Monthly Archives

January 2024

ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗାଁ ଗୁଡ଼ିକରେ ବୁଲିଲା ଜଗନ୍ନାଥଙ୍କ ଅର୍ପଣ ରଥ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଡଗଡବାହାଲରୁ ଗତ ଶୁକ୍ରବାର ଘୁନେଶ, ବର୍ଲା, କାଦୋବେଡା, ଖୁଜେନ, ବାନ୍ଧନପାଲି ଓ ବଘୁଆପଡାକୁ ପରିକ୍ରମା କରିଥିଲା ଜଗନ୍ନାଥଙ୍କ ଅର୍ପଣ ରଥ । ଏହି ଅବସରରେ ନୋଡାଲ ଅଫିସର ଭାବେ ଜେଇ ସନତ…
Read More...

ଛତ୍ରପୁର ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ କ୍ରୀଡ଼ା ସମାରୋହ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସେଣ୍ଟ-ଜାଭିୟର ପବ୍ଲିକ ସ୍କୁଲରେ ୧୦ତମ କ୍ରୀଡ଼ା-ମହୋତ୍ସବ ସମାରୋହ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଏହି କ୍ରୀଡ଼ା ସମାରୋହରେ ଗତ ଗୁରୁବାର ପୂର୍ବାହ୍ନରେ ଚିତ୍ତାକର୍ଷକଭରା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା…
Read More...

ଛତ୍ରପୁରଠାରେ ୩ ଦିନଆ ପଲ୍ଲିଶ୍ରୀମେଳା ଓ ଛତ୍ରପୁର ମହୋତ୍ସବର ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରବିବାର ୧୪ ତାରିଖଠାରୁ ୧୬ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଛତ୍ରପୁର ଷ୍ଟାଡିୟମ୍‌ଠାରେ ପଲ୍ଲିଶ୍ରୀ ମେଳା ସହିତ ଛତ୍ରପୁର ମହୋତ୍ସବ ଅନୁଷ୍ଠିତ ହେବ । ଏଥି ସକାଶେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.…
Read More...

ଲୋହରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ଲୋହରୀ" ହେଉଛି ଏକ ଲୋକପ୍ରିୟ ପର୍ବ ଯାହାକି ଭାରତରେ ଶିଖ୍‌ ଏବଂ ହିନ୍ଦୁମାନଙ୍କ ମଧ୍ୟରେ ବିଶେଷ ଭାବରେ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ପାଳନ କରାଯାଇଥାଏ । ମକର ସଂକ୍ରାନ୍ତିର ଗୋଟିଏ ଦିନ ପୂର୍ବରୁ ଏହି ପର୍ବ ପାଳନ କରାଯାଏ । ଡ୍ରିକ୍…
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ମଧୁମେହ ରୋକିବାକୁ ସଚେତନତା ପାଇଁ ସାଇକେଲ ରାଲି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ୱରେ ଦିନକୁ ଦିନ ମଧୁମେହ ରୋଗ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଦେଶମାନଙ୍କ ମଧ୍ୟରେ ଭାରତରେ ଏହି ରୋଗୀ ସଂଖ୍ୟା ଅଧିକ । ଦିନକୁ ଦିନ ଏହି ମଧୁମେହ ବ୍ୟାପିବାରେ ଲାଗିଛି । ମଣିଷକୁ ମଧୁମେହ ଆକ୍ରାନ୍ତ ହେଲା ପରେ ସେ ତାର ଖାଇବା ପିଇବାଠାରୁ ନେଇ…
Read More...

ଟିଟିଲାଗଡ଼ରେ ୧୨ ଘଣ୍ଟାରୁ ଅଧିକ ସମୟ ହେଲାଣି ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଠପ୍‌

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସବୁଠାରୁ ପୁରୁଣା ନେଟୱାର୍କ ତଥା ଲୋକଙ୍କ ବିଶ୍ୱାସ ଯୋଗ୍ୟ ସେବା ପ୍ରଦାନ କରିଥାଏ ବିଏସ୍‌ଏନ୍‌ଏଲ୍‌ । ଶନିବାର ରାତିଠାରୁ ରବିବାର ସକାଳ ୮ଟା ସମୟ ବିତିଯାଇଥିଲେ ହେଁ ୧୨ ଘଣ୍ଟାରୁ ଅଧିକ ସମୟ ପାଇଁ ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ କାର୍ଯ୍ୟ କରୁନି ।…
Read More...

ବାଲେଶ୍ୱର ରେମୁଣାଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

● ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ମତବିନିମୟ କଲେ କେନ୍ଦ୍ର ମନ୍ତ୍ରୀ● ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୦ ବର୍ଷ ମଧ୍ୟରେ ଗରିବ କଲ୍ୟାଣ ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଛନ୍ତି : ଶ୍ରୀ ବୈଷ୍ଣବ● ‘‘ଆହୁରି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଦେଶର ଗରିବ ଲୋକମାନଙ୍କୁ ମାଗଣା…
Read More...

ଓଡ଼ିଶାରେ ୨୪୦୦ ମେଗାୱାଟ୍ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଠିକା କାର୍ଯ୍ୟ ବିଏଚ୍ଇଏଲ୍ (ଭେଲ୍)କୁ ପ୍ରଦାନ କଲା…

ଝାରସୁଗୁଡ଼ା ଜିଲ୍ଲାରେ ନିର୍ମାଣ ହେବ ପ୍ରକଳ୍ପ : ପରିବେଶ ଅନୁକୂଳ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବତାମିଲନାଡ଼ୁ, ଓଡ଼ିଶା, କେରଳ ଓ ପୁଡୁଚେରୀରେ କମ୍ ଖର୍ଚ୍ଚରେ ବିଜୁଳି ଉପଲବ୍ଧ ହେବ ଭୁବନେଶ୍ୱର, (ପିଆଇବି) : କୋଇଲା ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ କମ୍ପାନୀ ଏନ୍ଏଲ୍ସି ଇଣ୍ଡିଆ…
Read More...

ଦେବଗଡ଼ ନବୋଦୟ ବିଦ୍ୟାଳୟରେ ୭.୬୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ

ଶିକ୍ଷା ଜ୍ଞାନ ଦିଏ ଏବଂ ଦକ୍ଷତା ସାମର୍ଥ୍ୟ ବଢାଏ : ଧର୍ମେନ୍ଦ୍ର ପ୍ରଧାନଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ନବଦୋୟ ବିଦ୍ୟାଳୟ ଭଲ ପ୍ରୟାସପ୍ରାୟ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବହୁମୁଖୀ ସଭାଗୃହ ଛାତ୍ରଛାତ୍ରୀଙ୍କୁ…
Read More...

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଛାତ୍ରଛାତ୍ରୀଙ୍କୁ ଦକ୍ଷ କରି ସେମାନଙ୍କୁ ବୈଜ୍ଞାନିକ କରିବା - ଧର୍ମେନ୍ଦ୍ର ପ୍ରଧାନପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବଦେବଗଡ଼ ଆମର…
Read More...