Monthly Archives

March 2024

ସୁନା ବିକି ବିଲ ନ ଦେବା ପଡିଲା ମହଙ୍ଗା

ସିଲ ହେଲା ରାଉରକେଲାର କନକ ଜ୍ୱେଲାରୀ ଦୋକାନ, ୭୦ରୁ ଅଧିକ ଟଙ୍କାର ଫାଇନ ଓ ପେନାଲଟି ରାଉରକେଲା, (ସସ୍ମିତା ପ୍ରଧାନ) : ମହଙ୍ଗା ପଡିଲା ଗ୍ରାହକଙ୍କୁ ସୁନାରେ ଠକେଇ । ଜିଏସ୍‌ଟି ଜାଲରେ ପଡିଲେ ସୁନା ଦୋକାନୀ । ସୁନା ଦୋକାନରେ ଜିଏସ୍‌ଟି ଚଢାଉ । ରାଉରକେଲାରେ ସିଲ ହେଲା କନକ ଜ୍ୱେଲାରୀ
Read More...

ଖେଲୋ ଇଣ୍ଡିଆ ରାଇଜିଂ ଟ୍ୟାଲେଣ୍ଟ ଆଇଡେଣ୍ଟିଫିକେସନ୍ କ୍ରୀଡ଼ାକୁ ଆକାଂକ୍ଷୀ ଚାମ୍ପିୟନଙ୍କ ଦ୍ୱାରରେ ପହଞ୍ଚାଇବ :…

୯ରୁ ୧୮ ବର୍ଷର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ ଉଦ୍ଦେଶ୍ୟରେ ଚଣ୍ଡିଗଡ଼ରେ 'କୀର୍ତ୍ତି' କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ୯ରୁ ୧୮ ବର୍ଷ ବୟସର ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ
Read More...

ନାଗରିକତା ସଂଶୋଧନ ଆଇନ, ୨୦୧୯ର ସକାରାତ୍ମକ ଦିଗ

ଭୁବନେଶ୍ୱର, (ପିଆଇବି) : ନାଗରିକତା (ସଂଶୋଧନ) ଆଇନ (ସିଏଏ) - ୨୦୧୯ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରେ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ୩୧ ଡିସେମ୍ବର, ୨୦୧୪ରେ କିମ୍ବା ତା’ପୂର୍ବରୁ ଭାରତ ଆସିଥିବା ଶରଣାର୍ଥୀ ମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ଲାଗି ଆବେଦନ କରିବାର
Read More...

ଶିଶୁ ପାଇଁ ଦିନଟିଏ : ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମିତିର ବିଭିନ୍ନ ଅଂଶୀଦାରମାନଙ୍କର ଦାୟିତ୍ୱ ଏବଂ ଭୂମିକା ସଂପର୍କିତ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟସ୍ତରୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ସଂଯୋଗ' କଟକ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ ଶିଶୁ ସୁରକ୍ଷା ସମିତିର ବିଭିନ୍ନ ଅଂଶୀଦାରମାନଙ୍କର ଦାୟିତ୍ୱ ଏବଂ ଭୂମିକା ସଂପର୍କିତ ଏକ ଦିବସୀୟ କର୍ମଶାଳା ମଙ୍ଗଳବାର ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ
Read More...

ସରପଞ୍ଚଙ୍କ ବଢ଼ିଲା ଭତ୍ତା, ରାଷ୍ଟ୍ରୀୟ ସରପଞ୍ଚ ସଂଗଠନର କୃତଜ୍ଞତା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଡିସେମ୍ବର ଶେଷ ସୁଦ୍ଧା ଦାବି ପୂରଣ ନେଇ ସରକାର ସରପଞ୍ଚମାନଙ୍କ ଆନ୍ଦୋଳନ ସମୟରେ ପ୍ରତିଶୃତି ଦେଇଥିଲେ ସୁଦ୍ଧା ଜାନୁୟାରୀ ମାସରେ କେବଳ ବିଡିଓଙ୍କ କାଉଣ୍ଟର ଦସ୍ତଖତ ହଟାଇବାକୁ ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଚୁପ୍‌ ରହିଯାଇଥିଲେ । ଶେଷରେ
Read More...

ଗୁଜରାଟର ଅହମ୍ମଦାବାଦରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ…

ଉତ୍ସର୍ଗୀକୃତ ମାଲ ପରିବହନ କରିଡର ପ୍ରକଳ୍ପର ଏକାଧିକ ପ୍ରମୁଖ ବିଭାଗ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ୧୦ ଟି ନୂଆ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭଦହେଜଠାରେ ପେଟ୍ରୋନେଟ୍ ଏଲ୍‌ଏନ୍‌ଜିର ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ୨୦୨୪ର ୭୫ ଦିନରେ ୧୧ ଲକ୍ଷ କୋଟିରୁ ଅଧିକ
Read More...

ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କରୀ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଅଇଁଠାପାଲି ଜଙ୍କସନ୍ ଠାରେ ୬ ଲେନ୍ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର
Read More...

ତୁରେକେଲା ଆଶ୍ରମ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ଶିବିର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟରର ଆଶ୍ରମ ବିଦ୍ୟାଳୟରେ ଏକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଭେଷଜ ମହାବିଦ୍ୟାଳୟ ବଲାଙ୍ଗିରର ବହୁମୁଖୀ ଡିସିପ୍ଲିନାରି ଗବେଷଣା ୟୁନିଟ ଆନୁକୂଲ୍ୟରେ କିଶୋରୀ
Read More...

ଦ ହ୍ୟୁମାନିଟି ଫାଉଣ୍ଡେସନ୍ ତରଫରୁ ଆଶ୍ରୟ କେନ୍ଦ୍ରରେ ବିଶ୍ଵ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟି ଫାଉଣ୍ଡେସନ୍ ତରଫରୁ ବିଶ୍ଵ ମହିଳା ଦିବସ ରାଉରକେଲା ପାୱାର ହାଉସ ରୋଡର ଆଶ୍ରୟ ଭବନରେ ପାଳିତ ହୋଇଯାଇଛି । ଦ ହ୍ୟୁମାନିଟି ଫାଉଣ୍ଡେସନର କର୍ମକର୍ତ୍ତା ଗଣ ଆଶ୍ରୟରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଅନ୍ତେବାସୀମାନଙ୍କ ସହିତ ମିଶି
Read More...

କରମତଲାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ, କଳସ ଶୋଭାଯାତ୍ରାରେ ବିଜେପି ନେତା ସାମିଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲା ହାଟପଦାଠାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବା ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷମାନେ ଯଜ୍ଞ ମଣ୍ଡପ ପରିସରରେ ଏକତ୍ରିତ ହୋଇ ଶଙ୍ଖ, ଘଣ୍ଟବାଜା, ସଂକିର୍ତ୍ତନ୍ୟ
Read More...