Monthly Archives

April 2024

ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ପରଲୋକ

ଭୋଗରାଇ : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଭୋଗରାଇର ପୂର୍ବତନ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡା. କମଳା ଦାସଙ୍କର ଗୁରୁବାର ରାତି ସାଢ଼େ ୧୨ଟା ବେଳେ ପରଲୋକ ହୋଇଯାଇଛି । ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଡା. କମଳା ଦାସ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ରହୁଥିଲେ । ଦୁଇ
Read More...

ଦୁର୍ଘଟଣାରେ ଚାଲିଗଲା ୩ ଭାଇଭଉଣୀଙ୍କ ଜୀବନ

ନୂଆଦିଲ୍ଲୀ : ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଦ୍ରୁତଗତିରେ ଆସୁଥିବା ଏକ କାର ଏକ ବାଇକକୁ ଧକ୍କା ଦେବା ପରେ ଗୋଟିଏ ପରିବାରର ତିନି ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ବାଇକ୍‌ରେ ଥିବା ଅନ୍ୟ ଜଣେ ମହିଳା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗ୍ରେଟର ନୋଏଡାର ବ୍ୟସ୍ତବହୁଳ
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନିର୍ବାଚନ ସମ୍ପର୍କିତ ସମୀକ୍ଷା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଆଇନ ଶୃଙ୍ଖଳା ଉପରେ ଧ୍ୟାନ ରଖି ମତଦାନ କେନ୍ଦ୍ରରେ ଗ୍ଲୁକୋଜ ପାଣିର ବ୍ୟବସ୍ଥା ରହିବାକୁ ହେବ - ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସାଧାରଣ ନିର୍ବାଚନ - ୨୦୨୪ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଚଣ୍ଡ
Read More...

୧୯ ଏପ୍ରିଲରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ମତଦାନ

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୧୦୨ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଅରୁଣାଚଳ ଓ ସିକ୍କିମର ୯୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଭୋଟ୍ ଗ୍ରହଣଏପ୍ରିଲ ୧୯, ୨୦୨୪ରେ ସୁରୁଖୁରୁରେ, ଅବାଧ ଏବଂ ନିରପେକ୍ଷ ମତଦାନ ସୁନିଶ୍ଚିତ କରିବାକୁ ୩୫୦ରୁ ଅଧିକ ପର୍ଯ୍ୟବେକ୍ଷକଙ୍କୁ ନିର୍ବାଚନ
Read More...

କଣାସ କଲେଜ ୧୯୯୫ ସ୍ନାତକ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଣାସ କଲେଜ ୧୯୯୫ ସ୍ନାତକ ବ୍ୟାଚ୍‌ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ସମାବେଶ କଣାସ ବ୍ଲକ୍‌ର ବଡ଼ାସ ସ୍ଥିତ ମା’ ପଂଚମୁଖୀ ମନ୍ଦିର ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସୁକାନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ ।
Read More...

ଧ୍ୱଂସ ହେବାରେ ଲାଗିଛି ଜଙ୍ଗଲ, ପାଟଣାଗଡ଼ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ହରିୟାଣା ରାଜ୍ୟକୁ ବେଆଇନ ଖଇର କାଠ ଚାଲାଣ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଓଡ଼ିଶା ଜଙ୍ଗଲରୁ ବାହାର ରାଜ୍ୟକୁ ହେଉଛି କାଠ ଚାଲାଣ । କାଠ ମାଫିଆ ଟନ୍ ଟନ୍ ମୂଲ୍ୟବାନ କାଠ ଅନ୍ୟ ରାଜ୍ୟକୁ ଚୋରାଚାଲାଣ କରୁଛନ୍ତି । ଏହିପରି ଭାବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନାଞ୍ଚଳ ଅଞ୍ଚଳରୁ ହରିଆଣା ରାଜ୍ୟକୁ ବିପୁଳ ପରିମାଣର ମୂଲ୍ୟବାନ କାଠ
Read More...

ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କର ମଜା ଆସନ୍ତା ୧୩ ଓ ୧୪ରେ

ରାଉରକେଲ, (ସସ୍ମିତା ପ୍ରଧାନ) : ସମ୍ପ୍ରତି ଟାଟା ଆଇପିଏଲ୍‌ର ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍‌ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ବେଳେ ଏହି ଖେଳକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ ତରଫରୁ ସ୍ଥାନୀୟ ସେକ୍ଟର ୧୭ ପଡ଼ିଆଠାରେ ଏହାକୁ ଉପଭୋଗ କରିବା ବଡ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ କଣ୍ଟାବାଞ୍ଜି ତହସିଲ୍‌ଦାରଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମିଳନୀ କକ୍ଷରେ କଣ୍ଟାବାଞ୍ଜି ତହସିଲ୍‌ଦାରଙ୍କ ବିୟୋଗରେ ଶୋକସଭା କରାଯାଇଛି । କଣ୍ଟାବାଞ୍ଜି ତହସିଲ୍‌ଦାର ତଥା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର (୭୦)ର ସହାୟକ ରିଟର୍ଣ୍ଣିଂ ଅଧିକାରୀ ରତନଲାଲ ମୁଣ୍ଡାଙ୍କ ବିୟୋଗ ପାଇଁ ଏହି ସଭା
Read More...

ଡ଼ା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଭୋଟ୍‌ ପ୍ରଚାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଅଳଙ୍କୃତ କରିବା ନିମନ୍ତେ ବିଜୁ ବାବୁଙ୍କ ଅନ୍ତରଙ୍ଗୀ ବନ୍ଧୁ ତଥା ବିଶିଷ୍ଟ ସମାଜସେବୀ, ବର୍ଷୀୟାନ ନେତା, ବିଧାନସଭାକୁ ବହୁବାର ବିଜୟୀ ଲାଭକରି ଆସିଥିବା ଜନପ୍ରିୟ ନେତା ଡ଼ାକ୍ତର ରମେଶ ଚନ୍ଦ୍ର
Read More...

ହଳଦୀ ଓ ଦେଶୀଲ ଗ୍ରାମରୁ ଦୁଇ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରି ମୁରିବାହାଲ ପୁଲିସର କୋର୍ଟ ଚାଲାଣ, ଜେଲ୍ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ୍ ପକ୍ଷରୁ ହଳଦୀ ଓ ଦେଶୀଲ ଗ୍ରାମରୁ ଦୁଇ ଜଣ ପୁରୁଣା ୱାରେଣ୍ଟିଙ୍କୁ ଗିରଫ କରି ଆଣି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ମୁରିବାହାଲ ଥାନା
Read More...