Monthly Archives

January 2024

ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ସଭାଗୃହଠାରେ ସ୍ୱାତୀ ଅନୁଷ୍ଠାନ ପକ୍ଷରୁ ତଥା ୟୁଏସ୍‌ କଂସୁଲେଟ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ସହଯୋଗ ଫାଉଣ୍ଡେସନ ଦ୍ୱାରା ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମ ସହିତ କୃତଜ୍ଞତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃତଜ୍ଞତା ହେଉଛି ଏକ ଭାବନା ଯାହା ଆମ ଚାରିପାଖରେ ଥିବା ସମସ୍ତ ଶୁଭଫଳକୁ ହୃଦୟଙ୍ଗମ କରିବାର ସୁଯୋଗ ଦେଇଥାଏ । କୃତଜ୍ଞତା ହେଉଛି ଏକ ଏମିତି ମାଧ୍ୟମ ଯେତେବେଳେ ଆମେ ସମସ୍ତେ ନିଜ ଜୀବନରେ ଅନୁଭବ କରୁଥିବା ସୁଖ ଏବଂ ଶାନ୍ତି ପାଇଁ କୃତଜ୍ଞ ହେବା ପାଇଁ ଏକତ୍ରିତ…
Read More...

ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା

ବାଲିପାଟଣା : ଯୁବ ବ୍ୟବସାୟୀଙ୍କୁ ଗଳାକାଟି ହତ୍ୟା । ଘର ଭିତରେ ପଡିଛି ମୃତଦେହ । ଏକ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ ଛାନ୍‌ଭିନ୍‌ କରୁଛି । ମୃତ ଯୁବ ବ୍ୟବସାୟୀଙ୍କ ନାମ ବିଶ୍ୱଜିତ ନାୟକ ବୋଲି ଖବର ମିଳିଛି ।…
Read More...

ପୁସ୍ତକ ମେଳାରେ କବିତା ଆସର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବ୍ରହ୍ମପୁର ମହାନଗର ଖଲ୍ଲିକୋଟ କଲେଜ ମିନି ଷ୍ଟାଡିଅମରେ ଗଞ୍ଜାମର ଅଗ୍ରଣୀ ସ୍ୱେଚ୍ଛାସେବୀ ଦିଗଦର୍ଶନ ଅନୁଷ୍ଠାନ ଓ ଖୋର୍ଦ୍ଧା ଜିଲ୍ଲା ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ଦଶମ ମହାନଗର ପୁସ୍ତକ ମେଳାର ଅଷ୍ଟମ ସନ୍ଧ୍ୟା କବିତା…
Read More...

ମାସିକ ରଚନା ସନ୍ଧ୍ୟା

ଜୀବନ ଓ ସାହିତ୍ୟ ପରସ୍ପର ଦ୍ୱାରା ପ୍ରଭାବିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୀବନ ଏବଂ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଓ ପରସ୍ପର ଦ୍ୱାରା ପ୍ରଭାବିତ । ମଣିଷର ବ୍ୟକ୍ତିଗତ ଓ ସାମାଜିକ ଜୀବନର ଭିତ୍ତି ସାହିତ୍ୟ ଦ୍ଵାରା ହିଁ ପ୍ରତିଷ୍ଠିତ ହୁଏ । ପ୍ରାଚୀନ କାଳରୁ ଜୀବନର ବହୁବିଧ…
Read More...

ଛତ୍ରପୁରରେ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନ୍.ଏ.ସି.ରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ପରିକ୍ରମଣ ରବିବାର ପରିସମାପ୍ତି ଘଟିଛି । ଶେଷ ଦିବସରେ ୧୩ ନମ୍ୱର ଦେବୀନଗର, ରାମନଗର ଓ ୧୪ ନମ୍ୱର ୱାର୍ଡର ହରିଜନ ସାହି, କୋର୍ଟ ଷ୍ଟେସନ, ଶାନ୍ତିନଗର…
Read More...

ବରିଷ୍ଠ ନାଗରିକଗଣ ପହିଲି ଭୋଗ ଖାଇ ଖୁସି ମନାଇଛନ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ନବବର୍ଷର ବିଭିନ୍ନ ତିଥି, ପର୍ବ ପର୍ବାଣୀ ଦିନମାନଙ୍କରେ ଛତ୍ରପୁରର ବରିଷ୍ଠ ନାଗରିକ ଗୋଷ୍ଠୀମାନେ ବିଭିନ୍ନ ବୈଷ୍ଣବ ଠାକୁରଙ୍କର ପହିଲି ଭୋଗ ଖାଇ ଖୁସି ମନାଇଥିବା ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ପ୍ରାତଃ-କାଳୀନରେ ସ୍ନାନ ସାରି…
Read More...

ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗଦେଲେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆୟୁର୍ବେଦ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଅବସରରେ ଉଦ୍‌ଘାଟିତ ହୋଇଯାଇଛି ଏକ ସ୍ୱାସ୍ଥ୍ୟ ଶିବିର । ଦୁଇଦିନ ଧରି ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି…
Read More...

ବାଘ ଆତଙ୍କ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ବିଭିନ୍ନ ଗାଁରେ ବାଘ ଆତଙ୍କ ଖେଳାଇଥିବା ଖବର ମିଳିଛି । କଲରାପତରିଆ ବାଘଟି ବେହେରାମାଲ, ଜାମବେର୍ଣ୍ଣା, ରେମଣ୍ଡା, ଢୋଲବାହାଲ, ଯମୁନା, ବାଲିକୁଦଲି, ଅଁଳାଝରନ ଆଦି ଅଞ୍ଚଳରେ ବୁଲାବୁଲି କରୁଥିବା ସୂଚନା ମିଳିଛି । ସ୍ଥାନୀୟ ଜାମବେର୍ଣ୍ଣା…
Read More...

ଭାଲୁମୁଣ୍ଡା ଶିଶୁ ମନ୍ଦିରର ବନବିହାର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଗନ୍ଧରାବନ୍ଧ ଚାରା ଉତ୍ପାଦନ କେନ୍ଦ୍ରଠାରେ ଆଜି ଭାଲୁମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନବିହାର କାର୍ଯ୍ୟକ୍ରମରେ ଅତିଥି ଭାବେ…
Read More...