Daily Archives

ଆପତ୍ତି ଅଭିଯୋଗ ପାଇଁ ମୋବାଇଲ ନମ୍ବର ଜାରି କଲେ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଆସନ୍ତା ମେ ୨୦ ତାରିଖରେ ବଲାଙ୍ଗିର ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହି ପରିପେକ୍ଷୀରେ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ନାମାଙ୍କନ
Read More...

ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଗୁରୁତ୍ୱପୂର୍ଣ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପଦକ୍ଷେପ ଉପରେ ତର୍ଜମା କରିବା ପାଇଁ ବଲାଙ୍ଗିରର ଜିଲ୍ଲା ଗସ୍ତରେ ଆସିଛନ୍ତି ସାଧାରଣ ପର୍ଯ୍ୟବେକ୍ଷକ । ସାଧାରଣ ପର୍ଯ୍ୟବେକ୍ଷକ ରୂପେ ୨୦୦୪ ବ୍ୟାଚ୍‌ ଆଇଏଏସ୍‌ ରାଜ କୁମାର ବେନିୱାଲ ଏବଂ ରଞ୍ଜନ ଭିଶାଲ, ଖର୍ଚ୍ଚ
Read More...

କୀଟନାଶକ ପିଇ ଚାଲିଗଲେ ପରକ୍ଷିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଲାଠୋର ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଆମବାହାଲି ଗ୍ରାମର ଜଣେ ନାବାଳକ ଆଜି ସକାଳ ୬ଟା ସମୟରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ବାପା ମୀନିକେତନ ମାଝୀ ଏବଂ ମା'ଙ୍କ କହିବା ଅନୁସାରେ ପୁଅ ପରକ୍ଷିତ ମାଝୀ(୧୭) ଗତ କିଛି
Read More...

ପାଟଣାଗଡ଼ ବିଜେଡ଼ିକୁ ମିଳିଛି ଆହୁରି ବଳ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଖେଇ ଆସୁଛି ସାଧାରଣ ନିର୍ବାଚନ । ପାଟଣାଗଡ଼ରେ ଦେଖିବାକୁ ମିଳିଛି ଘମାଘୋଟ ପ୍ରଚାର । ଏତିକି ବେଳେ ପାଟଣାଗଡ଼ ବିଜେଡ଼ିକୁ ମିଳିଛି ଆହୁରି ବଳ । ଖପ୍ରାଖୋଲ ବ୍ଲକର ଲକ୍ଷେ ଘର ଗଣ୍ଡା ସମାଜରୁ ୨୦୦ରୁ ଅଧିକ ପୁରୁଷ ମହିଳା ଆଜି ବ୍ଲକ ସଭାପତି ଛିନୁ ଟାକରି,
Read More...

୧୪.୭ କ୍ୱିଣ୍ଟାଲ ମହୁଲ ଜବତ : ଜଣେ ଗିରଫ

କଣ୍ଟାମାଳ : କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଘଣ୍ଟାପଡା ଥାନା ଦେଓଗାଁ ଚଢଉ କରାଯାଇ ବ୍ୟାପକ ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଦେଓଗାଁ ଗ୍ରାମର ପଦ୍ମନାଭ ବାଘ । ଜବତ ମହୁଲର ପରିମାଣ ୧୪.୭ କ୍ୱିଣ୍ଟାଲ । ସୂଚନା ଅନୁଯାୟୀ, କଣ୍ଟାମାଳ ଅବକାରୀ ବିଭାଗ
Read More...

ଓଡ଼ିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏସ୍ ଜୟଶଙ୍କର ଭୁବନେଶ୍ୱର ପହଞ୍ଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ଏଡିଟର୍ସ ମିଟ, ବୁଦ୍ଧିଜୀବୀ
Read More...

ଆଜି ୪ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ଦ୍ୱିତୀୟ ଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଚାର ପାଇଁ ୪ଟି ଜିଲ୍ଲା ଗସ୍ତ କରିବେ ନବୀନ ପଟ୍ଟନାୟକ । ପ୍ରଥମେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଯିବେ । ପୂର୍ବାହ୍ନରେ
Read More...

ଆଗାମୀ ୨ଦିନ ପରେ ଉପକୂଳ ଓଡିଶାରୁ ହିଟ-ୱେଭ ଉପରେ ଲାଗିପାରେ ବ୍ରେକ

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଗତକାଲି ୪୪.୬ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଥିଲା । ୭ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା । ୨୬ଟି ସହରରେ ପାରଦ ୪୦ ଡିଗ୍ରୀ ପାର୍ କରିଥିଲା । ଆଜି ମଧ୍ୟ ସେହିଭଳି
Read More...

ବଲାଙ୍ଗିର ସଦର ବ୍ଲକ କର୍ଲାପିଟା ଠାରେ ବିଜେଡ଼ି ପକ୍ଷରୁ ବିରାଟ ଆଦିବାସୀ ସମାବେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଣ୍ଡ ଉପରେ ନିର୍ବାଚନ । ଏଥି ସକାଶେ ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶଙ୍କ ମାରାଥନ୍‌ ପ୍ରଚାର ଜାରି ରହିଛି । ଏହି କ୍ରମରେ ଘରକୁ ଘର ପ୍ରଚାର ଚାଲିଥିବା ବେଳେ ବଲାଙ୍ଗିର ସଦର ବ୍ଲକରେ ବିଜେଡ଼ି ପକ୍ଷରୁ ଆଦିବାସୀ ସମାବେଶ ଆୟୋଜିତ ହୋଇଥିବା ଦେଖିବାକୁ
Read More...

ମଦ ଜବତ : ୨ଜଣ ଗିରଫ

ତୁଷୁରା : ତୁଷୁରା ଅବକାରୀ ବିଭାଗ ପୃଥକ ସ୍ଥାନରୁ ମଦ ଜବତ କରିବା ସହ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବାଲିପଟା ଗାଁର ଋତୁରାଜ ରଣା ଓ କୁବେର ରଣା । ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ତୁଷୁରା ଥାନା ଅନ୍ତର୍ଗତ ମାôଧଆପାଲି ରାସ୍ତାରେ
Read More...