Daily Archives

ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ଅନୁସୂଚୀତ ଜାତି ସଂରକ୍ଷିତ ଆସନରେ ଟିକେଟ୍‌ ଦିଆଯାଉଥିବା ଅଭିଯୋଗ ଆଣିଲା ଓଡ଼ିଶା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନକଲି ଅନୁସୂଚୀତ ଜାତିର ପ୍ରାର୍ଥୀଙ୍କୁ ବିଜେଡ଼ି ପକ୍ଷରୁ ସଂରକ୍ଷିତ ଆସନରେ ଟିକେଟ୍‌ ଦିଆଯାଇଥିବା ଅଭିଯୋଗ କରି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ କେଉଁଟ, କୈବର୍ତ୍ତ ଓ ଧିବର ହଟାଓ କ୍ରିୟାନୁଷ୍ଠାନ
Read More...

ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଟିଟିଲାଗଡ଼ - ଟିପିଡବ୍ଲ୍ୟୁଓଡ଼ିଏଲ୍‌ ଅଫିସ ସାମ୍ନାରେ ରଖିଥିବା ଟାଟା ଏସି ଗାଡ଼ିରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଟିଟିଲାଗଡ ୱାର୍ଡ଼ ନମ୍ବର.୧୨ ନିବାସୀ ବଳଭଦ୍ର ସାହୁ ନିଜ ଭିଣୋଇଙ୍କ ଟାଟା ଏସି ଗାଡ଼ି ନମ୍ୱର ଓଆର୍‌୧୭ ଜି୯୦୦୧ ଗତରାତିରେ ସବୁଦିନ ପରି ବିଦ୍ୟୁତ ବିଭାଗ ଅଫିସ ସାମ୍ନାରେ
Read More...

ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ହେବା ଆବଶ୍ୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ବିଧିବଦ୍ଧ ହେବା ଆବଶ୍ୟକ । ଏହାକୁ କାର୍ଯ୍ୟକାରୀ କରାଗଲେ ଓଡ଼ିଶାରେ ଏକ ଉନ୍ନୀତ ଓ ଉଚିତ୍ ଗଣତନ୍ତ୍ର ଶାସନ ଫେରିଆସିବ । ଯାହାଫଳରେ ଲୋକମାନେ ଉଚିତ୍‌ ନ୍ୟାୟ ପାଇପାରିବେ । ଗଣତନ୍ତ୍ରର ପ୍ରକୃତ ସ୍ୱାଦ
Read More...

ସୁରେନ୍ଦ୍ର ସିଂ ଭୋଇ ବିଜେଡିରେ ଯୋଗଦେଲା ପରେ ଟିଟିଲାଗଡ଼ ରାଜନୀତି ସରଗରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେବେ ବି ଆସେ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଉପରେ ସମସ୍ତଙ୍କ ନଜର ରହିଥାଏ । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ସବୁଠାରୁ ହାଇ ଭୋଲ୍‌ଟେଜ୍‌ରେ ଚାଲିଥାଏ । ଚଳିତ ବର୍ଷ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବା ପୁର୍ବରୁ
Read More...

ଜାତୀୟ ପେନ୍‌ସିଲ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ୩୦ ମାର୍ଚ୍ଚରେ ଜାତୀୟ ପେନ୍‌ସିଲ୍ ଦିବସ ପାଳନ କରାଯାଏ । ଆମେ ଜାଣୁ ଯେ ଆଜି ପେନ୍‌ସିଲ୍ କହିଲେ ଏହା ଆଧୁନିକ ପେନ୍‌ସିଲ୍‌କୁ ବୁଝାଏ । ପେନ୍‌ସିଲ୍‌ର ଇତିହାସ ଏବଂ ସମୟ ସହିତ ସେଗୁଡ଼ିକ କିପରି ବିକଶିତ ହୋଇଛି ତାହା ପ୍ରତିଫଳିତ କରିବାର
Read More...

ବିଜେପିରେ ଯୋଗଦେଲେ ବିଜେଡିର ପୂର୍ବତନ ବିଧାୟକ ଧନେଶ୍ୱର ମାଝୀ : ହେବେକି ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ, ଅତୀତରେ…

କଳାହାଣ୍ଡି, (ନରୋତ୍ତମ ସେଲମା ) : ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ନର୍ଲା ବିଧାୟକ ଧନେଶ୍ୱର ମାଝୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ସେ ୨୦୧୪ରୁ ୨୦୧୯ ଯାଏଁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ଯେତେବେଳେ ୨୦୦୯ ମସିହାରେ ରାଜ୍ୟରେ ବିଜେପି -
Read More...

ଅନ୍ତଃ ଚେତନାର ଜାଗରିତ ସ୍ଵର ହିଁ ସାହିତ୍ୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାହିତ୍ୟ ହିଁ ଅନ୍ତଃ ଚେତନାର ଜାଗରିତ ସ୍ଵର ଓ ସାହିତ୍ୟ ମାଧ୍ୟମରେ ବିଶ୍ଵ ସମୁଦାୟ ପରିବେଶରେ ଏକ ସୁଷମ ସମନ୍ୱୟ ରକ୍ଷା କରାଯାଇ ବିନିଷ୍ଟ ମୁଖରୁ ମାନବ ଜାତିର ସୁରକ୍ଷା ସମ୍ଭବ ବୋଲି ଗଡମୋଟରୀସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣର ସତ୍ୟ ନାରାୟଣ
Read More...

ଦାଦନ ଶ୍ରମିକଙ୍କ ଜୀବନ କ’ଣ ଶସ୍ତା ?

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ ଦରିଦ୍ରତାର ତାଡନା ଏବଂ ପରିବାର ପରିପୋଷଣ ଓ ପେଟପାଟଣା ପାଇଁ ଘରଦ୍ୱାର ଛାଡି ବଲାଙ୍ଗିର, ନୂଆପଡା, କଳାହାଣ୍ଡି ପ୍ରମୁଖ ଜିଲ୍ଲାରୁ ବହୁ ଶ୍ରମିକ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି । ହେଲେ ପ୍ରତ୍ୟେକ
Read More...

୨୦୨୪ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ବେରବୋଇ ଉଦୟପୁର ସ୍ଥିତ ବାସଭବନରେ ଶୁକ୍ରବାର ୨୦୨୪ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ପରଲୋକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ବିଶିଷ୍ଠ ଶିକ୍ଷାବିତ ବୃନ୍ଦାବନ ପାଣିଗ୍ରାହୀଙ୍କ ୭୭ ବର୍ଷ ବୟସରେ ପବିତ୍ର ଦୋଳପୁର୍ଣ୍ଣିମା ଗଞ୍ଜାମ ଦୋଳଯାତ୍ରା ଉଦ୍‌ଯାପନ ସମାରୋହ ସମୟରେ ପରଲୋକ ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କରି ଶିକ୍ଷା
Read More...