Monthly Archives

February 2024

ବଣରୁ ନରକଙ୍କାଳ ଜବତ

ଭଦ୍ରକ : ରାସ୍ତା କଡ ବଣରୁ ନରକଙ୍କାଳ ଜବତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ଆର୍‌ଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସ ନିକଟସ୍ଥ ବଣରୁ ନରକଙ୍କାଳ ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ କିଛି ଲୋକ ଆର୍‌ଏମ୍‌ସି ମାର୍କେଟ୍ କମ୍ପ୍ଲେକ୍ସ ନିକଟସ୍ଥ ବଣକୁ ସଫା କରୁଥିବା ବେଳେ ସେଠାରେ
Read More...

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଭୁବନ : ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ । ମୃତକ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାଉଁଶକଣ ଗ୍ରାମର ସଞ୍ଜୟ ପାଣିଗ୍ରାହୀ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସଞ୍ଜୟ ଯାଜପୁର ଜିଲ୍ଲା କଳିଙ୍ଗ ନଗର ସ୍ଥିତ ଟାଟା ପ୍ଲାଣ୍ଟର ଜଣେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରନ୍ତି । ତେବେ
Read More...

ସଂସଦ ଅଧିବେଶନ ଆଗରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

“ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଓ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅନ୍ତରୀଣ ବଜେଟ୍ ନାରୀଶକ୍ତିର ଉତ୍ସବ ପାଳନ ସଦୃଶ”“ଗଠନମୂଳକ ସମାଲୋଚନା ସ୍ୱାଗତଯୋଗ୍ୟ, ମାତ୍ର ବାଧା ସୃଷ୍ଟିକାରୀ ବ୍ୟବହାର ବିସ୍ମୃତିର ଅନ୍ଧକାରରେ ମିଳାଇଯିବ”“ଆସନ୍ତୁ ଆମ ଶ୍ରେଷ୍ଠ ଅବଦାନ ଦେବା,
Read More...

ପାଟଣା ରେଞ୍ଜରେ ହାତୀପଲ ଉପଦ୍ରବ

ପାଟଣା : ପାଟଣା ରେଞ୍ଜରେ ହାତୀପଲଙ୍କ ଉପଦ୍ରବ । ସ୍ୱାମ ଖସାପିଟା ସାହିରେ ପଶି ଦୋକାନ ଘର ଭାଙ୍ଗିଲେ ହାତୀପଲ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୧୭ ଟିକିଆ ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ସ୍ୱାମ ଖସାପିଟା ସାହିରେ ଗୋଲାପ
Read More...

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କ୍ଷୀପ୍ର ଲେଖକ ଗୌରଚନ୍ଦ୍ର ମହାପାତ୍ରଙ୍କ ଅବସର ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୌରଚନ୍ଦ୍ର ମହାପାତ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ କ୍ଷୀପ୍ର ଲେଖକ ଭାବେ ଦୀର୍ଘ ୩୭ ବର୍ଷ କାର୍ଯ୍ୟ କରି ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ମହାପାତ୍ର ୧୯୮୬ରୁ ୧୯୯୦ ପର୍ଯ୍ୟନ୍ତ ଗଜପତି ସୂଚନା ଓ ଲୋକ ସମ୍ପର୍କ ଜିଲ୍ଲାରେ କାର୍ଯ୍ୟରତ
Read More...

‘ନୂଆ-ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ର ଉଦ୍‌ଯାପନୀ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲ କଅନ୍ତର୍ଗତ ଖଣ୍ଡଦେଉଳୀ ପଞ୍ଚାୟତରେ ଅବସ୍ଥିତ ସହିଦ ଭଗତ ସିଂ କଲେଜରେ ନୂଆ-ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଜଗନ୍ନାଥ ସଂସ୍କୃତିର ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା
Read More...

ଟିଟିଲାଗଡ଼ରେ ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ଅବନି ସାହୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୁଧୁବାର ସଂଧ୍ୟାରେ ଟିଟିଲାଗଡ଼ର ନୂତନ ଥାନାଧିକାରୀ ଭାବେ ଅବନି ସାହୁ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ସଇଁତଲା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ପ୍ରକାଶ ଯୋଗ୍ୟ ଯେ ଶ୍ରୀ ସାହୁ ପୁର୍ବରୁ ଟିଟିଲାଗଡ଼ ଥାନା ଓ ରେଳବାଇ ଥାନାରେ
Read More...

କୁରସୁଡ଼ ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁରସୁଡ ଗ୍ରାମର ଶ୍ରୀଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ନିମାଇଁଚରଣ ବେହେରା
Read More...

ଶଗଡ଼ଘାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ହୋତାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଶଗଡ଼ଘାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ହୋତା ଅବସର ଗ୍ରହଣ କରିଛନ୍ତି । ସେ ପ୍ରଧାନ ଶିକ୍ଷକ ଭାବରେ ସେପ୍ଟେମ୍ବର ୨୦୨୨ ମସିହାରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଦୀର୍ଘ ୩୦ ବର୍ଷ ସରକାରୀ ବାଳକ ଉଚ୍ଚ
Read More...

କୃତି ଇଂରାଜୀ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କୁ ଇଂରାଜୀ ବିଷୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩-୨୪ ପ୍ରଦାନ କରାଯାଇଛି । ଏଠି ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ
Read More...