Daily Archives

ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍‌ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚୌଦ୍ୱାର : କୁହୁଡି ହେଲା କାଳ । କଟକ ନୂଆପାଟଣା ସ୍ଥିତ ମଧୁସୂଦନ ସେତୁ ନିକଟରେ ବସ୍‌ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଖବର ଅନୁଯାୟୀ, ଦେବଗଡ଼ ପଟୁ କଟକ ଆସୁଥିଲା ଲକ୍ଷ୍ମୀ ନାଏକ ଏକ ଘରୋଇ ବସ୍‌ । ଗୁରୁବାର ଦିନ ଭୋର ସମୟରେ ବସ୍‌ଟି ଅତ୍ୟଧିକ କୁହୁଡି
Read More...

ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିକ୍ଷକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ଶୁଶାନ୍ତ ଚୋପଦାର ରାଜ୍ୟ ସ୍ତରରେ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା
Read More...

ଭାରତୀୟ ତଟରକ୍ଷୀ ବାହିନୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଫେବୃଆରୀ ୧ରେ "ଇଣ୍ଡିଆନ୍ କୋଷ୍ଟଗାର୍ଡ ଡେ" ବା ଆଇସିଜି ଦିବସ ପାଳନ କରାଯାଏ । ଦେଶର ସାମୁଦ୍ରିକ ସୁରକ୍ଷା, ସାମୁଦ୍ରିକ ଅର୍ଥବ୍ୟବସ୍ଥା ଏବଂ ଦେଶର ଉପକୂଳ ଜଳର ସୁରକ୍ଷା ପାଇଁ ଭାରତୀୟ ତଟରକ୍ଷୀ ବାହିନୀର ଅବଦାନକୁ ସ୍ମରଣ କରିବା
Read More...

ରେଳ ଧାରଣାରେ କଟି ଜଣେ ମୃତ

କୋରାପୁଟ : କୋରାପୁଟ ସୁକୁ ବ୍ରିଜ୍‌ ନିକଟରେ ଅଘଟଣ । ରେଳ ଧାରଣାରେ କଟି ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ । ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ଦିନ ସକାଳୁ ସକାଳୁ କୋରାପୁଟ ସୁକୁ ବ୍ରିଜ୍‌ ନିକଟରେ ଘଟିଛି ଅଘଟଣ । ରେଳ ଧାରଣାରେ କଟି
Read More...

ଜଳିଗଲା ଇଣ୍ଡିକା କାର୍‌, ଅଳ୍ପକେ ବର୍ତ୍ତିଲେ ଦୁଇ ଶିକ୍ଷକ

କଣ୍ଟାବାଞ୍ଜି : ଜଳିଗଲା ଇଣ୍ଡିକା ଗାଡି । ଅଳ୍ପକେ ବର୍ତ୍ତିଲେ ଗାଡିରେ ବସିଥିବା ଦୁଇ ଶିକ୍ଷକ । ବାଲେଶ୍ୱର ଜିଲ୍ଲା ନୀଳଗିରି ଚଟୁଅନକା ଗାଁ ପୁରୁଣା ପଞ୍ଚାୟତ ଅଫିସ ରାସ୍ତା ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ରାତିରେ ଦୁଇ ଶିକ୍ଷକ କାର୍‌ ଯୋଗେ ଯାଉଥିଲେ । ଏହି ସମୟରେ ହଠାତ୍‌
Read More...

ସଂସଦରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ

ନୂଆଦିଲ୍ଲୀ, (ପିଆଇବି) :ସମ୍ମାନିତ ସଦସ୍ୟ,୧. ଏହି ନୂତନ ସଂସଦ ଭବନରେ ଏହା ମୋର ପ୍ରଥମ ଅଭିଭାଷଣ । "ସ୍ୱାଧୀନତାର ଅମୃତ କାଳ"ର ପ୍ରାରମ୍ଭରେ ଏହି ଭବ୍ୟ ଭବନ ନିର୍ମାଣ କରାଯାଇଛି । ଏହା 'ଏକ ଭାରତ ଶ୍ରେଷ୍ଠ ଭାରତ'ର ସୁଗନ୍ଧରେ ପରିପୂର୍ଣ୍ଣ ଏବଂ ଭାରତର ସଭ୍ୟତା ଓ ସଂସ୍କୃତିର ପ୍ରମାଣ । ଏହା
Read More...

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ଗୁଜୁରାଟ ଷ୍ଟୁଡେଣ୍ଟ ଷ୍ଟାର୍ଟଅପ୍ ଆଣ୍ଡ ଇନୋଭେସନ୍ ହବ୍‌ର ସିଇଓଙ୍କ ସୌଜନ୍ୟମୂଳକ…

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କୁ ବୁଧବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଗୁଜୁରାଟ ଷ୍ଟୁଡେଣ୍ଟ ଷ୍ଟାର୍ଟ-ଅପ୍ ଆଣ୍ଡ ଇନୋଭେସନ୍ ହବ୍ (ଆଇ-ହବ୍‌)ର ସିଇଓ ହିରଣ୍ମୟ ମହାନ୍ତ । ତାଙ୍କ ସହିତ ଆଇଜି ଡ୍ରୋନ୍ସର
Read More...

ଲୋକାର୍ପିତ ହେଲା ସୋଆ ପ୍ରଫେସରଙ୍କ ଦ୍ୱାରା ଅନୁବାଦିତ ପୁସ୍ତକ, ନାଗପୁରରେ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ନୀତିନ…

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ନଚିକେତା ଖମାରୀ ଶର୍ମାଙ୍କ ଦ୍ୱାରା ପ୍ରଖ୍ୟାତ ସମାଜବାଦୀ ବିଚାରଧାରାର ଚିନ୍ତକ ରଘୁ ଠାକୁରଙ୍କ ରଚିତ ହିନ୍ଦୀ ପୁସ୍ତକ ‘ଗାନ୍ଧୀ- ଆମ୍ବେଦକର– କିତନେ ଦୁର କିତନେ ପାସ’ର ଓଡ଼ିଆ ଅନୁବାଦିତ ପୁସ୍ତକ ଶନିବାର ନାଗପୁର ଠାରେ
Read More...