Monthly Archives

February 2024

୨ ବାଘ ଛାଲ ସହ ଜଣେ ଗିରଫ

ଭୁବନେଶ୍ଵର : ବାଘ ଛାଲ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ଏସଟିଏଫ୍ । ସମ୍ବଲପୁର ବାମରାରୁ ୨ ବାଘ ଛାଲ ଜବତ ହେବା ସହ ଜଣେ ଅଭିଯୁକ୍ତଙ୍କୁ ଏସଟିଏଫ୍ ଗିରଫ କରିଛି । ଖବର ଅନୁଯାୟୀ, କୁଚିଣ୍ଡା-ବଣେଇଗଡ଼ ରାସ୍ତା ନିକଟରେ ବାଘଛାଲ ଡିଲ୍ ଚାଲିଥିବା ବେଳେ ଖବର ପାଇ ଏସଟିଏଫ୍ ଚଢାଉ କରିଥିଲା । ଏହି
Read More...

ମୋରଡା ଓ ରାସଗୋବିନ୍ଦପୁର ବ୍ଲକରେ ହାତୀ ଆତଙ୍କ

ମୋରଡା : ମୋରଡା ଓ ରାସଗୋବିନ୍ଦପୁର ବ୍ଲକରେ ହାତୀ ଆତଙ୍କ । ଗୁରୁବାର ସଂଧ୍ୟାରେ ରାସଗୋବିନ୍ଦପୁର ବ୍ଲକର ଛାତନା ଗ୍ରାମର ଜ୍ୟୋସ୍ନା ଭକ୍ତାଙ୍କ ଘରକୁ ହାତୀ ଭାଙ୍ଗିବା ସହିତ ଆସବାବପତ୍ର ନଷ୍ଟ କରିଛି । ହାତୀ ଭୟରେ ଘର ଛାଡ଼ି ଜ୍ୟୋସ୍ନା ଦୌଡ଼ି ପଳେଇ ଜୀବନ ବଞ୍ଚାଇଥିବା ଜଣାପଡିଛି । ଆଜି ଭୋର
Read More...

ଚନ୍ଦ୍ରଭାଗାରେ ମାଘ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ : ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗା ତ୍ରୀର୍ଥରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ । କିମ୍ବଦନ୍ତୀ ଓ ପୌରାଣିକ ମତ ଅନୁଯାୟୀ ବାରେଣୀ ବୁଡରେ ଚନ୍ଦ୍ରଭାଗା ତ୍ରୀର୍ଥରେ ବୁଡ ପକାଇଲେ ଶରୀର ଆରୋଗ୍ୟ ରହିବା ସହ ପରିବାରର ମଙ୍ଗଳ ହେବ ବୋଲି ରହିଛି ବିଶ୍ୱାସ । ଜିଲ୍ଲା ପ୍ରଶାସନ
Read More...

ପାଟଣାଗଡ଼ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ବିଧାୟକ ସରୋଜ । ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲିରେ ପଞ୍ଚାୟତସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ ବିଧାୟକ ସରୋଜ
Read More...

ମାତୃ-ପିତୃ ପୂଜନ କାର୍ଯ୍ୟକ୍ରମ ଦ୍ୱାରା ହିଁ ଆଦର୍ଶ ରାଷ୍ଟ୍ରର ପୁନର୍ଗଠନ ସମ୍ଭବ

ରାଉରକେଲା, (ସସ୍ମିତା ପ୍ରଧାନ) : "ପ୍ରେମ ସଦା ସର୍ବଦା ଚିରନ୍ତନ ବାସ୍ତବ ଓ ଅନନ୍ୟ" ଏହି ଭାବନାକୁ ଚରିତାର୍ଥ କରିବା ପୂର୍ବକ ପ୍ରତ୍ୟେକ ୧୪ ଫେବୃୟାରୀରେ "ମାତୃ-ପିତୃ ପୂଜନ" କରିବା ଉଦ୍ଦେଶ୍ୟ ନେଇ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ଦ୍ୱାରା ଏକ ଅଭିନବ ପ୍ରୟାସ ବିଗତ ୧୪ ବର୍ଷ
Read More...

ଖଣ୍ଡଗିରି କୁମ୍ଭ ମେଳା ଆରମ୍ଭ

ଭୁବନେଶ୍ୱର : ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଆସନ୍ତାକାଲି ଠାରୁ ଆରମ୍ଭ ହେବ । ମେଳା ପାଇଁ ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି । ଏଠାରେ ବିଶ୍ୱଶାନ୍ତି ମହାଯଜ୍ଞ ମଧ୍ୟ ଆରମ୍ଭ ହେବ । ପ୍ରାୟ ୨୦ ଦିନ ଧରି ଏଠାରେ ଦୋକାନ ବଜାର ଲାଗି ରହିବ ।
Read More...

ଗୁଡିଘାଟ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ : ମୋଟ ୪୪ଟି ପ୍ରକଳ୍ପରୁ ୫ ପ୍ରକଳ୍ପ ଶ୍ରେଷ୍ଠ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକସ୍ତରୀୟ ବିଜ୍ଞାନ କଂଗ୍ରେସ ଗୁରୁବାର ଗୁଡିଘାଟ ପଞ୍ଚାୟତସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୪୪ଟି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ୫ଟି ବିଭିନ୍ନ
Read More...

ଜାତୀୟ ଆଲମଣ୍ଡ ବାଦାମ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଫେବୃଆରୀ ୧୬ରେ "ଜାତୀୟ ଆଲମଣ୍ଡ ବାଦାମ ଦିବସ" ପାଳନ କରାଯାଏ । ଏହି ବାଦାମ ସ୍ୱାଦିଷ୍ଟ ଏବଂ ଏଥିରେ ଭିଟାମିନ୍ ଇ, ତନ୍ତୁ କୋଷ, ମ୍ୟାଗ୍ନେସିୟମ୍ ଅଧିକ ପରିମାଣରେ ଥାଏ ଏବଂ ଏହା କୋଲେଷ୍ଟ୍ରଲ ସ୍ତରକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
Read More...

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଶମେଲ ପଞ୍ଚାୟତର ଜାମୁଟିଆ ଗାଁରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଭ୍ୟ ତଥା ଲୋଇସିଂହା ନିର୍ବାଚନମଣ୍ଡଳୀର ଯୁବନେତା ନିହାର ରଞ୍ଜନ
Read More...

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗତ ଗୁରୁବାର ଦିନ କନ୍ଦେଇ ଗ୍ରାମପଞ୍ଚାୟତ ଖେଳପଡିଆ ପ୍ରାଙ୍ଗଣରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୋଡାଲ ଅଫିସର ଭାବେ ଚାଉଳ ଯୋଗାଣ ଅଧିକାରୀ
Read More...