Monthly Archives

February 2024

ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଭିନ୍ନକ୍ଷମ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ସୋମବାର ଦିନ ଏଏଲ୍‌ଆଇଏମ୍‌ସିଓ ଭୁବନେଶ୍ୱର ତରଫରୁ ଭିନ୍ନକ୍ଷମ (ଦିବ୍ୟାଙ୍ଗ) ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଏସିଷ୍ଟେଣ୍ଡ ଆକାଶ ସେଲମା, ଏୟୁଡିଆଇଓ
Read More...

ପାଣି ଭିତରେ ପଶିଲା ଗଞ୍ଜେଇ ବୋଝେଇ କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଛି ଏକ ଗଞ୍ଜେଇ ଲୋଡ ହୋଇଥିବା କାର୍‌ । ଏଭଳି ଏକ ଖବର ଆଜି ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କୁରୁଲରୁ ଭାଲେର୍‌ ଯାଇଥିବା ବାଏପାସ୍‌ ରାସ୍ତାରେ ପୋଖରୀ
Read More...

ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଆର୍ଥିକ ଥଇଥାନ ନିମନ୍ତେ ସହାୟତା

ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ ପାଇଁ ଜିଲ୍ଲାର ୯ ଜଣ ଦୁସ୍ଥ ବିଧବାଙ୍କୁ ୨୫୦୦୦/- ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାମାଜିକ ଓ ଆର୍ଥିକସ୍ତରରେ ସଶକ୍ତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶଙ୍କ ଦ୍ଵାରା
Read More...

ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ

ବରଗଡ଼/ଭୁବନେଶ୍ୱର : ବରଗଡ଼ ଜିଲ୍ଲା ବିଜେପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁକୁର୍ଲାଠାରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ନବ ନିର୍ମିତ କ୍ୟାନସର୍ ହସ୍ପିଟାଲର କରିବେ ଶୁଭ ଉଦ୍‌ଘାଟନ । ଏହାସହ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ।
Read More...

ବାପ ଘରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର : ବାପ ଘରୁ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାତ ଥାନା ରୂପାବେଡ଼ା ଗାଁର ମୁନି ପି ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ, ମୁନି ରୂପାବେଡ଼ା ଥାନା ଅନ୍ତର୍ଗତ ଗୋବରି ଗାଁର ତ୍ରିଲୋଚନ ଗାଗାରାଇଙ୍କୁ ପ୍ରାୟ ଦେଢବର୍ଷ
Read More...

ପୋଲିସ ହାତରେ ଧରାପଡିଲେ ତିନି ଚୋର

ନବରଙ୍ଗପୁର : ଘରେ କେହି ନ ଥିବା ଓ ତାଲା ପଡିଥିବାର ସୁଯୋଗ ନେଇ ରାତିରେ ଘରୁ କରିଥିଲେ ଚୋରି । ଡ଼ିସେମ୍ୱର ୧୧ ତାରିଖରେ ଏତଲା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଥାଉକି, ଗତ ଡ଼ିସେମ୍ବର ୭ ତାରିଖରେ ନବରଙ୍ଗପୁର ସହର ସେନାପତି ସାହି ଅନ୍ତର୍ଗତ ନ୍ୟୁ କଲୋନୀର ଗୁପ୍ତେଶ୍ଵର
Read More...

ଟିଟିଲାଗଡ଼ ପାଲଟିଲାଣି ତତଲାଗଡ଼

ଭୁବନେଶ୍ୱର : ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ଟିଟିଲାଗଡ଼ ତତଲାଗଡ଼ରେ ପରିଣତ ହେଲାଣି । ରାଜ୍ୟରେ ଦିନର ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ପାର୍ କରିଛି । ସେହିପରି ଭବାନୀପାଟଣାରେ ମଧ୍ୟ ପାରଦ ୩୬ ଡିଗ୍ରୀ ପାର୍‌ ହୋଇଛି ।
Read More...

ହଂସପାଳ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାଲିପାଟଣା : ପାହାଳ ଥାନା ହଂସପାଳ ଛକରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାର ୩ ଦିନ ପରେ ପୋଲିସକୁ ମିଳିଲା ସଫଳତା । ପାହାଳ ଥାନା ପୋଲିସ ଦ୍ୱାରା ୨ଜଣ ଅଭିଯୁକ୍ତ ଥାନାରେ ଅଟକ ରହିଛନ୍ତି । ଅଭିଯୁକ୍ତଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତ ଶନିବାର ଦିନ ଗାଡି
Read More...

ସର୍ଟସର୍ଟିକ ଯୋଗୁଁ ଜଳିଗଲା ୧୨ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ପଣ୍ଡୁଆ ଗାଁରେ ସର୍ଟସର୍ଟିକ ଯୋଗୁଁ ଜଳିଗଲା ୧୨ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, ଆନନ୍ଦପୁର ଥାନା ଶାଳବଣି ପଞ୍ଚାୟତ ପଣ୍ଡୁଆ ଗାଁରେ ସର୍ଟସର୍କିଟ ଯୋଗୁଁ ଲାଗିଥିଲା ନିଆଁ । ଏହି ଅଗ୍ନିକାଣ୍ଡରେ ରଥିଆ ନାଏକ,
Read More...

ବିଶ୍ୱ ସାମାଜିକ ନ୍ୟାୟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୨୦ ତାରିଖ ବିଶ୍ୱ ସାମାଜିକ ନ୍ୟାୟ ଦିବସ । ବିବିଧତା ଏବଂ ଭିନ୍ନତା ଦ୍ୱାରା ଚିହ୍ନିତ ଏକ ଦୁନିଆରେ ସାମାଜିକ ନ୍ୟାୟ ଅନୁସରଣ କରିବା ଆମକୁ ଭବିଷ୍ୟତ ଆଡକୁ ଗତି କରିବ ଯେଉଁଠାରେ ନ୍ୟାୟ ଏବଂ ସମାନତା ସର୍ବୋଚ୍ଚ ଶାସନ କରେ । ଯେହେତୁ ଆମେ
Read More...