Monthly Archives

April 2024

ବଲାଙ୍ଗିରରେ ଗୋପାଳଜୀ ପାଣିଗ୍ରାହୀ ବିଜେପି ବିଧାୟକ ପ୍ରାର୍ଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଗୋପାଳଜୀ ପାଣିଗ୍ରାହୀଙ୍କ ଉପରେ ଆସ୍ଥା ରଖି ଟିକଟ୍‌ ଦେଇଛି ବିଜେପି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୋପାଳଜୀ ପାଣିଗ୍ରାହୀଙ୍କ ନାମ ଘୋଷଣା ହେବା ପରେ ଗୋପାଳଜୀଙ୍କ ଶୁଭେଚ୍ଛୁ ସହଯୋଗୀ ସମର୍ଥକଙ୍କ ମହଲରେ
Read More...

୧୧ଟାରୁ ଅପରାହ୍ଣ ୩ଟା ଯାଏ ବାହାରେ ନ ବୁଲିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏନେଇ ଅଧିକ ତଥ୍ୟ ଦେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଗତ ୨୪ ଘଣ୍ଟାରେ ରାଜ୍ୟରେ
Read More...

ପାଟଣାଗଡ ବିଧାୟକଙ୍କ ସରୋଜ ମେହେରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳ ସରୋଜ ମେହେରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ବିଧାୟକ ସରୋଜ ମେହେର ନିଜର ସ୍ଥିତିକୁ ମଜ୍‌ବୁତ୍‌ କରିବା ଦିଗରେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ
Read More...

ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫକଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ପାଇଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ । ଗତକାଲି ସଂଧ୍ୟାରେ ପେଟ୍ରୋଲିଂ ସମୟରେ ବଲାଙ୍ଗିର ଟାଉନ୍‌ ପୋଲିସ ରେଳଷ୍ଟେସନ୍‌
Read More...

ଗାନ୍ଧୀସେବା ସଂଘ ସ୍ମାରକୀ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : ସ୍ଥାନୀୟ ଐତିହାସିକ ବେରବୋଇ ଗାନ୍ଧୀସ୍ମୃତି ପୀଠରେ ଗାନ୍ଧୀ ସ୍ମାରକୀ ସମିତି ବେରବୋଇ ପକ୍ଷରୁ ୫୫ତମ ଗାନ୍ଧୀ ସେବାସଂଘ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ମାରକୀ ସମିତିର ସଭାପତି କୁନ୍ତଳା କୁମାରୀ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି
Read More...

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାର ରିଜଲ୍ଟ ସେୟାରିଂ ମିଟିଂ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ବର୍ଷର ସମାପ୍ତୀ ସୂଚକ ଆକଳନ-୨ର ରିଜଲ୍ଟ ସେୟାରିଂ ମିଟିଂ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ୮୯ତମ ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ସୋମବାର ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଯୋଗଦେଇ ଆଇନଶୃଙ୍ଖଳା ରକ୍ଷା କରିବା ସହ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ
Read More...

ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳିତ : ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଅତିରିକ୍ତ ଜିଲ୍ଲାପାଳ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ଏଥର ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ଆଦର୍ଶ ଆଚରଣବିଧି ଅନୁପାଳନ କରିବା ସହ ପାଳନ ହୋଇଛି । ଓଡ଼ିଶା ଦିବସ ପାଳନ ଅବସରରେ ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ଓ
Read More...

ଭାଟିପଡ଼ା ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳବସ୍ତା ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରି କରାଗଲା କୋର୍ଟ ଚାଲାଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ତଳେ ଟିଟିଲାଗଡ଼ ନିକଟସ୍ଥ ଭାଟିପଡା ସ୍କୁଲ ଭିତରୁ ଛୁଆମାନଙ୍କୁ ଦେବା ନିମନ୍ତେ ରଖାଯାଇଥିବା ଚାଉଳବସ୍ତା ଭିତରୁ କିଛି ବସ୍ତା ଚୋରି ହୋଇଥିବା ନେଇ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଥାନାରେ କେଶ୍‌ ରୁଜୁ ହୋଇ
Read More...

ପ୍ରଭାବତୀ ପବ୍ଲିକ୍‌ ସ୍କୁଲରେ ଉତ୍କଳ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ପିପଲପଦର ସ୍ଥିତ ବିଦ୍ୟାଳୟ ହଲ୍‌ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଉତ୍ସବକୁ ମହାସମାରୋହରେ ପାଳନ
Read More...