Daily Archives

ଖେଳ ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ପିଏଚ୍‌ଡି ଖେଳ ପଡିଆ ନିକଟରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ । ମୃତକ ୮ ନମ୍ବର ଓ୍ୱାର୍ଡର ସୁରଜ ରାମ୍‌ ବୋଲି ଜଣାପଡିଛି । ଶନିବାର ସଂଧ୍ୟାରେ କିଛି ଲୋକ ମୃତଦେହ ପଡିଥିବାର ଦେଖି ବଡ଼ବିଲ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ସାଇଣ୍ଟିଫିକ୍‌
Read More...

ସମ୍ବଲପୁର ଗସ୍ତରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌

ସମ୍ବଲପୁର : ସମ୍ବଲପୁର ଗସ୍ତରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍‌ । ଶନିବାର ରାତିରେ ସମ୍ବଲପୁର ପହଞ୍ଚିବା ପରେ ସର୍କିଟ ହାଉସରେ ରାତ୍ରୀଯାପନ କରିଛନ୍ତି ଶ୍ରୀ ପାଣ୍ଡିଆନ୍‌ । ଏହାପରେ ଭୋର ସକାଳୁ ସମଲେଇ ମନ୍ଦିର ଯାଇ ମାଁ ସମଲେଇଙ୍କ ଦର୍ଶନ କରିଛନ୍ତି । ତେବେ ସମଲେଇ
Read More...

ସାଂସଦ ରମେଶଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ଉମରକୋଟ : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ ସାଂସଦ ରମେଶ । ବିଳମ୍ବିତ ରାତିରେ ଘରକୁ ଆସୁଥିବା ସମୟରେ ହଠାତ୍‌ ଗାଡିର ଚକା ଫାଟି ଯାଇଥିଲା । ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା
Read More...

ଖଲ୍ଲିକୋଟ ରାଣୀସାହେବା ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ନବୀନ ପ୍ରତିଷ୍ଠାନର ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଜ୍ୟର ସ୍ୱ୍ୱନାମଧନ୍ୟ ରାଜନେତ୍ରୀ, ନିଷ୍ଠାପର ସମାଜସେବୀ, ପରୋପକାରୀ, ଖଲ୍ଲିକୋଟ ରାଜ ପରିବାରର ରାଜମାତା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ଶନିବାର ପୂର୍ବାହ୍ନରେ ନବୀନ ଭବନ ପରିସରରେ ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ଶୋକ ସଭା
Read More...

୯୦ ଲିଟର ଦେଶୀ ମଦ ଜବତ୍‌ କଲା ଆଗଲପୁର ପୋଲିସ, ଜଣେ ଗିରଫ୍‌

ଆଗଲପୁର, (କେପିଏନ୍‌ଏସ୍‌) : ୯୦ ଲିଟର ଦେଶୀ ମଦ ଜବତ୍‌ ସହ ଜଣକୁ ଗିରଫ୍‌ କରିଛି ଆଗଲପୁର ପୋଲିସ । ସୂଚନା ଅନୁସାରେ ଆଗଲପୁର ଥାନା ଅନ୍ତର୍ଗତ ମହୁଲପାଲି ଗାଁର ଜୟଲାଲ ମେହେର(୫୫)ଙ୍କ ଠାରୁ ୮୪ଟି ମଦ ପାଉଚ୍‌ ସହ ୭୪ ଲିଟର ଦେଶୀ ମହୁଲି ମଦ ସମୁଦାୟ ୯୦ ଲିଟର ୩ ଶହ ମିଲି ଲିଟର ବେଆଇନ ମଦ
Read More...

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଜନଜାତି ଲୋକଙ୍କ ଭାଗିଦାରୀକୁ ନେଇ ମହାସମାବେଶ

ଜନଜାତି କଳା, ସଂସ୍କୃତି ଓ କ୍ରୀଡାର ସୁରକ୍ଷା ଓ ପ୍ରସାର ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦମାନେ ଭଲ କାମ କରୁଛନ୍ତିଜନଜାତି କଳା ଓ ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛିଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ : ମୁଖ୍ୟମନ୍ତ୍ରୀ
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସୂଚନା ପ୍ରଦ୍ୟୋଗିକ ସଂସ୍ଥାନ(ଏସୟୁଆଇଆଇଟି)ର ୧୪ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଲେ…

● ‘‘ପୂର୍ବ ଭାରତକୁ ଦେଶର ଅଭିବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ମାଧ୍ୟମରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି’’● ‘‘ଗବେଷଣା ଏବଂ ବିକାଶକୁ ପ୍ରାଥମିକତା ଦିଅନ୍ତୁ, ଶିଳ୍ପ ନେତୃବୃନ୍ଦଙ୍କ ସହ ଭାଗିଦାରୀ ସ୍ଥାପନ କରନ୍ତୁ ଏବଂ ଇଣ୍ଟର୍ଣ୍ଣସିପ୍ ଏବଂ ଶିଳ୍ପ ପ୍ରକଳ୍ପ ମାଧ୍ୟମରେ
Read More...

ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ସୂଚନା ଓ ପ୍ରସାରଣ ସଚିବ ପ୍ରକାଶନ ବିଭାଗର ‘ଇଣ୍ଡିଆ ଇୟର ବୁକ୍ ୨୦୨୪’…

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଆଜି ପ୍ରଗତି ମଇଦାନଠାରେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ 'ଇଣ୍ଡିଆ ଇୟର ବୁକ୍ ୨୦୨୪' ଏବଂ 'କ୍ୟାରିୟର କଲିଂ'କୁ ଉନ୍ମୋଚନ କରିଛନ୍ତି ।'ଇଣ୍ଡିଆ ଇୟର ବୁକ୍ ୨୦୨୪' ହେଉଛି
Read More...

ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି କେ ମିଶ୍ର ଆଜି ସମ୍ବଲପୁର ଠାରେ ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ଅଦ୍ଭୁତ ଅସ୍ଥିରତା ଏବଂ ଅନିଶ୍ଚିତତା
Read More...

ଡମ୍‌ କର୍ଲାଖୁଣ୍ଟା ଗ୍ରାମପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଡମ୍ କର୍ଲାଖୁଣ୍ଟା ଗ୍ରାମପଞ୍ଚାୟତ ପରିସରରେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା
Read More...