Monthly Archives

March 2024

ବାଇକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ହରଡ଼ଖୋଲ : ସୋନପୁର ବ୍ଳକ ଗଡ଼ିଆ ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟଯେ, ଗତକାଲି ବିଳମ୍ବିତ ରାତିରେ ଗଡିଆ ଗ୍ରାମର ଲୋକନାଥ ଷାଣ୍ଡ ଓ
Read More...

୧୫ ଫୁଟ ତଳକୁ ଓଲଟିଲା ଟ୍ରକ୍‌

ବୋର୍ଡା : କେଗାଁ ଥାନା ବୋର୍ଡା ରାଇସ ମିଲ୍‌ ଛକଠାରେ ରାୟପୁରରୁ ବିଶାଖାପାଟଣା ଯାଉଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଓଲଟି ପଡ଼ିଥିବା ଖବର ମିଳିଛି । ଦୁର୍ଘଟଣାରେ ଡ୍ରାଇଭର୍‌ ଓ ହେଲ୍‌ପର ସୁରକ୍ଷିତ ଥିବା ଜଣାପଡ଼ିଛି । ଉକ୍ତ ଟ୍ରକ୍‌ରେ ଲୁହା ପରିବହନ କରାଯାଉଥିବା ସୂଚନା
Read More...

ଗଞ୍ଜେଇ ଜବତ, ୨ ଗିରଫ

ଗୁଡ଼ଭେଲା : ତୁଷୁରା ଅବକାରୀ ବିଭାଗ ୧୨କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫସୂଚନା ମିଳିଛି । ଗିରଫ ଅଭିଯୁକ୍ତଦ୍ଵୟ ହେଲେ ସଇଁନ୍ତଳା ଥାନା ବେଲଗାଁର ପ୍ରକାଶ ଅଗ୍ରୱାଲ ଓ ଶିଶକେଲା ଗ୍ରାମର ତ୍ରିଲୋଚନ ରଣା । ଏନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା
Read More...

ପଣ୍ଡରାଣୀରେ ଅଭିରାମ ଆଶ୍ରମର ଭକ୍ତ ମିଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମରେ ଅଭିରାମ ଆଶ୍ରମର ବାର୍ଷିକ ଭକ୍ତ ମିଳନ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ପ୍ରହରୀ ମଣ୍ଡପ ପ୍ରତିଷ୍ଠା, ନାମଯଜ୍ଞ ଶୁଭାରମ୍ଭ ଓ ଅନ୍ତିମ ଦିନରେ ପୂର୍ଣ୍ଣାହୁତି
Read More...

ଗଜାନନ ତ୍ରିପାଠୀଙ୍କୁ ମିଳିଲା ସମ୍ମାନ ଜନକ ଡ଼କ୍ଟରେଟ୍‌ ଉପାଧି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ଅବା ଏକାଧାରରେ ଲେଖକ କବି, ସାମ୍ବାଦିକ ତଥା ପରିବେଶବିତ୍ ପ୍ରକୃତି ମଣିଷ, ଆଇନଜୀବୀ ଏବଂ ସମାଜସେବୀ, ପ୍ରାକୃତିକ ଚିକିତ୍ସା ସହାୟକ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀଙ୍କୁ ସମ୍ମାନ ଜନକ ଡ଼କ୍ଟରେଟ୍‌ ଉପାଧି ଲାଭ
Read More...

ଯମୁନା ଗ୍ରାମ ସମେତ ମୁରିବାହାଲ ବ୍ଲକର ସମସ୍ତ ମାହେଶ୍ୱରୀ ମନ୍ଦିରରେ ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମ ସମେତ ବ୍ଲକ ଅଞ୍ଚଳରେ ଥିବା ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମାଁ' ମାହେଶ୍ୱରୀଙ୍କ ସମସ୍ତ ପୀଠରେ ଚଳିତ ବର୍ଷର ଫାଲ୍‌ଗୁନ ତଥା ଦୋଳ ପୂର୍ଣ୍ଣିମା ଓ ହୋଲିକା ଦହନ ଉତ୍ସବ ରବିବାର ଦିନ
Read More...

ପ୍ରାକ୍ତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତିଙ୍କ ୭୭ତମ ଜନ୍ମତିଥି ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣାଶୁଣା ପ୍ରାଧ୍ୟାପିକା ପ୍ରାକ୍ତନ ମହିଳା କମିଶନର, ସମାଜସେବୀ ଲୋପାମୁଦ୍ରା ମହାନ୍ତିଙ୍କ ୭୭ତମ ଜୟନ୍ତୀ ସାହିତ୍ୟିକମାନଙ୍କ ଗହଣରେ ରାଉରକେଲା କ୍ଲବ୍‌ଠାରେ ପାଳିତ ହୋଇଯାଇଛି । ରାଜୀବ ପାଣିଙ୍କ ସଂଯୋଜନାରେ ବିଷ୍ଣୁପ୍ରିୟା ମହାପାତ୍ର, ଶଙ୍କର ପ୍ରସାଦ
Read More...

ତହଁକ୍‌ କୁଟୁମ୍‌ ପୀରତି ଫଗୁନ୍‌ କବିତା ଆସର ଓ କଳାକାର ସମ୍ମାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ତହଁକ୍‌ କୁଟୁମ୍‌ ବଲାଙ୍ଗିର ତରଫରୁ ପୀରତି ଫଗୁନ୍‌ କବିତା ଉଚ୍ଛବ ମହାସମାରୋହରେ ପାଳିତ ହୋଇଯାଇଛି । ଫଗୁଣ ଆସିଲେ ରଙ୍ଗାୟିତ ହୁଏ ଏ ଧରା । ଆମ୍ବ ବଉଳ ମହ ମହ ବାସେ, କୋଇଲି ଗାଏ କୁହୁକୁହୁ ଗୀତ । ଫଲ୍‌ସା ଫୁଲର ସୁନ୍ଦରତା ଆକୃଷ୍ଟ କରେ କବିଙ୍କୁ । ଆର୍‌
Read More...

ବୁବେଲରେ ଦୋଳ ମହୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ୬୬ତମ ଦୋଳ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ରାଜକୀୟ ଅତିଥି ଭାବରେ ଯୋଗଦାନ କରି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଥିଲେ ଯେ କଂସ ମହାରାଜ ଆପଣଙ୍କ ରାଜ୍ୟରେ ଛାତ୍ର, ଯୁବକ, କୃଷକ, ଶ୍ରମିକ ସମସ୍ତେ
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର ବୈଠକ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସ୍ଥାନୀୟ ସେକ୍ଟର ୬ ସ୍ଥିତ ବି ୧୯୬ଠାରେ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ପକ୍ଷରୁ ଏକ ଅର୍ଦ୍ଧବାର୍ଷିକ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ସସ୍ଥାନର ସଭାପତି ନାରାୟଣ ପତି ସଭାପତିତ୍ୱ କରିଥିଲେ । ରାଉରକେଲା ଓ ଏହାର ପାର୍ଶ୍ଵବର୍ତ୍ତୀ
Read More...