ୟ ଦେବୀ ମା' ରାମାୟଣାମ୍ମାଙ୍କ ପ୍ରଥମ ସନ୍ଧ୍ୟାର ଘଟଯାତ୍ରା ସମାହିତ ହୋଇଯାଇଛି । ଛତ୍ରପୁର ମେନ୍‌ରୋଡ଼ ସ୍ଥିତ ରିକାପଲ୍ଲୀ ଅଭିମୁଖେ ମା'ଙ୍କର ଆଗମନ ହୋଇଛି । ଛତ୍ରପୁର ମେନ୍‌ରୋଡ଼ ସ୍ଥିତ ଅଧୁନା ଷ୍ଟାଇଲ ବଜାର ସାମ୍ନାରେ ତତ୍କାଳୀନ ଜଣେ
Read More...

ବିପୁଳିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ମହାସମାରୋହରେ ଆରମ୍ଭ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ ଜଣ ସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସାମାଜିକ ବିଶୃଙ୍ଖଳାକୁ ରୋକିବା ଦିଗରେ ମର୍ଯ୍ୟାଦା ପୁରୁଷୋତ୍ତମ
Read More...

ଟାଟା ପାୱାର ଦ୍ୱାରା ସ୍ମାଟ୍‌ ମିଟର ଲଗାଣକୁ ବଲାଙ୍ଗିର ନାଗରିକ କମିଟିର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଟାଟା ପାୱାର ଜୋର ଜବରଦସ୍ତ ସ୍ମାଟ ମିଟର ଲଗାଉଥିବା ବିଷୟରେ ଅସନ୍ତୋଷ
Read More...

ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଖପ୍ରାଖୋଲ ବ୍ଲକ ସରକାରୀ ସ୍କୁଲ ମାନଙ୍କର ଗୁଣାତ୍ମକ ଶିକ୍ଷାର ଅସଲ ରୁପକୁ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ରହିଥିବା ୨୧ ଗୋଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ କିମ୍ବା ଏ-୨ ଗ୍ରେଡ ଛୁଇଁ ପାରି ନାହାନ୍ତି । ସରକାର ବିଦ୍ୟାଳୟ ଗୁଡ଼ିକୁ ରୁପାନ୍ତରିକରଣ କରି ପୁସ୍ତକଗାର,
Read More...

ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଲକ ଆଟଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱ ଋତୁଶ୍ରାବ ସ୍ୱଚ୍ଛତା ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଟଗାଁର ସରପଂଚ ଶାଳିନୀ ସେଠ, ସିଏଚ୍‌ଓ ରଶ୍ମୀ ବାରିକ, ଆଶା ସାଥୀ ମିନା ପଟେଲ, ଆଙ୍ଗନୱାଡି କର୍ମୀ ବୈଷ୍ଣବି
Read More...

୩୯ ମାସର ଏରିଅର୍‌ ପ୍ରଦାନ ସହ ଏନ୍‌ଜେସିଏସ୍‌ ଚୁକ୍ତିନାମା ଦାବୀରେ ମିଳିତ ଟ୍ରେଡ୍‌ ୟୁନିଅନ୍‌ର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା କାଲି ଦିଲ୍ଲୀଠାରେ ଏନ୍‌ଜେସିଏସ୍‌ ସବକମିଟି ବୈଠକ ପରୀପ୍ରେକ୍ଷୀରେ ବିଶ୍ରାଛକ ଠାରେ ମିଳିତ ଟ୍ରେଡ୍‌ ୟୁନିଅନ୍‌ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଆର୍‌ଏସ୍‌ଏସ୍‌ର ସାଧାରଣ ସମ୍ପାଦକ
Read More...

ଛତ୍ରପୁର ନିକଟସ୍ଥ ବଣବୁଲ୍ଲାପଲ୍ଲୀରେ ଦାସୁଡୁ ଗୁରୁ ସତ୍ୟମ୍‌ଙ୍କ କୋହଲା ନୃତ୍ୟ ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତର ବଣବୁଲ୍ଲାପଲ୍ଲୀ ଗ୍ରାମରେ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ସମାହିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ
Read More...

ଟିଟିଲାଗଡ଼ର ଜଗନ୍ନାଥ ମନ୍ଦିର ନିକଟ କପଡ଼ା ଦୋକାନ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧୁବାର ଅପରାହ୍ନ ସମୟରେ ଜଣେ ଅଚିହ୍ନା ବ୍ୟକ୍ତି ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏକ କପଡ଼ା ଦୋକାନ ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବା ପରେ ଉକ୍ତ ବ୍ୟକ୍ତିଙ୍କୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ନେଇଥିଲେ ।
Read More...