Monthly Archives

May 2024

ଟିଟିଲାଗଡରେ ପର୍ଶୁରାମ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଦିନ ଟିଟିଲାଗଡରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଟିଟିଲାଗଡ ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟାରେ ଏକ ଶୋଭାଯାତ୍ରା
Read More...

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୧୧ ମେ'ରେ ଭାରତରେ 'ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ' ପାଳନ କରାଯାଏ । ଭାରତରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସର ଇତିହାସ ୧୯୯୮ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଭାରତୀୟ ସେନା ରାଜସ୍ଥାନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ
Read More...

ତହଁକ୍ କୁଟୁମ୍ ତରଫରୁ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ୍‌ଙ୍କ ଜୟନ୍ତୀ ପାଳନ : କବିଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ କୁଟୁମ୍ ତରଫରୁ ସ୍ଥାନୀୟ ଆମର୍ ପସରା ଠାରେ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ସେଠ୍‌ଙ୍କ ୧୧୮ ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ କୋଶଲି ସଂସ୍କୃତି ଗବେଷକ ନିମାଇଁ ଚରଣ ପାଣିଗ୍ରାହୀ, ସାହିତ୍ୟିକ ଗୋପିନାଥ ଦଣ୍ଡସେନା କବି ଶୁସାନ୍ତ ବାଗ, କବି
Read More...

ଖଡିଆଳ ଠାରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ : ନିର୍ବାଚନକୁ ନେଇ ଶାନ୍ତି ବଜାୟ ରଖିବା ପାଇଁ ଆହ୍ୱାନ

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶସସ୍ତ୍ର ପୋଲିସ ସୁରକ୍ଷା ବାହିନୀ ଖଡିଆଳ ଥାନା ଛକଠାରୁ ଫ୍ଲାଗମାର୍ଚ୍ଚ ଆରମ୍ଭ କରି ଆଜାଦ ଚୌକ, ବୈଦେହୀ ଛକ, ଧୋବାପଡ଼ା, ଲାଲ ସାହେବ୍ ପଡ଼ା, ଗୁରୁନାନକ ଛକ, ବ୍ଲକ୍‌ ଛକଦେଇ ଥାନା
Read More...

ସାହିତ୍ୟ ଏକାଡେମୀର କଥା ସନ୍ଧି କାର୍ଯ୍ୟକ୍ରମ

ଅନୁଭବ ଓ ପୀଡ଼ାରୁ ମୋର ସାହିତ୍ୟ ସୃଷ୍ଟି : ମନୋହର ମୌଲି ବିଶ୍ୱାସ କୋଲକାତା, (କେପିଏନ୍‌ଏସ୍‌) : ସ୍ଥାନୀୟ ସାହିତ୍ୟ ଏକାଡେମୀ ପ୍ରେକ୍ଷାଳୟରେ କଥା ସନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି କଥାକାର ଭାବେ ଯୋଗଦେଇ ନିଜ ସାରସ୍ୱତ ଜୀବନଯାତ୍ରା ସମ୍ପର୍କରେ
Read More...

ଲୋକଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ଆମ ପରବର୍ତ୍ତୀ ଲକ୍ଷ୍ୟ : ସମରେନ୍ଦ୍ର

ଲୋକଙ୍କ ସହ ରହୁନଥିବା ନେତାଙ୍କୁ ବରଖାସ୍ତ କରନ୍ତୁ ଜନତା ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକଙ୍କ ସାମାଜିକ, ଆର୍ଥିକ ସୁରକ୍ଷା ଆମ ପରବର୍ତ୍ତୀ ଲକ୍ଷ୍ୟ ବୋଲି କହିଛନ୍ତି ସମରେନ୍ଦ୍ର । ଲମ୍ବା ସମୟ ରାଜ୍ୟରେ ଗୋଟିଏ ଦଳ ସରକାରରେ ରହିଥିବାରୁ ରାଜ୍ୟ ଶାସନରେ ଏକଛତ୍ରବାଦ ଓ ମନୋମୁଖୀ
Read More...

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ବ୍ଲକ ବରଗାଁରେ ଅକ୍ଷି ମୁଠି ଅନୁକୂଳ କଲେ ସମରେନ୍ଦ୍ର

କଂଗ୍ରେସ ଦଳ ସରକାରକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ସହିତ କୃଷକଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା ବ୍ୟବସ୍ଥା କରାଯିବ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବୈଦିପାଲି ଗ୍ରାମ ପଂଚାୟତ ବରଗାଁ
Read More...

ଜୁଏଲ ଓରାମ ଓ ଦୁର୍ଗା ତନ୍ତୀଙ୍କ ମାରାଥନ୍ ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ଦଳୀୟ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ଓ ରଘୁନାଥପାଲୀ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଆଜି ସେକ୍ଟର -୧୬ ଜଗନ୍ନାଥ ପଲ୍ଲିରୁ ପଦଯାତ୍ରା ଆରମ୍ଭ କରି ପିଏଚ୍‌ କଲୋନୀ ପର୍ଯ୍ୟନ୍ତ ଘର ଘର
Read More...

ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ଆଗାମୀ ୫ ଦିନ ରାଜ୍ୟର କାଁ ଭାଁ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟାରେ କେଉଁଝର,
Read More...

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ବୈଜୟନ୍ତ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ସେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା
Read More...