Monthly Archives

January 2024

କପିଲାଭଟା ଜିପି ହାଇସ୍କୁଲଠାରେ ବିଦ୍ୟାଳୟସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟସ୍ତରୀୟ ଭାଷା ସାହିତ୍ୟ ଓ ସୃଜନଶୀତା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ
Read More...

ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଲା ବାଇକ୍

ଜଳେଶ୍ଵର : ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଘଟଣା ସ୍ଥଳରେ ଦୁଇଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ବସ୍ତା ଥାନା ଅଧୀନସ୍ଥ
Read More...

ପୋଲ ତଳେ ପଡିଛି ଦୁଇ ଯୁବକଙ୍କ ମୃତଦେହ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ମାନୁମୁଣ୍ଡା-ଧାଉଁଲାଖମନ ଗାଁ ମଝିରେ ଥିବା ପୋଲ ତଳେ ପଡିଛି ଦୁଇ ଯୁବକଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ଦୁଇ ଯୁବକ ହେଲେ ସଦର ଥାନା ଅନ୍ତର୍ଗତ ବିଜୁଳିଖମନ ଗାଁର ଅଜୁ ମାଝୀ ଓ ସବିନ୍ଦ୍ର କିଷାନ ।
Read More...

ହଳଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ଥିବା ହଳଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ଗୁରୁବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜକ ମହୋତ୍ସବ କମିଟି ସଭାପତି ଚୈତନ୍ୟ ମହାନନ୍ଦଙ୍କ
Read More...

ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍‌ଅପ୍

ଆଠଗଡ଼ : ବିଦ୍ୟୁତ୍ ତାର ଲାଗି ଜଳିଗଲା ଟ୍ରାକ୍ଟର ଓ ପିକ୍‌ଅପ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍‌ । ଏପରି ଅଘଟଣ ଘଟିଛି କଟକ ନରସିଂହପୁର ଥାନା ବାଲିସାହି ଓ ଘଣ୍ଟପଡ଼ା ଗ୍ରାମର ଦୁଇଟି ସ୍ଥାନରେ । ଆବଶ୍ୟକତା ଠାରୁ ଅଧିକ ପରିମାଣର ପାଳ ବୋଝେଇ ହୋଇ ଏକ ପିକ୍‌ଅଫ୍ ଭ୍ୟାନ୍‌ରେ ଆସୁଥିବା ସମୟରେ
Read More...

ଉତ୍ତମ ସ୍ମୃତି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅନେକ ସ୍ମୃତି ଆମକୁ ଅତୀତରେ ଅତିବାହିତ କରିଥିବା ଭଲ ସମୟର ନିକଟତର ହେବାକୁ ସାହାଯ୍ୟ କରେ । କଠିନ ସମୟରେ, ଭଲ ସ୍ମୃତି ଆମକୁ ଶାନ୍ତିରେ ରହିବାକୁ ଏବଂ ଜୀବନର ଯାଦୁରେ ବିଶ୍ୱାସ କରିବାରେ ସାହାଯ୍ୟ କରେ । ଆମ ସମସ୍ତଙ୍କର ଜୀବନରେ ଏଭଳି କିଛି
Read More...

ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ମାଲକାନଗିରି : ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସନ୍ଧିଗୁଡ଼ା ଗାଁରେ । ସୂଚନା ଅନୁସାରେ ମାଆ, ପୁଅ ଓ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏହି ସାମାନ୍ୟ ବଚସା ଉଗ୍ରରୂପ ନେଇଥିଲା । ଶେଷରେ
Read More...

କୂଅ ଭିତରୁ ୨ ଯମଜ ଶିଶୁ ଉଦ୍ଧାର ଘଟଣା

ଅନୁଗୁଳ : ନିଜ ଯମଜ ଶିଶୁଙ୍କୁ କୂଅରେ ପକାଇଲା ମାଆ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ବସଲାମୁଣ୍ଡା ଢ଼ିପ ସାହିରେ । ଶିଶୁଙ୍କୁ ନିଜେ କୂଅରେ ପକାଇଥିବା ମାନିଛନ୍ତି ମାଆ । ତେବେ ଶିଶୁଙ୍କ ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ତେବେ କାହିଁକି କୂଅରେ ଶିଶୁଙ୍କୁ
Read More...

୩୩ କେଭି ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଲେ ଯୁବକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଲେ ଯୁବକ । ତେବେ ସେ କିଏ ଓ କେଉଁ କାରଣରୁ ଏପରି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯୁବକ ଜଣକ ନିଶାସକ୍ତ ହୋଇ ଚଢ଼ିଥିବା
Read More...

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଜଗନ୍ନାଥ ଏକ୍ସପ୍ରେସ

ପୁରୀ, (କେପିଏନ୍‌ଏସ୍‌) : ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ପହଞ୍ଚିଲା ୧୨ଟି ବସ୍‌ । ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ଯାତ୍ରୀଙ୍କୁ କରାଗଲା ଭବ୍ୟ ସ୍ୱାଗତ । ଏହି ସୁପର୍‌ ପ୍ରିମିୟର୍‌ ବସ୍‌ରେ କି.ମି. ପିଛା ୨ଟଙ୍କା ୪୪ ପଇସା ଦେବାକୁ ପଡିବ । ଅନ୍ୟପଟେ ମହିଳାଙ୍କ ପାଇଁ ବସ୍‌ରେ ୫୦% ରିହାତି
Read More...