Daily Archives

ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ଅଧିକ ମତଦାନ

୨୧ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ ମୁଖ୍ୟତଃ ଶାନ୍ତିପୂର୍ଣ୍ଣଉତ୍ତର-ପୂର୍ବାଞ୍ଚଳ ସମେତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସରିଛି ମତଦାନବସ୍ତରର ୫୬ଟି ଗାଁରେ ଏବଂ ଗ୍ରେଟ୍ ନିକୋବରର ଶୋମ୍ପେନ ଜନଜାତିରେ ପ୍ରଥମ ଥର ପାଇଁ ମତଦାନ ହୋଇଛିବହୁ ସଂଖ୍ୟକ ପ୍ରଥମ ଥର ମତଦାତା
Read More...

କଂଗ୍ରେସ ଦଳରେ ଯୋଗ ଦେଲେ ଦେଓଗାଁ ବ୍ଲକ ଗୌରଗୋଠ ଗାଁର ବହୁ ଯୁବକ

ସମରେନ୍ଦ୍ରଙ୍କ ନେତୃତ୍ୱ ଓ ନରସିଂହଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ସ୍ଥିତ ଗୌରଗୋଠ ଗାଁର ବିଜେଡି ଦଳର ଆଗ ଧାଡିର ଯୁବକମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି କଂଗ୍ରେସ ଦଳରେ ଯୋଗଦାନ
Read More...

ଏଲ୍‌ସିଏ ତେଜସ୍‌ ଏମ୍‌କେ୧ଏ ପାଇଁ ସ୍ୱଦେଶୀ ଲିଡିଂ ଏଜ୍ ଆକ୍ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ…

ନୂଆଦିଲ୍ଲୀ, (ପିଆଇବି) : ଡିଆର୍‌ଡିଓର ଏରୋନ୍‌ଟିକାଲ୍‌ ଡେଭ୍‌ଲପ୍‌ମେଣ୍ଟ ଏଜେନ୍ସି (ଏଡିଏ) ସ୍ୱଦେଶୀ ଲିଡିଂ ଏଜ୍ ଆକ୍‌ଚୁଏଟର୍ସ ଏବଂ ଏୟାରବ୍ରେକ୍ କଣ୍ଟ୍ରୋଲ ମଡ୍ୟୁଲର ପ୍ରଥମ ବ୍ୟାଚ୍ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍)କୁ ହସ୍ତାନ୍ତର କରିଛି । ବର୍ତ୍ତମାନର ୮୩ ଏଲ୍‌ସିଏ ତେଜସ୍‌
Read More...

ମତଦାନ ଆରମ୍ଭରୁ ମତଦାତାଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ : ମିଳିଲା ଉତ୍ସାହଜନକ ରିପୋର୍ଟ ଓ ଭିଡିଓ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଅପରାହ୍ଣ ଗୋଟାଏ ସୁଦ୍ଧା ଉଲ୍ଲେଖନୀୟ ହାରରେ ହେଲା ମତଦାନସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତରେ ଭୋଟରମାନେ ଉତ୍ସବର ଭାବନା ନେଇ କଲେ ମତଦାନ ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ସାଧାରଣ ନିର୍ବାଚନର ପ୍ରଥମ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ସାମୁହିକ ବ୍ରତୋପନୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରାମ ନବମୀ ଅବସରରେ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ଧନଞ୍ଜୟ ମିଶ୍ର ତଥା ସଂପାଦକ ଆଇନଜିବୀ ଜୟରାମ ମିଶ୍ରଙ୍କ ତତ୍ୱାବଧାନରେ ଛଅ ଜଣ ବ୍ରାହ୍ମଣ ବାଳକଙ୍କ ଉପନୟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ବ୍ରହ୍ମ ସମାଜର ଆର୍ଶିବାଦ
Read More...

ଗରିମା ପରିବାରର ଦ୍ୱିତୀୟ ଓଡ଼ିଆ ନବବର୍ଷ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଗରିମା ପରିବାର ତରଫରୁ ଦ୍ୱିତୀୟ ଓଡ଼ିଆ ନବବର୍ଷ ପାଳନ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସାହାନାଇ ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ନିହାରିକା ବସ୍ତିଆଙ୍କ ଆବାହକତ୍ଵ ଓ ମୋନାଲିସା ସାହୁଙ୍କ ସଂଯୋଜନାରେ
Read More...

ସ୍ୱାଧୀନ ପ୍ରାର୍ଥୀ ଭି. ଚନ୍ଦ୍ରଶେଖରଙ୍କ ଦବଦବା ପ୍ରଦର୍ଶନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତୁତ ହୋଇପଡ଼ିଛନ୍ତି, ଭି. ଚନ୍ଦ୍ରଶେଖର ନାଇଡୁ । ଶ୍ରୀ ନାଇଡୁ ଏକ ବିରାଟ ଶୋଭାଯାତ୍ରାରେ ଶହଶ୍ରାଧିକ ଦଳିତବର୍ଗର ଲୋକଙ୍କ ଗ୍ରହଣରେ ବାହାରି ଜିଲ୍ଲା ପରିଷଦ
Read More...

ଡୁମେରଗୁଡ଼ା ଡଙ୍ଗା ବାହାଲ ଶ୍ରୀରାମ ଲୀଳା ଉଦ୍‌ଘାଟିତ : ୭୩ ବର୍ଷରେ ପଦାର୍ପଣ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଡ଼ମ୍ କର୍ଲାଖୁଣ୍ଟା ପଞ୍ଚାୟତର ଡୁମେରଗୁଡ଼ା ଡଙ୍ଗା ବାହାଲ ଶ୍ରୀରାମ ଜୀଉ ନାଟ୍ୟ କଳା ପରିଷଦ ତରଫରୁ ୭୩ ତମ ବର୍ଷ ଶ୍ରୀରାମ ଲୀଳା ନାଟକ ଉଦ୍‌ଘାଟିତ ହୋଇ ଯାଇଛି । ମୁଖ୍ୟ ପରିଚାଳକ ସୁଦାମ ପାତ୍ରଙ୍କ ଅଧ୍ୟକ୍ଷତାରେ
Read More...

ଲୋକ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ କହିଲେ କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ବାଗ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିରେନ୍ଦ୍ର ବାଗ । ଦୀର୍ଘ ୧୦ ବର୍ଷ ଧରି ଟିଟିଲାଗଡ ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଧାୟିକା ତଥା ମନ୍ତ୍ରୀ ଭାବେ ଶ୍ରୀମତି ଟୁକୁନି ସାହୁ ନିର୍ବାଚିତ ହୋଇ
Read More...