Monthly Archives

May 2024

ଓଡ଼ିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ୱର : ବିଜେପି ଫୋକସରେ ଓଡ଼ିଶା । ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା । ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍ । ଯୋଗୀଙ୍କ ବ୍ୟତୀତ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଆସାମ ମୁଖ୍ୟମନ୍ତ୍ରୀ
Read More...

ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର : ବିଜେପି ଫୋକସରେ ଓଡ଼ିଶା । ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା । ଆଜି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର
Read More...

ଦିଲ୍ଲୀରେ କବିସନ୍ଧି କାର୍ଯ୍ୟକ୍ରମରେ ପ୍ରତିଭା ଶତପଥୀଙ୍କ କବିତା ପାଠ

ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା - ପ୍ରତିଭା ଶତପଥୀ ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ମୋର କବିତା ନିଜସ୍ୱ ଅନୁଭୂତି, ଆନନ୍ଦ - ବିଷାଦ ତଥା ସମାଜର ବିକୃତ ବାସ୍ତବତାକୁ ପ୍ରତିଫଳିତ କରେ । ମୋର କବିତାଗୁଡ଼ିକ ଶବ୍ଦରେ ପ୍ରକାଶିତ ଲୁହର ବୁନ୍ଦା ପରି ମନେହୁଏ । ସେଗୁଡ଼ିକ
Read More...

ବିଶ୍ୱ କଇଁଛ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : 'ବିଶ୍ୱ କଇଁଛ ଦିବସ' ହେଉଛି ଏକ ବାର୍ଷିକ କାର୍ଯ୍ୟକ୍ରମ ଯାହାକି ୨୦୦୦ ମସିହାରୁ ପାଳନ ହୋଇଆସୁଛି । ଏହା 'ଆମେରିକୀୟ କଇଁଛ ଉଦ୍ଧାର ସଂସ୍ଥା' ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ବିଶ୍ୱ କଇଁଛ ଦିବସର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ କଇଁଛ ଏବଂ
Read More...

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ମତଦାନରେ ସହଯୋଗ କଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ଜଣାଶୁଣା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ଏହି ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ କିପରି ଭାବରେ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ପାରିବେ ତାର ବ୍ୟବସ୍ଥା କରିଛନ୍ତି । ସଂଗଠନର
Read More...

ଆଶା, ଆଶ୍ଵାସନା ଓ ପରେ ପ୍ରତାରଣାର ପଚିଶ ବର୍ଷରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଧି

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀର ଅୟମାରମ୍ଭ ଅନେକଙ୍କୁ ବିକାଶର ସ୍ୱପ୍ନ ଦେଖିବାକୁ ସୁଯୋଗ ତିଆରି କରିଥିବା ବେଳେ ପାହାଡ଼ ଶିଖରରେ ରହିଥିବା ମଣିଷ ମାନେ ନିଜର ଯୁଗ ଯୁଗର ଭିଟାମାଟି, ସବୁଜ ଜଙ୍ଗଲ, ନିଜର ଚିର ଆରାଧ୍ୟା ମାଟି, ଦେବତା ଓ ଜୀବନ ଜୀବିକାର ମାଧ୍ୟମକୁ ହରେଇବାର କଷ୍ଟ
Read More...

ଜିଲ୍ଲାସ୍ତରୀୟ ଯୋଗ ଅଲମ୍ପିଆଡ ଚୟନ ଉତ୍ସବକୁ ଉଦ୍‌ଘାଟନ କଲେ ଜିଲ୍ଲା ଶିକ୍ଷାଧିକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସରକାରୀ ଟାଉନ୍ ବାଳିକା ହାଇସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଯୋଗ ଓଲମ୍ପିଆଡ ଚୟନ ପ୍ରତିଯୋଗୀତା ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ଶୋଇଥିବା ସମୟରେ ଭିଣୋଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁରେ ଘର ଅଗଣାରେ ଶୋଇଥିବା ସମୟରେ ଭିଣେଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଛନ୍ତି । ସୂଚନା ପ୍ରକାରେ ବେଲଗାଁ ଗ୍ରାମର ସୁରେନ କୁମ୍ଭାର (୨୫) ଆଜି ଅପରାହ୍ନରେ ନିଜ ଘର ବାରଣ୍ଡାରେ ଶୋଇଥିବା ବେଳେ ସ୍ତ୍ରୀ ଶିଳାବତୀ କୁମ୍ଭାର
Read More...

ପବନ ଓ ବର୍ଷା ହେତୁ ଭାରସାମ୍ୟ ହରାଇ ଡ୍ୟାମରେ ଓଲଟିଲା ଡଙ୍ଗା : ୬ ଜଣ ନିଖୋଜ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପୁଣେ ଜିଲ୍ଲାର ଉଜନି ଡ୍ୟାମରୁ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଡଙ୍ଗା ବୁଡ଼ିଯିବା ପରେ ୬ ଜଣ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯାତ୍ରୀଙ୍କ ମଧ୍ୟରେ ଦୁଇଜଣ ପିଲାଙ୍କ ସମେତ ୬ ଜଣ ଯାତ୍ରୀ ଥିଲେ । ଇନ୍ଦାପୁର ତହସିଲଦାର ଶ୍ରୀକାନ୍ତ ପାଟିଲ ଡଙ୍ଗା
Read More...

ଦୁଇଟି ହାତୀ ଦାନ୍ତ ଜବତ କଲା ବନବିଭାଗ : ୧୦ ଜଣ ଗିରଫ

ରାଉରକେଲା : ରାଉରକେଲାରେ ବନବିଭାଗକୁ ବଡ ସଫଳତା । ଦୁଇଟି ହାତୀ ଦାନ୍ତ ଜବତ ହେବା ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ଜବତ ଦୁଇ ହାତୀ ଦାନ୍ତ ହେଉଛି ଗୋଟିଏ ୨୪ ଇଞ୍ଚ ଓ ୨୨ ଇଞ୍ଚ । ଏହି ଦୁଇ ଦାନ୍ତର ଆନୁମାନିକ ମୂଲ୍ୟ ହେବ ୪ ଲକ୍ଷ ଟଙ୍କା । ରାଉରକେଲା ବନବିଭାଗର ସ୍ୱତନ୍ତ୍ର ଟିମ୍ ଏହାକୁ
Read More...