Daily Archives

କାର୍‌ରୁ ମିଳିଲା ୨୦ ଲକ୍ଷ, ଭ୍ୟାନ୍‌ରୁ ମିଳିଲା ୪ ଲକ୍ଷ ଟଙ୍କା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଥାନା ଭଦ୍ରାସାହି ଛକ ନିକଟରେ ଯାଞ୍ଚ ଚାଲିଥିବା ବେଳେ ଏକ କାର୍‌ରୁ ପୁଲିସ ୨୦ ଲକ୍ଷ ଟଙ୍କା ଜବତ କରିଛି । ଦୁଇଟି ବ୍ୟାଗ୍‌ରେ ଏହି ଟଙ୍କା ଥିଲା । ଏହି ଟଙ୍କା କାହାର ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଧରାପଡ଼ିଯିବା ଭୟରେ କାର୍ ଚାଳକ ଘଟଣାସ୍ଥଳରୁ
Read More...

ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : କଲମପୁର ବିଜୁ କଲ୍ୟାଣ ମଣ୍ଡପରେ ଶୁକ୍ରବାର ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କଲମପୁର ସାମ୍ବାଦିକ ସମୂହ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ଛତିଶଗଡ଼
Read More...

ଭାରସାମ୍ୟ ହରାଇ ଖାଇକୁ ଖସିଲା କାର୍ : ୫ ମୃତ, ଜଣେ ଗୁରୁତର

ଡେରାଡୁନ୍ : ମୁସୁରୀ - ଡେରାଡୁନ୍ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ କାର୍ ଖାଇକୁ ଖସିପଡ଼ିଥିଲା । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି । କାର୍‌ରେ ମୋଟ୍ ୬ଜଣ ଯାତ୍ରୀ ଥିଲେ । ଉତ୍ତଖଣ୍ଡ ମୁସୁରୀ - ଡେରାଡୁନ୍‌
Read More...

କଳିକେଶଙ୍କ ମାରାଥନ୍‌ ଘରକୁ ଘର ପ୍ରଚାର : ସଦର ବ୍ଲକରେ ଆଦିବାସୀ ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକ ବାରପୁଡଗିଆ ପଞ୍ଚାୟତର କର୍ଲାପିଟା ଠାରେ ବିରାଟ ଆଦିବାସୀ ସମାବେଶ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ନେତୃତ୍ୱରେ କଳିକେଶ ନାରାୟଣ ସିଂହଦେଓ ଆଦିବାସୀ ସମାଜକୁ ଭୋଟ୍‌ ପାଇଁ ଆଶିର୍ବାଦ ଭିକ୍ଷା କରିଥିଲେ । ସନ୍ଧ୍ୟା ସମୟରେ
Read More...

ଅବସରପ୍ରାପ୍ତ ଯବାନଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଚିମଡୋଲା ଗ୍ରାମର ବ୍ରଜମୋହନ ନାଏକ ୨୦୦୦ ମସିହାରେ ଭାରତୀୟ ସୀମା ସୁରକ୍ଷା ବାହିନୀରେ ରାଜସ୍ଥାନ ଜୟପୁର ୩୯ ବାଟାଲିୟନରେ ଯୋଗ ଦେଇ ୨୨ ବର୍ଷ ୩ ମାସ ୧୧ ଦିନ ଧରି ଦେଶର ସେବା କଲା ପରେ ଅବସର ନେଇଛନ୍ତି । ସେ ତାଙ୍କ ଚାକିରି
Read More...

ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ମେ ୪ ରେ 'ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ' ପାଳନ କରାଯାଏ । ଆନ୍ତର୍ଜାତୀୟ ଅଗ୍ନିଶମ କର୍ମଚାରୀ ଦିବସ ଅଗ୍ନିର ଗୁରୁତ୍ୱ ଏବଂ ନିରାପଦ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରେ । ଅଗ୍ନି ନିୟନ୍ତ୍ରଣ କରିବାର କ୍ଷମତା
Read More...