ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍ : ୧ ମୃତ
ବୈପାରିଗୁଡ଼ା : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବାଇକ୍ । କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା କଟନୀକୁଣ୍ଡ ଛକରେ ଘଟିଛି ଏହି ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ବୈପାରିଗୁଡ଼ା ବ୍ଲକ ଲିମଗୁଡ଼ାର ସୁଶାନ୍ତ ବେହେରା ବୋଲି ଜଣାପଡିଛି ।!-->…
Read More...
Read More...