Monthly Archives

January 2024

ଘୁନସର କଲେଜରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜଗନ୍ନାଥ ସଂସ୍କୃତି ବିଷୟରେ
Read More...

ଆଜି ପବିତ୍ର ଶାମ୍ବ ଦଶମୀ

ଆଜି ପବିତ୍ର ଶାମ୍ବ ଦଶମୀ ଆସନ୍‌ନ୍ତୁ ଏହି ଶାମ୍ବ ଦଶମୀ ବିଷୟରେ କିଛି ଜାଣିବା । ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ
Read More...

ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସୃଜନୀ ମହୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ସୃଜନୀ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଉତ୍ସବକୁ ସ୍ଥାନୀୟ ସରପଞ୍ଚ ବିଧୁଭୂଷଣ ଚାନ୍ଦ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ନବମ ଓ ଦଶମ
Read More...

୨୨ରେ ବଲାଙ୍ଗିରରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଜନ୍ମଭୂମି ପ୍ରତିଷ୍ଠା ଉତ୍ସବ ତଥା ଶ୍ରୀରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ୨୨ ତାରିଖ ଦିନ ଜିଲ୍ଲାବ୍ୟାପୀ ହେବାକୁ ଥିବା
Read More...

ଜାତୀୟ ଯୁବ ସପ୍ତାହ ଉପଲକ୍ଷେ ଶାନ୍ତି ପାଇଁ ଯୁବକ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ପଂଚାୟତର ଅଇଁଲାସାରୀ ଗଙ୍ଗାଧର ମେହେର ପାଠାଗାରଠାରେ ଜାତୀୟ ଯୁବ ସପ୍ତାହ ଉପଲକ୍ଷେ ଶାନ୍ତି ପାଇଁ ଯୁବକ ଦିବସ ପାଳିତ ହୋଇଯାଇଛି । ପାଠାଗାରର କୋଷାଧ୍ୟକ୍ଷ ଅନିରୁଦ୍ଧ ଗଡତିଆଙ୍କ ସଭାପତିତ୍ୱରେ
Read More...

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଦ୍ୟାଳୟର ମରାମତି କାର୍ଯ୍ୟର ବିଲ ପାସ କରିବା ପାଇଁ ଠିକାଦାରଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷକ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅଧମୁଣ୍ଡା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟରେ ।
Read More...

ବାପୁଜୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ କନ୍ଧକେଲଗାଁର ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଅହଲ୍ୟା ସାହୁ ଉଦ୍‌ଘାଟନ କଲାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାହିତ୍ୟ ସୃଜନ, କ୍ରୀଡ଼ାଙ୍ଗନ, କୌଶଳୀ, ଜ଼ିଜ୍ଞାସାର
Read More...

କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆମ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଚଲକୀ ପଞ୍ଚାୟତ ଅନ୍ତର୍ଗତ କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଆମ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ୨୦୨୪ ପାଳନ କରାଯାଇଥିଲା । ଏହି ଉତ୍ସବକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସଭାର ସଭାପତି ଶ୍ରୀମନ୍ତ
Read More...

ମୁରିବାହାଲ ପଞ୍ଚାୟତ ସମିତିର ଦ୍ଵିମାସିକ ସାଧାରଣ ବୈଠକ ଅନୁଷ୍ଠିତ

ମୃତବ୍ୟକ୍ତିଙ୍କ ନାମରେ ପିଡ଼ିଏସ୍ ଉଠାଇ ହଡ଼ପ ଅଭିଯୋଗଶିକ୍ଷା, ପଶୁସମ୍ପଦ,ଜଙ୍ଗଲ ଓ ମତ୍ସ୍ୟ ବିଭାଗ ସହ ବହୁ ବିଭାଗୀୟ ଅଧିକାରୀଙ୍କ ବୈଠକରେ ଅନୁପସ୍ଥିତିକୁ ନେଇ ଜନପ୍ରତିନିଧିଙ୍କ ତୀବ୍ର ଅସନ୍ତୋଷ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ବସୁନ୍ଧରା ଯୋଜନାରେ ୨୫ଜଣ ହିତାଧକାରୀଙ୍କୁ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ବସୁନ୍ଧରା ଯୋଜନାରେ ୨୫ଜଣ ହିତାଧକାରୀଙ୍କୁ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...