୯୦ ଲିଟର ଦେଶୀ ମଦ ଜବତ୍ କଲା ଆଗଲପୁର ପୋଲିସ, ଜଣେ ଗିରଫ୍
ଆଗଲପୁର, (କେପିଏନ୍ଏସ୍) : ୯୦ ଲିଟର ଦେଶୀ ମଦ ଜବତ୍ ସହ ଜଣକୁ ଗିରଫ୍ କରିଛି ଆଗଲପୁର ପୋଲିସ । ସୂଚନା ଅନୁସାରେ ଆଗଲପୁର ଥାନା ଅନ୍ତର୍ଗତ ମହୁଲପାଲି ଗାଁର ଜୟଲାଲ ମେହେର(୫୫)ଙ୍କ ଠାରୁ ୮୪ଟି ମଦ ପାଉଚ୍ ସହ ୭୪ ଲିଟର ଦେଶୀ ମହୁଲି ମଦ ସମୁଦାୟ ୯୦ ଲିଟର ୩ ଶହ ମିଲି ଲିଟର ବେଆଇନ ମଦ!-->…
Read More...
Read More...