Monthly Archives

March 2024

ଓଜେୟୁ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ : ବିଭିନ୍ନ କ୍ଷେତ୍ରରୁ କୃତିତ୍ୱ ହାସଲ କରିଥିବା ମହିଳା ହେଲେ…

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ୟସ ହୋଟେଲ ପରିସରରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ
Read More...

ଚନ୍ଦ୍ରଶେଖର ଶୈବପୀଠରେ ଉଠିଲା ମହାଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ଅବସରରେ ଚଳଚଂଚଳ ହୋଇ ଉଠିଥିଲା ଗାଁ ଠୁ ସହର । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉତ୍ସବମୁଖର ଶୈବପୀଠ । ଏହି ପରିପ୍ରେକ୍ଷୀରେ ଗତକାଲି ରାତିରେ ବଲାଙ୍ଗିର ସହରର ଶାନ୍ତିପଡ଼ା ସ୍ଥିତ ଚନ୍ଦ୍ରଶେଖର ଶୈବପୀଠ ମଧ୍ୟ ଭକ୍ତଙ୍କ ଭିଡରେ ଉଛୁଳି
Read More...

ମହାଶିବରାତ୍ରିରେ ଲୋକନାଥ ମନ୍ଦିରରେ ଯୋଗଦାନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ବଲାଙ୍ଗିର ସହରର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ହଜାର ହଜାର ଭକ୍ତ ମହାଦୀପ ଉଠିବା ସମୟରେ ଏକତ୍ରିତ ହୋଇ ଶୈବ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଶୈବପୀଠର
Read More...

ବାଇକ୍‌ ଧକ୍କାରେ ଜଣେ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଲି ଚାଲି ଯାଉଥିବା ବେଳେ ଧକ୍କା ଦେଲା ବାଇକ୍‌ । ଯୁବକ ଜଣକ ଗୁରୁତର ହୋଇ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଭର୍ତ୍ତି । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦାଇପାଲି ନିବାସୀ ହର ଖଡ଼ିଆ(୩୨) ନିଜ ବାଇକ୍‌ ଯୋଗେ ପଥରଚେପାକୁ ଯାଇଥିବା ବେଳେ ସେଠାରେ ବାଇକ୍‌ ରଖି
Read More...

ଯୁବକଙ୍କୁ ନୃଶଂସ ଭାବେ ଠେଙ୍ଗାରେ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରେ ଶୋଇଥିବା ବେଳେ ନୃଶଂସ ଭାବେ ଠେଙ୍ଗାରେ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତୁଷୁରା ଥାନା
Read More...

ଶିବ ପଞ୍ଚାକ୍ଷର ଧ୍ୱନିରେ ପ୍ରକମ୍ପିତ ବିଭିନ୍ନ ଶୈବପୀଠ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମହାଶିବରାତ୍ରିରେ ପ୍ରଭୁ ଶିବଙ୍କ ସାନ୍ନିଧ୍ୟ ଲାଭ କଲେ ପୂଣ୍ୟ ମିଳିଥାଏ । ପୁରାଣ କଥିତ ଏହି ଦିବସର ବିଶ୍ୱାସକୁ ପାଥେୟ କରି ଶିବ ମନ୍ଦିରରେ ପ୍ରଭୁଙ୍କୁ ପୂଜାର୍ଚ୍ଚନା ପରେ ଦୀପ ଜାଳି ପାଦୁକା ସେବନ ପାଇଁ ଶୁକ୍ରବାର ଭୋରରୁ ରାତି ତମାମ ଶିବ
Read More...

ପେଟ୍ରୋଲ ପମ୍ପରେ ଉନ୍ମତ୍ତ କାଣ୍ଡ, ଟାଉନ୍‌ ଥାନାର ଦ୍ୱାରସ୍ଥ ହେଲେ ପେଟ୍ରୋଲ ପମ୍ପ ମାଲିକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପେଟ୍ରୋଲ ପମ୍ପରେ ଘଟିଥିବା ଉନ୍ମତ୍ତ କାଣ୍ଡକୁ ନେଇ ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପେଟ୍ରୋଲ୍‌ ପମ୍ପ ମାଲିକ । ବଲାଙ୍ଗିର ଟାଉନ ଥାନା ପାଖରେ ଥିବା ଭଜନ ଲାଲ ପେଟ୍ରୋଲ ପମ୍ପରେ ଆଜି ଜଣେ ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି । ଉକ୍ତ ଯୁବକ ପେଟ୍ରୋଲ ପମ୍ପ
Read More...

ଚାଲାଣ ପାଇଁ ପ୍ରସ୍ତୁତି ବେଳେ ମାଡି ବସିଲା ପୁଲିସ, ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପକ୍ଷରୁ ଗଞ୍ଜେଇ କଟା ଅଭିଯାନ ଜାରି ରହିଥିବା ବେଳେ ଗଞ୍ଜେଇ ମାଫିଆମାନେ ବେଧଡକ ଭାବରେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି । ତେବେ ବାଲିଗୁଡା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ୧୩୧ କିଲୋ ଗଞ୍ଜେଇ ଧରିବାରେ
Read More...

ବଲାଙ୍ଗିର ସଧାର ଗୃହ ପରିସରରେ ଆର୍ନ୍ତଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଧାର ଗୃହ ପରିସରରେ ଆର୍ନ୍ତଜାତିକ ମହିଳା ଦିବସ ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ବଲାଙ୍ଗିର ଜିଲ୍ଲାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲାଆଇନ ସେବା ପ୍ରାଧିକରଣ ଡକ୍ଟର ପବିତ୍ର ମୋହନ ସାମଲ, ଫାମିଲି ଜଜ୍‌
Read More...

ଡାକ୍ତରଖାନା ପରିସରରେ ରୋଗୀ ଓ ସମ୍ପର୍କୀୟଙ୍କୁ ଖାଦ୍ୟ ବଣ୍ଟନ କଲା ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ଶିବରାତ୍ରି ଉପଲକ୍ଷେ ଆମ ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଟ୍ରଷ୍ଟ ପକ୍ଷରୁ ଭୀମଭୋଇ ହସ୍ପିଟାଲ ପରିସରରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଗଲା । ଖୁସିର କଥା ୧୦୦୦ରୁ ଅଧିକ ବ୍ୟକ୍ତି ଏହାର ସୁଯୋଗ ନେଇଥିଲେ । ମଲମୁଣ୍ଡା
Read More...