Daily Archives

ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସୁଦ୍‌ପଡ଼ା ୱାର୍ଡ ନଂ. ୯ ଓ ୧୦ରେ ହନୁମାନ ମନ୍ଦିର ପ୍ରହରୀ ମଣ୍ଡପ ଓ ଏକ ରାସ୍ତା ତଥା ୨୧ ନମ୍ବର ୱାର୍ଡରେ ସିନିଅର୍‌ ସିଟିଜନ୍‌ ମାନଙ୍କ ପାଇଁ ଏକ ଗୃହ ଓ ଏକ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା
Read More...

ଦୁର୍ଗ – ପୁରୀ ଇଣ୍ଟରସିଟି ଟ୍ରେନ ରହଣି ପାଇଁ ଓଡିଶା ସାମ୍ବାଦିକ ସଂଘ ତରଫରୁ ଡିଆରଏମ୍‌ଙ୍କୁ ଦାବୀପତ୍ର ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗୀର ଜିଲ୍ଲା ସଇଁତଲା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବା ବେଳେ ଏଠିକାର ଲୋକେ ଦୂରଦୂରାନ୍ତ ସ୍ଥାନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏହି ସଇଁତଲା ରେଳଷ୍ଟେସନରେ ଠାରେ ଦୁର୍ଗ - ପୁରୀ ଇଣ୍ଟରସିଟି ଟ୍ରେନ ରହି
Read More...

ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚର ୧୦ମ ବାର୍ଷିକୋତ୍ସବ ଓ କାର୍ଯ୍ୟାଳୟ ଉଦ୍‌ଘାଟନ ଛେଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵ ତଥା ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ
Read More...

ସ୍କୁଟି ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଆଇସିଆଇସିଆଇ ବ୍ୟାଙ୍କ ସାମ୍ନାରୁ ସ୍କୁଟିର ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ନେଇଗଲେ ଦୁର୍ବୃତ୍ତ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚିଛି । ବଲାଙ୍ଗିର ଟିକ୍ରାପଡ଼ାର ଅଙ୍କୁଶ ପ୍ରସାଦ ହୋତା ଅଭିଯୋଗ କରିଛନ୍ତି ଯେ, ଆଜି
Read More...

କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଦୁଇଜଣଙ୍କ ଗୋଡ଼ ଛିଣ୍ଡିଗଲା, ଜଣେ ଗୁରୁତର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜିରୁ ତୁରେକେଲାକୁ ସଂଯୋଗ କରୁଥିବା ରାସ୍ତାର ଝରଣୀ ଛକ ନିକଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ତୁରେକେଲା ପଟୁ ଏକ ବାଇକ୍‌ରେ ତିନି ଜଣ ଆସୁଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ଏକ
Read More...

କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ତାଲିମ ଆରମ୍ଭ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଚଳିତ ସାଧାରଣ ନିର୍ବାଚନ -୨୦୨୪ ନିମନ୍ତେ କଳାହାଣ୍ଡି ଜିଲ୍ଲାରେ ପ୍ରିଜାଇଡିଂ ଅଧିକାରୀ ଏବଂ ପ୍ରଥମ ପୋଲିଂ ଅଧିକାରୀମାନଙ୍କୁ ନେଇ ନିର୍ବାଚନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ମା
Read More...

ମୁଖିଗୁଡ଼ା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର : ପୁଲିସ-ଅବକାରୀ ବିଭାଗ ନୀରବ ଦ୍ରଷ୍ଟା

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଜୟପଟଣାର ମୁଖିଗୁଡ଼ା ଅଞ୍ଚଳରେ ବେଆଇନ ବିଦେଶୀ ମଦ କାରବାର ଖୋଲାମଖୁଲା ଚାଲୁ ଥିଲେ ମଧ୍ୟ ପୋଲିସ ଓ ଅବକାରୀ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ନେଇ ବୁଦ୍ଧଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ମୁଖିଗୁଡ଼ାରେ ଇନ୍ଦ୍ରାବତୀ ଜଳ
Read More...

ଜାତୀୟ ଟୀକାକରଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ଟୀକାକରଣ ଦିବସ ରୋଗ, ଦୂର କରିବାରେ ଟିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ଏକ ସମୟରେ ମାରାତ୍ମକ ଥିଲା । ସମୟ ଥିଲା ଯେତେବେଳେ ପୋଲିଓ ଏବଂ ବସନ୍ତ ଭଳି ଅନେକ ରୋଗ ପ୍ରବଳ ଭାବରେ ବ୍ୟାପିଗଲା ଏବଂ ଟୀକାକରଣ ହେବା ପର୍ଯ୍ୟନ୍ତ
Read More...

ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କ ଏମ୍‌ଏସିପି ଓ…

୧୦୦% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ଅନୁଦାନ ମିଳିବାର ପ୍ରଥମ ଦିନକୁ ଭିତ୍ତି କରି ଏମ୍‌ଏସିପି ସ୍ଥିର କରାଯିବପିଏଚ୍‌.ଡି ଡିଗ୍ରୀ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ ଏଣ୍ଟ୍ରି ଲେଭେଲ୍‌ରେ ପ୍ରଯୁଜ୍ୟ ବେତନ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି ମିଳିବ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ
Read More...

ରାଜ୍ୟ ଓ ଜିଲ୍ଲା କ୍ରୀଡା ସଙ୍ଘମାନଙ୍କ ବାର୍ଷିକ ଅନୁଦାନ ରାଶି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି : ସ୍ୱତନ୍ତ୍ର…

ଭୁବନେଶ୍ୱର : ରାଜ୍ୟ କ୍ରୀଡା ସଙ୍ଘ ଏବଂ ଜିଲ୍ଲା କ୍ରୀଡା ସଙ୍ଘମାନଙ୍କ ଅନୁଦାନ ରାଶିକୁ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି । ଏହା ୨୦୨୩-୨୪ ବର୍ଷଠାରୁ ଲାଗୁ ହେବ । ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ 'କ' ବର୍ଗ ଯଥା ଆଥ୍‌ଲେଟିକ୍ସ, ହକି,
Read More...