Monthly Archives

April 2024

ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମିର ବାର୍ଷିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ବିଜ୍ଞାନ ଏକାଡେମି (ଜିଏଏସ୍‌)ର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକ ଅଭିଭାବିକାମାନେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡ. କାର୍ତ୍ତିକ ପ୍ରଧାନଙ୍କ
Read More...

ମେ ଏଗାରରେ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମେ ଏଗାର ତାରିଖ ମାସର ଦ୍ଵିତୀୟ ଶନିବାର ଦିନ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ବଲାଙ୍ଗିର, ଟିଟିଲାଗଡ, ପାଟଣାଗଡ, କଣ୍ଟାବାଞ୍ଜି, ଲୋଇସିଙ୍ଘା, ସଇଁତଳା, ମୁରିବାହଲ ଏବଂ ବଙ୍ଗୋମୁଣ୍ଡା ଅଦାଲତ ପରିସରରେ ଏହି ଲୋକ ଅଦାଲତ
Read More...

ପ୍ରଚଣ୍ଡ ରୌଦ୍ରତାପରୁ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ଯୋଗାଇବା ଲକ୍ଷ୍ୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଏକ ଛୋଟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଏକ ଛୋଟ ପ୍ରୟାସ ଆରମ୍ଭ କରିଛି । ସଂଗଠନ ତରଫରୁ ଆଜି ସ୍ଥାନୀୟ କଚେରୀ ଛକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
Read More...

କରଙ୍ଗାମାଲର ଏଟିଏମ୍‌ରେ ବାହାରୁଛି ଫଟା ନୋଟ୍‌

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ର କରଙ୍ଗାମାଲ ଗ୍ରାମରେ ଥିବା ଏଟିଏମ୍‌ରୁ ଦୁଇ ଜଣଙ୍କ ଭାଗ୍ୟରେ ବାହାରିଛି ଫାଟି ଯାଇଥିବା ୫୦୦ ଟଙ୍କିଆ ନୋଟ୍‌ମାନଙ୍କରେ କାଗଜ ଲଗା ଯାଇଥିବା ଟଙ୍କା । ଉପଭୋକ୍ତାମାନେ ବର୍ତ୍ତମାନ ଭୟଭୀତ । ଏମିତି ଟଙ୍କା ଆଗରୁ କେବେ ବାହାରୁ
Read More...

ଜଂଗଲରେ ଲାଗିଥିବା ନିଆଁ ଲିଭାଇଲେ ଗାଁ ଲୋକେ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ବଇଦିପାଲି ପଞ୍ଚାୟତ ଅନ୍ତର୍ଗତ କାଲିଝରଣ ବନ ସଂକ୍ଷରଣ ସମିତି ଅଧୀନସ୍ଥ ଜଙ୍ଗଲର ଏକ ବିରାଟ ଖଣ୍ଡରେ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ଏକ ସୂଚନା ପାଇ ଗ୍ରାମର ଅନେକ ଲୋକ ସହ ସମ୍ପାଦକ ପ୍ରଫୁଲ୍ଲ କୁମାର ବଢିଆ, ଚେୟାରମେନ
Read More...

ଲକ୍ଷ୍ମଣ ମେହେରଙ୍କୁ ମିଳିଲା ବିଜେଡି ରାଜ୍ୟ ସମ୍ପାଦକ ପଦବୀ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ବରିଷ୍ଠରାଜନେତା, ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି, ପୂର୍ବତନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କୁ ବିଜେଡିଦଳରେ ରାଜ୍ୟ ସମ୍ପାଦକ ପଦବୀ ଦିଆଯାଇଛି । ଆଜି ବିଜେଡିପକ୍ଷରୁ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ
Read More...

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଖୁଜେନପାଲି ଗ୍ରାମର ତ୍ରୀନାଥ ବକୁଳ ନାମକ ଜଣେ ଯୁବକର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।
Read More...

କପିଲାଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ : ଉତ୍ତମ ଶିକ୍ଷାଲାଭ କରି ଭବିଷ୍ୟତରେ ସୁନାଗରିକ ହେବା ପାଇଁ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ ଉତ୍ସବରେ ପ୍ରଥମେ ବାଗଦେବୀ ମାଁ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା
Read More...

କଂଗ୍ରେସକୁ ପୁଣି ବଡ଼ ଝଟ୍‌କା : ବିଜେଡ଼ିରେ ସାମିଲ୍‌ ହେଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମନହୀରା ପଞ୍ଚାୟତ ଅଧୀନସ୍ଥ ଅମାମୁଣ୍ଡା ଗାଁରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଶତାଧିକ କଂଗ୍ରେସ ନେତା ଓ କର୍ମକର୍ତ୍ତାମାନେ ବିଜେଡ଼ିରେ ସାମିଲ୍‌
Read More...

ଗଜପତି ଜିଲ୍ଳାର ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଳାର ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ମୋହନା ବ୍ଲକର ଲୁହାଗୁଡ଼ିଠାରୁ ମୋହନାର କଣ୍ଟେଇକୋଳି ଏବଂ ପିଣ୍ଡିକି ପର୍ଯ୍ୟନ୍ତ ରୋଡ ଶୋ କରି ବିଜେଡି ଓ ବିଜେପି
Read More...