Daily Archives

ସମରେନ୍ଦ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ଜନସମୁଦ୍ର

ହଜାର ହଜାର ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କଲେ ଲୋକସଭା ପ୍ରାର୍ଥୀ ମନୋଜବିନାଶ ବିପକ୍ଷରେ, ବିକାଶ ସପକ୍ଷରେ ହେବ ମତଦାନ : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍ଏସ୍) : କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କ ନାମାଙ୍କନ ଶୋଭାଯାତ୍ରାରେ ବଲାଙ୍ଗିର ସହରରେ ଜନସମୁଦ୍ର ଭଳି ଦୃଶ୍ୟ
Read More...

ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ପାରଦ ୩୭ ଡିଗ୍ରୀ ପାର୍‌

ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରାଜ୍ୟବାସୀ ଅସ୍ତବ୍ୟସ୍ତ । ଗତ ୧୫ ଦିନ ହେଲାଣି କଲବଲ କରୁଛି ତାତି । ଆସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ଗକୁ ଆହୁରି ତିନି ଦିନ ଆକାଶରୁ ବର୍ଷିବ ନିଆଁ ହୁଳା । ଗୁଳୁଗୁଳି ଯୋଗୁଁ ଅସହ୍ୟ ହେଉଛି ସ୍ଥିତି । ସକାଳ ସାଢ଼େ ୮ଟା ସୁଦ୍ଧା ତାଳଚେରର ପାରଦ
Read More...

ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ବୌଦ୍ଧ (୮୬)ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀଭାବରେ ସରୋଜ କୁମାର ପ୍ରଧାନ ସବକଲେକ୍ଟର ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ପାଖରେ
Read More...

ମେ ଦିବସରେ ଓଡ଼ିଶା ମେଡିକାଲ୍‌ କର୍ମଚାରୀ ସଂଘ ତରଫରୁ ରକ୍ତଦାନ ଶିବିର : ୭୧ ୟୁନିଟ୍‌ ରକ୍ତ ସଂଗ୍ରହ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଚଳିତ ଗ୍ରୀଷ୍ମ ଋତୁରେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ରହିଥିବା ବେଳେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଓଡିଶା ମେଡିକାଲ୍‌ ଆଉଟ୍‌ସୋର୍ସିଙ୍ଗ କର୍ମଚାରୀ ସଙ୍ଘ, ଏମ୍‌କେସିଜି ବ୍ରହ୍ମପୁର ଶାଖା ଓ ବ୍ରହ୍ମପୁର ରକ୍ତଭଣ୍ଡାର ପକ୍ଷରୁ ୭୧ ୟୁନିଟ୍‌ ରକ୍ତ
Read More...

ସୁଗ୍ରୀବଙ୍କ ସହ ଶ୍ରୀରାମଙ୍କ ମିତ୍ରତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୀତା ଠାବ ପରେ ବୀର ହନୁମାନ ଶ୍ରୀରାମଙ୍କ ପାଖକୁ ଫେରି ଲଙ୍କାଗଡ଼ର ଖବର ଓ ମା' ଜାନକୀଙ୍କ ସମ୍ବାଦ ପ୍ରଦାନ କରିଛନ୍ତି । ସୀତୟାଙ୍କ ସଂବାଦ ପାଇ ମ୍ରିୟମାଣ ହୋଇପଡ଼ିଛନ୍ତି ପ୍ରଭୁ ଶ୍ରୀରାମ । ଗତ ରାତିରେ ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ନାଟକରେ ଏଭଳି
Read More...

ମାମୁଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗା ଥାନା ଗୌଡୁଣିପୋଷ ଗାଁରେ ହତ୍ୟାକାଣ୍ଡା । ମାମୁଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା । ଖବର ଅନୁଯାୟୀ, ଲହୁଣୀପଡ଼ା ଥାନା କେନାପାଲି ଗାଁର ସୁବନ କଂଶରିଆ ଗୌଡୁଣିପୋଷ ଗାଁରେ ଥିବା ଭଣଜା ଠୁରୁ ଧୀବର ଘରକୁ ବୁଲିବାକୁ ଯାଇଥିଲେ । କୌଣସି
Read More...

ବିଶ୍ୱ ଟୁନା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୨ ମେରେ 'ବିଶ୍ୱ ଟୁନା ଦିବସ' ପାଳନ କରାଯାଏ । ହ୍ରାସ ପାଇଥିବା ଟୁନା ମାଛ ସଂଖ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଟୁନା ମତ୍ସ୍ୟଚାଷର ସଂରକ୍ଷଣ ଏବଂ ପରିଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଜାତିସଂଘର ସାଧାରଣ ସଭା ଦ୍ୱାରା
Read More...

ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନର ଷଷ୍ଠଦିନ : ବିରାଟ ପଟୁଆରରେ ଆସି ନାମଙ୍କନ ଦାଖଲ କଲେ ଉପବାଚସ୍ପତି ସାଲୁଗା ପ୍ରଧାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନର ଷଷ୍ଠଦିନରେ ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ବିରାଟ ପଟୁଆରରେ ନିଜର ଶକ୍ତି
Read More...

ପଶ୍ଚିମ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ କବି : ଐତିହାସିକ ତଥା ବରିଷ୍ଠ ପ୍ରଶାସକ ଶଶାଙ୍କ ଶେଖର ପଣ୍ଡା ବିଜେପିରେ…

ସମ୍ବଲପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାର ଗୌରବ ମୋହନଗିରି ନିକଟବର୍ତ୍ତୀ ଲାତେର ଗ୍ରାମ ନିବାସୀ ଅବସରପ୍ରାପ୍ତ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ତଥା ଅତିରିକ୍ତ ଶାସନ ସଚିବ ଶଶାଙ୍କ ଶେଖର ପଣ୍ଡା ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ
Read More...