Monthly Archives

February 2024

ମୁଡିଂଠାରେ ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୁଡିଂ ଗ୍ରାମପଞ୍ଚାୟତ ପରିସରରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ସରପଞ୍ଚ ଶଶୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର
Read More...

ଦେଶିଲ ଛକରେ ବାଇକ ଦୁର୍ଘଟଣା : ଜଣେ ମୃତ, ଜଣେ ଗୁରୁତର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ଅପରାହ୍ନରେ କାନିଝୁରି ଗ୍ରାମର ଧନଞ୍ଜୟ ବାଗ ଓ ତନୁ ବାଗ ଓଡି୦୩୫୬୫୧ ବାଇକ ଧରି ଟିଟିଲାଗଡ ସହରକୁ ଆସୁଥିବା ବେଳେ ଦେଶିଲ ନିକଟସ୍ଥ କୁଟେନସିଲ ଛକଠାରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହେବା ଫଳରେ ଧନଞ୍ଜୟ ବାଗଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ
Read More...

ଅନ୍ଵେଷଣ ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ପ୍ୟୁଟର ଶିକ୍ଷାର ଉତ୍ଥାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅନ୍ଵେଷଣ ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ବାଲିଯୋଡ଼ି ସ୍ଥିତ କାର୍ଯ୍ୟାଳୟ ପରିସରରେ ବାର୍ଷିକ
Read More...

ନଜୁଲ ପଟ୍ଟାଦାର ସତ୍ୱକୁ “ରୟତି ସତ୍ୱରେ ପରିବର୍ତ୍ତନ ପାଇଁ ପଟ୍ଟାଦାର ବ୍ୟକ୍ତିମାନଙ୍କର ପ୍ରତିନିଧି ମଣ୍ଡଳଙ୍କ…

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ସହରର ହରିଭବନଠାରେ ପଟ୍ଟାଦାର ବ୍ୟକ୍ତିମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ଯେ, ୧୯୪୦-୪୨ ତତ୍‌କାଳୀନ ପାଟଣା ଗଡ଼ଜାତ ଷ୍ଟେଟ କଣ୍ଟାବାଞ୍ଜି ସହରକୁ ଏକ ସୁବ୍ୟବସ୍ଥିତ ସହର
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର ମାସିକ ବୈଠକ ଏବଂ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପାଟଣାଗଡ଼ ରୋଡ ସ୍ଥିତ ପଂଚବଟି ଉଦ୍ୟାନଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ମାସିକ ବୈଠକ ସଙ୍ଗେ ସଙ୍ଗେ ବାର୍ଷିକ ବଣଭୋଜି ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସାଧାରଣ ସଂପାଦକ ମଲିଆ ଗଡୁଆ
Read More...

ତହଁକ୍‌ ତିହାର୍‌ – ୨୦୨୪

କୋଶଲୀ ଭାଷା ଆନ୍ଦୋଳନ ପାଇଁ ସଜବାଜ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପତିତ ପାବନ ଏକାଡେମୀଠାରେ ତହଁକ୍‌ ସାହିତ୍ୟ କୁଟୁମ୍‌, ବଲାଙ୍ଗିର ୧୦ତମ ବାର୍ଷିକ ଉତ୍ସବ ତହଁକ୍‌ ତିହାର୍‌ -୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଇ ଉତ୍ସବର ପ୍ରଥମ ଅଧିବେଶନରେ ଶିଶୁ ସାହିତ୍ୟିକ ଗୋପୀନାଥ
Read More...

ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ନିକଟସ୍ଥ ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନଙ୍କ
Read More...

ସୋନପୁରରୁ ଶ୍ରୀକ୍ଷେତ୍ରକୁ ଯାଉଥିବା ଟ୍ରେନକୁ ପାତାଳୀ ଶ୍ରୀକ୍ଷେତ୍ର ନାମରେ ନାମିତ କରିବାକୁ ଦାବି

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ଆଜି ସକାଳ ୧୧ ଘଣ୍ଟା ସମୟରେ ସୋନପୁର ବ୍ଲକ୍ ଛକ ନିକଟରେ କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜିଲ୍ଲା ବିଜେପି ପୂର୍ବତନ ସଭାପତି ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା ଦିଆଯଇଥିଲା । ନୂଆ ଚାଲିଥିବା
Read More...

ବିକାଶ ଆବାସିକ ବିଦ୍ୟାଳୟରେ ଦୁଃସାହାସିକ କ୍ୟାମ୍ପ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ବିକାଶ ଆବାସିକ ବିଦ୍ୟାଳୟରେ ଦ୍ଵିଦିବସୀୟ ଏଡ୍‌ଭେନ୍‌ଞ୍ଚର୍ସ କ୍ୟାମ୍ପ" ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ପ୍ରେସିଡେଣ୍ଟ ଅଫ୍‌ ଲିଗାଲ୍‌ ଫ୍ରଣ୍ଟ ହରଜିନ୍ଦର ସିଂ' ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଶିବିରରକୁ ଶୁଭ
Read More...

ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଡୁଙ୍ଗୁରିପାଲି ସହ
Read More...