Monthly Archives

February 2024

ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମହାସଂଘ ବଲାଙ୍ଗିର ସର୍କଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସମ୍ବାଦିକ ଭବନଠାରେ ଆୟୋଜିତ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳି ମହାସଂଘ ଓଡିଶା ସରକାରଙ୍କଠାରୁ ବହୁ ଦିନ ଧରି ତାର ନ୍ୟାର୍ଯ୍ୟଦାବି ଉପସ୍ଥାପନ କରି ଆସୁଛି । ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଛି ।
Read More...

ଉଦୟନାଥ ଦର୍ଜୀଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ଓ ଶିଶୁ ବିକାଶ କେନ୍ଦ୍ର ତରଫରୁ ପଶ୍ଚିମ ଓଡିଶାର ଜଣାଶୁଣା ଗୀତିକାର ଉଦୟନାଥ ଦର୍ଜୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଏ ଅବସରରେ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର
Read More...

କିଶାନ ବ୍ରଦର୍ସ ଫୁଟବଲ କପ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଞ୍ଚାୟତର ସାରସପିଟା ଗ୍ରାମରେ ଏକ ପାଂଚ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୨ ଗୋଟି ଦଳ ଯଥା- ବାରପୁଡୁଗିଆ, ବାନ୍ଧନଘୋର, ଗେର୍ଡି, ଭାଲୁପିଟା, ଫୌଜି କ୍ଲବ,
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ବାରପୁଡୁଗିଆ ଗ୍ରାମ ପଞ୍ଚାୟତଠାରେ ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଞ୍ଚାୟତଠାରେ ଏକ ଦାଦନ ଶ୍ରମିକଙ୍କ ସମସ୍ୟା ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ଶିବିର ମାନ୍ୟବର ବିଚାରପତି ବିନୟ କୁମାର ପାତ୍ରଙ୍କ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଶାନ୍ତିପଡା ସ୍ଥିତ ସିଦ୍ଧ ଶଙ୍କର ଆଇରନ୍‌ ଷ୍ଟୋର ପ୍ରକୋଷ୍ଠରେ ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ସଦସ୍ୟ ଶୁଭେନ୍ଦୁ ନାୟକଙ୍କ ଆତ୍ମାର ଶାନ୍ତି
Read More...

ଗାୟତ୍ରୀ ସରାଫ୍‌ଙ୍କ ବର୍ଣ୍ଣିଂ ମାଉନ୍‌ଟେନ୍‌ର କୋଙ୍କଣୀ ଅନୁବାଦ ଗୋଆରେ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଳ୍ପିକା ଗାୟତ୍ରୀଙ୍କ ଇଂରାଜୀ ଅନୁଦିତ ପୁସ୍ତକ ‘ବର୍ଣ୍ଣିଂ ମାଉନ୍‌ଟେନ୍‌’ କୋଙ୍କଣୀ ଭାଷାରେ ଅନୁବାଦିତ ହୋଇ ଗୋଆର ହୋଟେଲ ଡୋଲମନ୍‌ରେ ଉନ୍ମୋଚିତ ହୋଇଯାଇଛି । ଅନୁବାଦ କରିଛନ୍ତି ଗୋଆର ଲେଖକ ଦଂପତ୍ତି ସ୍ନେହଲତା ଅରବିନ୍ଦ ଭାଟିକର । ଗୋଆର ଲେଖକ, ସାହିତ୍ୟ
Read More...

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାର ବ୍ଲକ୍ ପ୍ରାଙ୍ଗଣଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ
Read More...

ବଲାଙ୍ଗିରର ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି । ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା ଦେବା ସହ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
Read More...

ଗାଈଖାଇ ପାର୍କ ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗାଈଖାଇ ଇକୋ ଟୁରିଜମ ପ୍ରକଳ୍ପଠାରେ ଗାଈଖାଇ ପାର୍କ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ପାର୍କର ଶୁଭ ଉଦ୍‌ଘାଟନ କରିଥିଲେ । ଗତ ଦୁଇମାସ ତଳେ ଏହି ଇକୋ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୧ ମୃତ, ୧ ଗୁୁରୁତର

କଟକ : ପାରାଦ୍ଵୀପ ରାସ୍ତାର ନୂଆ ବଜାର ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ, ମାଆ ଓ ଝିଅ ଦୁହେଁ ସ୍କୁଟି ଯୋଗେ ଆସୁଥିବା ବେଳେ ନୂଆ ବଜାର ଛକ ନିକଟରେ ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେବା ସହ
Read More...