Monthly Archives

January 2024

ଶୀତ ପାଇଁ ପ୍ରଭାବିତ ହେଲା ଟ୍ରେନ୍‌ ଓ ବିମାନ ଚଳାଚଳ

ନୂଆଦିଲ୍ଲୀ : ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ପ୍ରବଳ ଶୀତ । ଗୁରୁବାର ସକାଳେ ମଧ୍ୟ ଦିଲ୍ଲୀ‌ରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି । ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି । ଏହା ହାରାହାରି ତାପମାତ୍ରାଠାରୁ ଚାରି ଡିଗ୍ରୀ କମ୍ ଅଟେ ।
Read More...

ମହିଳାମାନଙ୍କର ସୁସ୍ଥ ଓଜନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ମହିଳାମାନଙ୍କର ସୁସ୍ଥ ଓଜନ ଦିବସ" ଜାନୁଆରୀରେ ତୃତୀୟ ପୂର୍ଣ୍ଣ ସପ୍ତାହର ପ୍ରତ୍ୟେକ ଗୁରୁବାରରେ ପଡେ ଏବଂ ଏହି ବର୍ଷ ଏହା ଜାନୁଆରୀ ୧୮ରେ ପଡୁଛି । ଆମେମାନେ ପ୍ରତ୍ୟେକେ ନିଜ ନିଜ ପଦ୍ଧତିରେ ଅତୁଳନୀୟ । ଉଚ୍ଚତା ସହିତ ଏକ ସୁସ୍ଥ ଓଜନ ହେଉଛି
Read More...

ବୌଦ୍ଧ ଜିଲ୍ଲା ବୁଢାଖୋଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବୁଢାଖୋଲ ଓ ମାତାକୃପା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବା ନେଇ ଏସ୍‌ଓଜି ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ହେଲେ ଏହି ସମୟରେ ମାଓବାଦୀ-ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯାହାର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ତେବେ
Read More...

ବାରିପଦା ଏମ୍‌କେସି ହାଇସ୍କୁଲରେ ପଶିଲା ଦନ୍ତାହାତୀ

ବାରିପଦା : ବାରିପଦା ଏମ୍‌କେସି ହାଇସ୍କୁଲରେ ପଶିଲା ଦନ୍ତାହାତୀ । ଏମ୍‌କେସି ହାଇସ୍କୁଲ ସହ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ । ପୋଲିସ ଓ ବନ ବିଭାଗ ପକ୍ଷରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରହିଛି । ଭୋରରୁ ସ୍କୁଲର ମୁଖ୍ୟ ଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଭିତରକୁ ପଶି
Read More...

କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର : ଟ୍ୱିନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ । ଯାନବାହନ ଚଳାଚଳ ବାଧାପ୍ରାପ୍ତ । କଟକ-ଭୁବନେଶ୍ୱର ଟ୍ୱିନ୍ ସିଟିରେ ହ୍ରାସ ପାଇଲା ଭିଜିବିଲିଟି । କୁହୁଡ଼ିର ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
Read More...

ଆଇଆର୍‌ଇଏଲ୍ ଏବଂ ଓଡ୍ରାଫ୍ ମିଳିତ କ୍ରମେ ରାଜ୍ୟସ୍ତରୀୟ ମୋକ୍-ଡ୍ରିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିପର୍ଯ୍ୟୟ ପ୍ରସ୍ତୁତିକୁ ନଜରରେ ରଖି ଏକ ସକ୍ରିୟ ପଦକ୍ଷେପ ଆଇଆର୍‌ଇଏଲ୍ (ଇଣ୍ଡିଆ) କାର୍ଯ୍ୟାଳୟ ପରିସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହଯୋଗରେ ରାସାୟନିକ ବିପର୍ଯ୍ୟୟ ଉପରେ ଗତ ଜାନୁଆରୀ ୧୧ ତାରିଖରେ ଏକ ରାଜ୍ୟସ୍ତରୀୟ
Read More...

ମୁରିବାହାଲ ବ୍ଲକସ୍ତରୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ
Read More...

ଜଗନ୍ନାଥ ଅର୍ପଣ ରଥ ଏବଂ ପରିକ୍ରମା ପ୍ରକଳ୍ପ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପ୍ରାଙ୍ଗଣରେ ବୁଧବାର ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶୁଭାରମ୍ଭର ଲୋକାର୍ପଣ କାର୍ଯ୍ୟକ୍ରମର ସିଧାପ୍ରସାରଣ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଉନ୍ନୟନ ଅଧିକାରୀ,
Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ହୋମଯଜ୍ଞ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଅବସରରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ଧାର୍ମିକ ଯଜ୍ଞନୁଷ୍ଠାନ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଚନ୍ଦ୍ର ଦାଶ ଓ ସମ୍ପାଦକ ସତ୍ୟବ୍ରତ ପଣ୍ଡାଙ୍କ
Read More...

ପାଇକମାଲ ମୁଖ୍ୟ ରାସ୍ତା ସାଜିଛି ମରଣଯନ୍ତା : ନିଦାବିଷ୍ଣୁ ସାଜିଛି ପୂର୍ତ୍ତ ବିଭାଗ, ସାଧାରଣରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ମୁଖ୍ୟ ଛକରୁ ପଦ୍ମପୁରକୁ ସଂଯୋଗ କରିଥିବା ବିଜୁ ଏକ୍ସପ୍ରେସୱେର ପୁରୁଣା ୟୁକୋ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳେ ରାସ୍ତା ମଝିରେ ଦୁଇ ଫୁଟ ଗଭୀରର ଗାତ ଯେଉଁଥିରେ ପ୍ରତି ମିନିଟ୍‌ରେ ଚାରିଚାକିଆ ହେଉ ଅବା ଦୁଇଚକିଆ ଗାଡ଼ି ଖାଲରେ ପଡ଼ି
Read More...