Monthly Archives

April 2024

ଚନ୍ଦନ ମେହେର ୩ୟ ବର୍ଷ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ୍‌ ଆଗଲପୁର ମେହେର କ୍ରିକେଟ ଟିମ୍‌ ଚନ୍ଦନ ମେହେର ୩ୟ ବର୍ଷ ସ୍ମାରକୀ ରାତ୍ରିକାଳୀନ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ଟି ଦଳ ଅଂଶଗ୍ରହଣ
Read More...

ଜିଲ୍ଲାମହକୁମା ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ୮୯ତମ ଓଡିଶା ଦିବସ ସମାରୋହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅପ୍ରେଲ ୧ ତାରିଖ ପବିତ୍ର ଉତ୍କଳ ଦିବସ । ଏହି ଦିନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ଏହା ଆମ ରାଜ୍ୟ ଇତିହାସରେ ଏକ ଅବିସ୍ମରଣୀୟ ଦିବସ ଅଟେ । ପ୍ରତି ଓଡିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନର ଦିନ । ଏହି ଦିନ ସ୍ଵତନ୍ତ୍ର ଭାବେ ପ୍ରଥମ
Read More...

ବ୍ରହ୍ମପୁର ଟାଉନ୍‌ହଲ୍‌ରେ ୮୯ତମ ଉତ୍କଳ ଦିବସ ସମାରୋହ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୮୯ତମ ଉତ୍କଳ ଦିବସ ସମାରୋହ ଅବସରରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ଡାଇମଣ୍ଡ୍ ଜୁବୁଲି ଟାଉନ୍‌ହ୍‌ଲ୍ ପରିସରରେ ଏକ ସନ୍ଧ୍ୟ ସମାରୋହ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଏକ ଭବ୍ୟ ବାତାବରଣ ମଧ୍ୟରେ
Read More...

ଟିଟିଲାଗଡ଼ ଉପକଣ୍ଠରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ – ୨୦୨୪ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସାଧାରଣ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ସଂହିତା ଲାଗୁ ନିୟମ ଅନୁପାଳନ ସହ ଟିଟିଲାଗଡ଼ ସହରରେ ଅବସ୍ଥାପିତ ଓଡିଶାର ବରପୁତ୍ର ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଟିଟିଲାଗଡ଼
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବର୍ଣ୍ଣାଢ଼୍ୟ ସମାରୋହରେ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଶାର ଗର୍ବ ଗୌରବ ତଥା ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସୌଜନ୍ୟରେ ନୂତନ ସମ୍ମିଳନୀ କକ୍ଷଠାରେ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆନୁଷ୍ଠାନିକ
Read More...

ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା ମିଳିତ କୋଶଲ କ୍ରିୟାନୁଷ୍ଠାନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଶଲ ରାଜ୍ୟ ସମନ୍ୱୟ ସମିତି, କୋଶଲ ସେନା, କୋଶଲ ମୁକ୍ତି ମୋର୍ଚ୍ଚା, ବିଭିନ୍ନ ଯୁବ ସଂଗଠନ, ସାମାଜିକ ଓ ସାଂସ୍କୃତିକ ସଂଗଠନକୁ ନେଇ ଆଜି ବଲାଙ୍ଗିରରେ ଏପ୍ରିଲ୍‌ ୧କୁ କଳା ଦିବସ ଭାବେ ପାଳନ କରାଯାଇଛି । ସ୍ଥାନୀୟ
Read More...

ଆର୍‌ବିଆଇ @୯୦ର ଉଦ୍‌ଘାଟନୀ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

ରିଜର୍ଭ ବ୍ୟାଙ୍କର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମାରକୀ ମୁଦ୍ରା ଉନ୍ମୋଚନଦେଶର ଅଭିବୃଦ୍ଧି ଧାରାକୁ ଆଗେଇ ନେବାରେ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।ଆର୍‌ବିଆଇ ଉଭୟ ସ୍ୱାଧୀନତା ପୂର୍ବରୁ ଓ ପରବର୍ତ୍ତୀ ଯୁଗର ସାକ୍ଷୀ ହୋଇଛି ଏବଂ ନିଜର ବୃତ୍ତିଗତ ଆଭିମୁଖ୍ୟ ଏବଂ
Read More...

ବାଲିଗୁଡାରେ ୮୯ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏ ନେଇ ବାଲିଗୁଡା ବ୍ଲକ୍‌
Read More...

ମହତାବ ଉଚ୍ଚ ବିଦ୍ୟାଳୟ ୧୯୮୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୮୪ ବ୍ୟାଚର ବିଶ୍ୱନାଥ ଦେବଙ୍କ ପାଦଦେଶ ଗଡ଼କାଳୁପଡ଼ା ଚଣ୍ଡିପୀଠରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାହା ପୂର୍ବରୁ ଡେଲାଙ୍ଗ ଚିକିତ୍ସାଳୟରେ ଡେଲାଙ୍ଗ ମୁଖ୍ୟ ଚିକିତ୍ସକ ଡକ୍ଟର ସନ୍ତୋଷ
Read More...

ମୁରିବାହାଲ ଡିଭାଇନ୍ କିଡ୍‌ସ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଆଧୁନିକ ଓ ପରିବର୍ତ୍ତିତ ଶିକ୍ଷା ପଦ୍ଧତି ସମ୍ପର୍କରେ ମୁଖ୍ୟବକ୍ତାଙ୍କ ଗୁରୁତ୍ଵଆରୋପ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଏକମାତ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଡିଭାଇନ୍ କିଡ୍‌ସ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ
Read More...