Daily Archives

ଆନ୍ତର୍ଜାତୀୟ ମାନବ ମହାକାଶ ଉଡାଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାନବ ମହାକାଶ ଉଡ଼ାଣ ଦିବସ ମାନବଜାତି ପାଇଁ ମହାକାଶ ଯୁଗର ଆରମ୍ଭକୁ ପାଳନ କରି ଆଜିର ଦୁନିଆରେ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ନିଶ୍ଚିତ କରିଛି । ଏହି ଦିନକୁ ପ୍ରୋତ୍ସାହିତ କରିବା ପାଇଁ ଫଟୋ
Read More...

ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟି ପଡ଼ିଲା ଟ୍ରକ୍‌ : ଡ୍ରାଇଭର ଓ ହେଲପର୍‌ ଆହତ

ଭଦ୍ରକ : ଆଜି ସକାଳେ ଭଦ୍ରକର ଗେଲପୁର ସ୍କୁଲ୍ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ତଳକୁ କଦଳୀ ବୋଝେଇ ଟ୍ରକ୍‌ ଖସିପଡ଼ିଥିଲା । ଗେଲପୁର ଛକ ନିକଟରେ ଟ୍ରକ୍‌ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଓ
Read More...

ବରାହ ଆକ୍ରମଣରେ ୨ ଗୁରୁତର

ଦେଓଗାଁ : ପାଟଣାଗଡ ରେଞ୍ଜ ତଥା ଦେଓଗାଁ ବ୍ଳକ୍‌ ରାମଚନ୍ଦ୍ରପୁର ପଞ୍ଚାୟତ ଟାଙ୍ଗରୁପଦର ନିକଟ ଚାଷଜମିରେ ବରାହ ଆକ୍ରମଣରେ ୨ଜଣ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବନ୍ଧପଡା ଫରେଷ୍ଟ ବିଟ ଅନ୍ତର୍ଗତ ଟାଙ୍ଗରୁପଦର ଗାଁର ମୋତିଲାଲ ଘିଭେଲା(୫୬) ଓ ଭୀମା ଘିଭେଲା(୫୫) ଛେଳି
Read More...

କାହା ପାଇଁ ମାଳ ମାଳ ଯୋଜନା : ବିଶୁଦ୍ଧ ପାଣି ଟୋପାଏ ପାଇଁ ସରୁନି ଗ୍ରାମବାସୀଙ୍କ ସଂଘର୍ଷ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ମାଟିଆଭଟା ଗାଁରେ ଆରମ୍ଭ ହେଲାଣି ଉତ୍କଟ ଜଳ ସମସ୍ୟା । ୨୦୨୧-୨୨ରେ ୧ କୋଟି ୮ ଲକ୍ଷ ୪୬ ହଜାର ୫୮୭ ଟଙ୍କାରେ ଆରମ୍ଭ ହୋଇଥିଲା ବସୁଧା ପ୍ରକଳ୍ପ । ସମସ୍ତ ଆନୁସଙ୍ଗିକ ଉପକରଣ ମଧ୍ୟ ଲାଗିଥିଲା । ଏପରିକି ଗାଁରେ ପାଇପ ବିଛାଇ
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭବାନୀପାଟଣା : ଭାଲୁ ଆକ୍ରମଣରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଲାବାଙ୍ଗସର ଗାଁର କାନ୍ତ ମାଝି ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁବାର ସକାଳେ ସେ ଚାଷଜମିକୁ ପାଣି ମଡ଼ାଇବା ପାଇଁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ
Read More...