Monthly Archives

March 2024

ଚଳଚ୍ଚିତ୍ର ପ୍ରମାଣୀକରଣ ପ୍ରକ୍ରିୟାରେ ବ୍ୟାପକ ଉନ୍ନତି ଆଣିବା ପାଇଁ ସିନେମାଟୋଗ୍ରାଫି ନିୟମ, ୨୦୨୪ର ବିଜ୍ଞପ୍ତି ଜାରି…

ଚଳଚ୍ଚିତ୍ର ଶିଳ୍ପରେ ସ୍ୱଚ୍ଛତା, ଦକ୍ଷତା ଏବଂ ବ୍ୟବସାୟିକ ସୁଗମତା ଆଣିବା ପାଇଁ ଅନଲାଇନ୍ ପ୍ରମାଣୀକରଣ ପ୍ରକ୍ରିୟାସ୍ୱଚ୍ଛତା ବୃଦ୍ଧି ପାଇଁ ଚଳଚ୍ଚିତ୍ରର ପ୍ରାଥମିକତା ସ୍କ୍ରିନିଂ ବ୍ୟବସ୍ଥାଚଳଚ୍ଚିତ୍ର ପ୍ରମାଣୀକରଣ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ସମୟସୀମା ହ୍ରାସ କରିବ ଏବଂ ସମସ୍ତ କାରବାର
Read More...

ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ଆର୍ଥିକ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୋଗାଯୋଗ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା ଦୂର କରିବା ପାଇଁ ଏକ
Read More...

ମସ୍ତିଷ୍କ ସଚେତନତା ସପ୍ତାହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମସ୍ତିଷ୍କ ସଚେତନତା ସପ୍ତାହ ବିଶ୍ଵ ସ୍ତରରେ ମାର୍ଚ୍ଚର ତୃତୀୟ ସପ୍ତାହରେ ପ୍ରତିବର୍ଷ ପାଳନ କରାଯାଏ । ଜନସାଧାରଣଙ୍କ ଉତ୍ସାହ ଏବଂ ମସ୍ତିଷ୍କ ବିଜ୍ଞାନ ପାଇଁ ସମର୍ଥନ ବୃଦ୍ଧି କରିବାକୁ ଏହି ସପ୍ତାହଟି ଲକ୍ଷ୍ୟ ରଖିଛି । ଆପଣ ଜାଣିଛନ୍ତି କି ମାନବ
Read More...

ଭାରତକୁ ଇଭିର ଉତ୍ପାଦନ କେନ୍ଦ୍ର କରିବା ପାଇଁ ଇ-ଯାନ ନୀତିକୁ ଅନୁମୋଦନ କରିଛନ୍ତି ସରକାର

ଏଥିପାଇଁ ସର୍ବନିମ୍ନ ନିବେଶ ୪୧୫୦ କୋଟି ଟଙ୍କା ଆବଶ୍ୟକ ଏବଂ ସର୍ବାଧିକ ନିବେଶ ଉପରେ କୌଣସି ସୀମା ନାହିଁଭାରତରେ ଉତ୍ପାଦନ କାରଖାନା ସ୍ଥାପନ ଏବଂ ଇଭିର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବା ପାଇଁ ୩ ବର୍ଷର ସମୟ ସୀମା; ସର୍ବାଧିକ ୫ ବର୍ଷ ମଧ୍ୟରେ ୫୦% ଘରୋଇ ମୂଲ୍ୟ ସଂଯୋଜନ ହାସଲ କରାଯିବଇଭି
Read More...

ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି

• ଏହି ଯୋଜନାରେ ୧ ଲକ୍ଷ ବୁଲା ବିକାଳିଙ୍କୁ ଋଣ ବଣ୍ଟନ• ଦିଲ୍ଲୀ ମେଟ୍ରୋର ଚତୁର୍ଥ ପର୍ଯ୍ୟାୟର ଦୁଇଟି ଅତିରିକ୍ତ କରିଡରର ଶିଳାନ୍ୟାସ• ପିଏମ୍ ସ୍ୱନିଧି ଯୋଜନା ବୁଲା ବିକାଳିଙ୍କ ପାଇଁ ଜୀବନ ରେଖା ସାବ୍ୟସ୍ତ ହୋଇଛି• ଯଦିଓ ଭେଣ୍ଡିଂ ଗାଡି ଏବଂ ବୁଲା ବିକାଳିମାନଙ୍କର ଦୋକାନ ଛୋଟ, ତଥାପି
Read More...

କଣ୍ଟାବାଞ୍ଜିରେ କଳାକାର ସମ୍ମାନିତ ସମାବେଶ

ସମ୍ବର୍ଦ୍ଧିତ ହେଲେ ନିର୍ବାଚନ ମଣ୍ଡଳୀର ୭ସହରୁ ଅଧିକ କଳାକାର କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଥିବା କଳାକାରମାନଙ୍କୁ ନେଇ ସ୍ଥାନୀୟ ଜିଆର୍‌ ପେଲେସ୍‌ଠାରେ ବିଜେଡି ନେତା ଅଜୟ ଦାସଙ୍କ ଅଧ୍ୟକ୍ଷତାରେ ଏକ କଳାକାର ସମାବେଶ ଅନୁଷ୍ଠିତ ହୋଇଛି । ଏହି
Read More...

ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଲୋକନୃତ୍ୟରେ ବିଭୋର ଦର୍ଶକ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସଂଧ୍ୟାରେ ମହୋତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଓ ବିଶିଷ୍ଟ ଅତିଥି ଭାବରେ ନାଗରିକ କମିଟି
Read More...

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହ

ଦୈନନ୍ଦିନ ଖାଦ୍ୟରେ ନିଜ ପାରିପାର୍ଶ୍ଵରେ ମିଳୁଥିବା ପୋଷକ ଯୁକ୍ତ ଖାଦ୍ୟକୁ ସାମିଲ କରିବାକୁ ଅତିଥିଙ୍କ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଷଣ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
Read More...

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ, ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ବାଲିଗୁଡା ବିଧାନସଭା କ୍ଷେତ୍ରଟି ମେ ୨୦ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତିର ପେଢି ଖୋଲିବେ । କେଉଁ ବର୍ଗର ଲୋକଙ୍କୁ କିଭଳି
Read More...

ଦୃଷ୍ଟି ବାଧିତା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପ୍‌ଟପ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଷ୍ଟାର ପ୍ରକଳ୍ପ ଅନ୍ତର୍ଗତ ମାଗଣାରେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କ ସକାଶେ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା
Read More...