Monthly Archives

March 2024

ପାଖାପାଖି ଏକ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୭ର ମାଲଗୋଦାମପଡ଼ା ଠାରେ ଆଜି ପାଖାପାଖି ଏକ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ହେବା ସହ ଉଦ୍‌ଘାଟନ ହୋଇଥିବା ଖବର ମିଳିଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ
Read More...

ଅଏଁଲାଚୁଆଁ ସାଧାରଣ ସଭାରେ ସମରେନ୍ଦ୍ର ଓ ନରସିଂହ

କେବଳ ଭୋଟ ପାଇଁ ଆସୁଥିବା ନେତାଙ୍କ ପ୍ରତି ସତର୍କ ରୁହନ୍ତୁ ଜନତା : ସମରେନ୍ଦ୍ରବରପଦର - ଅର୍ଜୁନପୁର ରାସ୍ତାର ଭିତ୍ତିପ୍ରସ୍ତର ଦେଲେ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋକଙ୍କ ସଂଗେ ଭିତରେ ରହି ଲୋକଙ୍କ ସେବା କରିବା ରାଜନୀତିର ମୂଳଲକ୍ଷ ହେବା ଉଚିତ କିନ୍ତୁ ସ୍ଥାନୀୟ ଶାସକ ଦଳର
Read More...

ମହୁଲି ମଦ : ସରକାର ଓ ବେପାରୀ ମାଲେମାଲ ମହୁଲ ଗୋଟାଳି କାଙ୍ଗାଳ, ଉଚ୍ଚସ୍ତରୀୟ ତଦନ୍ତ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହୁଲି ମଦଭାଟିର ବଲାଙ୍ଗିର ମ୍ୟାନେଜରଙ୍କ ଘରୁ ଆୟକର ବିଭାଗ ପକ୍ଷରୁ କିଛିଦିନ ତଳେ ଚଢାଉ କରାଯାଇ ୩୫୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ସମଗ୍ର ଦେଶରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଆଲୋଚନା ହୋଇଥିଲା । ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

୪୬ ଲକ୍ଷ ଚାଷୀଙ୍କୁ ୯୩୩ କୋଟିରୁ ଅଧିକ ଟଙ୍କାର କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସବୁ ଜିଲ୍ଲାରେ କାଳିଆ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ବୈଷୟିକ ସହାୟତା ପ୍ରଦାନ କରିବକାଳିଆ ଯୋଜନାର ଅବଧି ଆଉ ୩ ବର୍ଷ ପାଇଁ ବୃଦ୍ଧି ହେଲା, ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୦୩୦ କୋଟି ଟଙ୍କା : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା୧୮ ଲକ୍ଷ ଭୂମିହୀନ ଚାଷୀ ପରିବାର ମଧ୍ୟ ଚଳିତ
Read More...

କେବିକେ ଅଂଚଳରେ ରେଳପଥର ବିକାଶ – ଏକ ସମ୍ଭାବନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପି.ପି. ଏକାଡେମୀ ସମ୍ମିଳନୀ କକ୍ଷରେ ପ୍ରବୁଦ୍ଧ ପାଠକ ସଂସଦର ଏକ ଆଲୋଚନାଚକ୍ର ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭିଜନ ୨୦୩୪- କେବିକେ ଅଂଚଳରେ ଆଗାମୀ ଦଶ ବର୍ଷ ମଧ୍ୟରେ ରେଳପଥର ବିକାଶର ଏକ ବ୍ଲୁ ପ୍ରିଣ୍ଟ - ବିଷୟ ଆଧାରରେ
Read More...

ସଶକ୍ତ ନାରୀ – ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ନମୋ ଡ୍ରୋନ୍ ଦିଦିମାନଙ୍କ ଦ୍ୱାରା କୃଷି ଡ୍ରୋନ୍ ପ୍ରଦର୍ଶନକୁ ଦେଖିଲେ୧୦୦୦ ନମୋ ଡ୍ରୋନ୍ ଦିଦିଙ୍କୁ ଡ୍ରୋନ୍ ବଂଟନସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ପ୍ରାୟ ୮,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଏବଂ ୨,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପାଣ୍ଠି ପ୍ରଦାନଲକ୍ଷପତି ଦିଦିଙ୍କୁ ସମ୍ବର୍ଦ୍ଧିତ
Read More...

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଳ ପଣ୍ଡାଙ୍କ ବାଇକ୍ ଦୁର୍ଘଟଣାରେ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ଗତ ରବିବାର ସନ୍ଧ୍ୟା ସମୟରେ ବାଇକ ଯୋଗେ ଜୟପାଟଣା ଫେରୁଥିବା ବେଳେ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାରେ ଏକ ପିକ୍‌ଅପ୍‌ ଭେନ୍ ସାଙ୍ଗରେ ମୁହାମୁହି ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଗୋକୁଳଚନ୍ଦ୍ର ପଣ୍ଡା (୬୭)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
Read More...

ତୁରେକେଲା କ୍ଲଷ୍ଟର ଶିକ୍ଷକଙ୍କ କ୍ଷେତ୍ର ପରିଦର୍ଶନ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ କ୍ଷେତ୍ର ପରିଦର୍ଶନ ଓ ଅଧ୍ୟୟନ ପରିଭ୍ରମଣରେ ନୂଆପଡା ଜିଲ୍ଲା ଅନ୍ତର୍ଗତ ଲୋୟର ଇନ୍ଦ୍ର ପ୍ରୋଜେକ୍ଟ ତିଖାଲି ଡ୍ୟାମକୁ ଯାଇଥିଲେ । ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଂଚି ନାରାୟଣ
Read More...

ଝରନିପାଲିଠାରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ଝରନିପାଲି ସାପ୍ତାହିକ ବଜାରଠାରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏଫ୍ଇଏସ୍‌ର ମାଷ୍ଟର ଟ୍ରେନର ମହେନ୍ଦ୍ର ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁନିତା ସାହୁ
Read More...

ବେଦାନ୍ତ କମ୍ପାନୀର ଜୁଳୁମ ପ୍ରତିବାଦରେ ବିସ୍ଥାପିତଙ୍କ ଗଣ ବିକ୍ଷୋଭ ଓ ପଦଯାତ୍ରା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବେଦାନ୍ତ କମ୍ପାନୀ ପାଇଁ ଘରଗଲା, ଜମି ଗଲା, ସମସ୍ତଙ୍କୁ ସର୍ବହରା କରିଦେଲା କମ୍ପାନୀ । ଅଞ୍ଚଳବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇ ବିନାଶ କରୁଛି ବେଦାନ୍ତ କମ୍ପାନୀ । ଅଞ୍ଚଳବାସୀ ଅଭିଯୋଗ ପରେ ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି
Read More...