Monthly Archives

January 2024

ଦୁଇ ବାଇକ୍‌ ଧକ୍କା : ୨ ଗୁରୁତର

ରେଙ୍ଗାଲି : ଅତାବିରା ହାଇସ୍କୁଲ ସମ୍ମୁଖ ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ଆଜି ଗୋଟିଏ ବାଇକ୍‌ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେବା ଫଳରେ ମାଆ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ବାଇକ୍‌ରେ ଭେଡେନରୁ ଝାରସୁଗୁଡା ଯିବା ସମୟରେ ହାଇସ୍କୁଲ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌
Read More...

ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲା ବଲାଙ୍ଗିର ଜିଲ୍ଲା ଅମଲା ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛି ବଲାଙ୍ଗିର ଜିଲ୍ଲା ଅମଲା ସଂଘ । ବଲାଙ୍ଗିର କଲେକ୍‌ଟୋରିଆଟ୍‌ ମଧ୍ୟରେ ଏକ ସମ୍ମିଳନୀ କକ୍ଷରେ ଆଜି ବଲାଙ୍ଗିର ଜିଲ୍ଲା ଅମଲା ସଂଘ ଏକ ବୈଠକର ଆୟୋଜନ କରି ରାଜ୍ୟ ସରକାର ସେମାନଙ୍କ ଦାବୀ ପୂରଣ କରିଥିବାରୁ ଧନ୍ୟବାଦ
Read More...

ଆୟ ଅସମାନତା ହ୍ରାସ ପାଉଛି, ଆର୍ଥିକ ଗତିଶୀଳତା ବୃଦ୍ଧି ପାଉଛି : ଏସ୍‌ବିଆଇ ଗବେଷଣା ରିପୋର୍ଟ

ନୂଆଦିଲ୍ଲୀ, (ପିଆଇବି) : ଏସ୍‌ବିଆଇ ରିସର୍ଚ୍ଚର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଆୟ ଅସମାନତା ହ୍ରାସ ପାଇଛି । ଏହା ଭାରତୀୟଙ୍କ ଆୟ ବୃଦ୍ଧି ଏବଂ ଭାରତୀୟ ମଧ୍ୟବିତ୍ତଙ୍କ ପ୍ରଗତି ମାଧ୍ୟମରେ ଉନ୍ନତ ସ୍ଥାନାନ୍ତର ଧାରାକୁ ସମର୍ଥନ କରୁଛି । ସିବିଡିଟି ତଥ୍ୟକୁ
Read More...

ବେଆଇନ୍‌ ଭାବେ ଚାଲାଣ ବେଳେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ୍‌ ଭାବେ ଚାଲାଣ ବେଳେ ୧୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ଦାଦନ ସର୍ଦ୍ଦାରଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏ ସଂପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ବେଲପଡ଼ା ପଟୁ ଏକ ବସ୍‌ ଯୋଗେ ଜଣେ
Read More...

ଶୁଆ ଶାବକ ଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ : ୫୦ଟି ଶୁଆ ଶାବକ ଉଦ୍ଧାର

ରାଇରଙ୍ଗପୁର : ଶୁଆ ଶାବକ ଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ । ୫୦ଟି ଶାବକ ଉଦ୍ଧାର କଲା ବନ ବିଭାଗ । ଏପରି ଘଟଣା ଦେଖିବାକୁ ମିଳିଛି ଗୋରୁମହିଷାଣି ଥାନା ଅଞ୍ଚଳରେ । ଶୁଆ ଶାବକ ଚାଲାଣ ହୋଉଥିବା ସୂଚନା ପାଇଥିଲା ଜଙ୍ଗଲ ବିଭାଗ । ପୂର୍ବରୁ ସ୍ଥାନୀୟ ଶିଶୁ ମନ୍ଦିର ନିକଟରେ ଲୁଚି ରହିଥିବା
Read More...

ପୃଥିବୀ ଘୂର୍ଣ୍ଣନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୃଥିବୀର ଘୂର୍ଣ୍ଣନ ହେଉଛି ଏପରି ଏକ ଘଟଣା ଯାହା ଦିନରାତି ଚକ୍ରକୁ ସହଜ କରିଥାଏ । ଘୂର୍ଣ୍ଣନ କେବଳ ଦିନରାତି ନିର୍ଣ୍ଣୟ କରେ ନାହିଁ ବରଂ ପୃଥିବୀର ଋତୁ ଏବଂ ତାପମାତ୍ରା ପାଇଁ ମଧ୍ୟ ଦାୟୀ ଅଟେ । ଏହା କୋରିଓଲିସ୍ ପ୍ରଭାବ ଯଥା ବାୟୁ ପ୍ରବାହର ଚିହ୍ନଟ
Read More...

ଆରାଧ୍ୟାର ପଞ୍ଚମ ବାର୍ଷିକୋତ୍ସବ ଆୟୋଜିତ

ମା' ସଦାସର୍ବଦା ନମସ୍ୟ ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାସ୍ଥିତ ଉତ୍କଳ ବିହାର ମହିଳା ସମିତି 'ଆରାଧ୍ୟା' ର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆରାଧ୍ୟାର ସଭାପତି ହରପ୍ରିୟା ପଟ୍ଟନାୟକଙ୍କ ସଭାପତିତ୍ୱ, ସମ୍ପାଦିକା ପ୍ରେମଲତା ମହାନ୍ତିଙ୍କ ଆବାହକତ୍ଵ ଓ ସବିତା
Read More...

ଇନ୍ଦ୍ରାବତୀରୁ ରବି ଜଳସେଚନର ଶୁଭାରମ୍ଭ : ଦୁଇବର୍ଷ ପରେ ଦକ୍ଷିଣ କେନାଲକୁ ପାଣି

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ପ୍ରକଳ୍ପର ମଙ୍ଗଳପୁର ସ୍ଥିତ ହାତୀ ବେରେଜରୁ ରବି ଜଳସେଚନର ଶୁଭାରମ୍ଭ କରାଯାଇଛି । ଜଳସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସମସ୍ତ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ଥିବା ବେଳେ ସ୍ଥାନୟ ଚାଷୀମାନେ ମଧ୍ୟ ଉପସ୍ଥିତ ଥିଲେ । ପୂଜାର୍ଚ୍ଚନା ପରେ
Read More...

ଏକଲ ଅଭିଯାନ ଓଡ଼ିଶା ଖେଳକୁଦ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଲ ଅଭିଯାନ ଓଡ଼ିଶା ଦ୍ଵାରା ଅନୁଷ୍ଠିତ ଖେଳକୁଦ ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବ ରାଉରକେଲା ବିର୍ସା ମୁଣ୍ଡା ଆଥେଲେଟିକ୍ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି । କୃତିତ୍ୱ ହାସଲ କରିଥିବା ଦୌଡ଼ ପ୍ରତିଯୋଗିତାରେ ୬ଜଣ, ଲମ୍ବ ଡିଆଁ ପ୍ରତିଯୋଗିତାରେ ୨ଜଣ,
Read More...

ବାଂଲାଦେଶରେ ପଞ୍ଚମ ଥର ଶେଖ୍ ହସିନା ସରକାର

ନୂଆଦିଲ୍ଲୀ : ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍‌ ହସିନା ପୁଣିଥରେ କ୍ଷମତା ଦଖଲ କରିବାକୁ ଯାଉଛନ୍ତି । ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ସହ ପଞ୍ଚମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛନ୍ତି । ୨୦୦୯ ମସିହାରୁ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ
Read More...