Yearly Archives

2023

୧୭ଟି ବିରଳ ତେଲିଆ ବୋରେଇ ମାଛ ୧୭ ଲକ୍ଷ ଟଙ୍କାରେ ବିକ୍ରି

ପାରାଦ୍ୱୀପ : ପାରାଦ୍ୱୀପ ସମୁଦ୍ରରୁ ଧରାପଡ଼ିଥିବା ୧୭ଟି ବିରଳ ତେଲିଆ ବୋରେଇ ମାଛ ୧୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ଓ କଲିକତାର ଜଣେ ମାଛ ବ୍ୟବସାୟୀ ଏହି ମାଛକୁ ୧୭ ଲକ୍ଷ ଟଙ୍କାରେ ନିଲାମ ଧରିଛନ୍ତି । ମାଛଗୁଡିକୁ ବରଫ ଦିଆଯାଇ ରଖାଯାଇଛି । ଖୁବଶୀଘ୍ର ଏହା କଲିକତା ପଠାଯିବ ବୋଲି
Read More...

ଚାଷଜମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଆଠଗଡ଼ : ଆଠଗଡ଼ ସହରର ଅଶୋକନଗର ଓ ମୈତ୍ରୀ ବିହାରର ମଧ୍ୟବର୍ତ୍ତୀ ଏକ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ କରିବା ସହ ମୃତଦେହକୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।
Read More...

ଥରାଉଛି ଶୀତ

ଭୁବନେଶ୍ୱର : ରାଜ୍ୟରେ ହଠାତ୍‌ ଖସିଲା ତାପମାତ୍ରା । ଅନେକ ସ୍ଥାନରେ ରାତିରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଯାଇଛି । କେନ୍ଦୁଝରରେ ସୋମବାର ଦିନ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଥିଲା । ଜିଲ୍ଲାରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୬
Read More...

ବିଦ୍ୟୁତ ଖୁଣ୍ଟକୁ ପିଟିଲା କାର୍‌ : ୨ ମୃତ

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାଣୀତାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, କିଛି ଜଣ ଯାତ୍ରୀ
Read More...

ରେଙ୍ଗାଲିରେ ରାବଣ ଦରବାର ଉଦ୍‌ଘାଟିତ : ଦ୍ୱିତୀୟ ଦିନରେ ସୀତା ସ୍ୱୟଂମ୍ବର ନାଟକ ମଞ୍ଚସ୍ଥ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା, ବ୍ଲକ ରେଙ୍ଗାଲିଠାରେ ଜୟ ଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ୨ ବର୍ଷ ଉପଲକ୍ଷେ ରାବଣ ଦରବାର ଆୟୋଜିତ ହୋଇଯାଇଛି । ଏହି ଦରବାରରେ ନାଟକ ସୀତା ସ୍ୱୟଂମ୍ବର ମଞ୍ଚସ୍ଥ ହୋଇଥିଲା । ଏହି ଉତ୍ସବରେ ସଇଁତଲା, ବ୍ଲକ ସାମ୍ବାଦିକ ପ୍ରମୋଦ କୁମାର
Read More...

ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ଏକାଦଶ ସନ୍ଧ୍ୟା : ସଂକଳ୍ପ ତରଫରୁ ନାଟକ ଭଲ ପାଇବାର ରଙ୍ଗ ମଞ୍ଚସ୍ଥ

ରାଉରକେଲା, (ସସ୍ମତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ଏକାଦଶ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ସଂକଳ୍ପ ତରଫରୁ ନାଟକ ଭଲ ପାଇବାର ରଙ୍ଗ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ନାଟ୍ୟକାର ଦିଲ୍ଲୀଶ୍ୱର ମହାରଣା ରଚନା , ନିର୍ଦ୍ଦେଶକ କୁଞ୍ଜନଲାଲ ବୋଷ
Read More...

ସୁକତେଲ ମହୋତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଗାଁ ଶ୍ରୀରାମ ମନ୍ଦିର ପଡିଆରେ ପ୍ରଥମ ସୁକତେଲ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନେସ୍‌ନାଲ ସର୍ଭିସ ଫାଉଣ୍ଡେସନ ଓ ସୁକତେଲ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ପ୍ରଥମ ଦିନ ସକାଳୁ ମଶାଲ ଶୋଭାଯାତ୍ରା ଓ ଜିଲ୍ଲା
Read More...

ଯୁବ ଓଡିଶା, ନବୀନ ଓଡିଶା ଯୁବ ବିକାଶ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡିଦେଉଳି ଗ୍ରାମରେ ଅବସ୍ତିତ ସହିଦ ଭଗତସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ପରିଚାଳିତ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟ୍ୟାପକ
Read More...

ପାଟନାରେ ପୂର୍ବାଞ୍ଚଳ ପରିଷଦର ୨୬ତମ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ

● ପୂର୍ବାଞ୍ଚଳ ଦେଶର ସାଂସ୍କୃତିକ ରାଜଧାନୀ ତଥା ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନର କେନ୍ଦ୍ରସ୍ଥଳ ହୋଇ ରହି ଆସିଛି● ପୂର୍ବାଞ୍ଚଳ ସମଗ୍ର ଦେଶର ଶିଳ୍ପ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛି, ସ୍ୱାଧୀନତା ପୂର୍ବରୁ ଏବଂ ପରେ ଦେଶର ପୁନଃବିକାଶରେ ଏହି ଅଞ୍ଚଳର
Read More...

ଭଦ୍ରା ପଞ୍ଚାୟତରେ ପିଡ଼ିଏସ୍‌ ଚାଉଳ ହଡପ ଘଟଣା : ତଦନ୍ତ ବେଳେ ଯୋଗାଣ ଅଧିକାରୀଙ୍କୁ ଘେରିଲେ ହିତାଧିକାରୀ, ୪ ମାସର…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଭଦ୍ରା ପଞ୍ଚାୟତରେ ୫ ଖଣ୍ଡ ଗାଁର ପିଡ଼ିଏସ୍‌ ଚାଉଳ ହଡପ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଖବର ପ୍ରକାଶ ପରେ ସୋମବାର ବ୍ଲକ ଯୋଗାଣ ଅଧିକାରୀ ପଦ୍ମଲୋଚନ ମାଝୀ ଚିତାମରା ଗ୍ରାମକୁ ଯାଇଥିବା ବେଳେ କୋଣସି ହିତାଧିକାରୀ
Read More...