Yearly Archives

2023

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ମାର୍ଗଦର୍ଶନରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା
Read More...

ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅବସରରେ ଫେସନ୍ ସୋ

ସୁବର୍ଣ୍ଣପୁରକୁ ବିଦେଶାଗତ ପକ୍ଷୀଙ୍କ ଉପରେ ଆଲୋଚନା ଚକ୍ରମାଠିଆ ଭଂଗା ପ୍ରତିଯୋଗିତା ସମାରୋହଧର୍ମଶାଳା, (କେପିଏନ୍‌ଏସ୍‌) : ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ, ଧର୍ମଶାଳା, ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ
Read More...

ଗାନ୍ଧୀ ଷ୍ଟାଡିୟମରେ ଆରମ୍ଭ ହେଲା କୁଚ୍ ବେହାର ଟ୍ରଫି ଅଣ୍ଡର-୧୯ କ୍ରିକେଟ

ଓଡିଶା ବନାମ ଛତିଶଗଡ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଓଡିଶା କ୍ରିକେଟ୍‌ ଆସୋସିଏସନ୍ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଓଡିଶା ବନାମ ଛତିଶଗଡ କୁଚ୍‌ ବେହାର ଟ୍ରଫି କ୍ରିକେଟ ଉଦ୍‌ଘାଟିତ ହୋଇଯାଇଛି । ଆଜି ଟସ୍ ଜିଣି ପ୍ରଥମେ ଛତିଶଗଡ ଦଳ ବ୍ୟାଟିଂ
Read More...

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି ୧୦ଡିଗ୍ରୀ ତଳକୁ ଖସିଲା ପାରଦ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକ ପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାରଦ ୧୦ଡିଗ୍ରୀ ତଳକୁ ଖସି
Read More...

କଲ୍ୟାଣପୁର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ
Read More...

ଜମି ଓ ବାସଗୃହ ଯୋଗାଇ ଦେବା ଦାବୀରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲର୍କିପାଲିର ମହିଳାମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ଓ ବାସଗୃହ ଯୋଗାଇ ଦେବା ଦାବୀରେ ଆଜି ସକାଳେ ସ୍ଥାନୀୟ ଲର୍କିପାଲିର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ କହିବା ଅନୁସାରେ ଦୀର୍ଘ ଦିନରୁ ସେମାନେ ଲର୍କିପାଲିରେ ଘର କରି ରହୁଛନ୍ତି । ହେଲେ ସରକାରୀ ଜାଗା ହୋଇଥିବାରୁ କୌଣସି
Read More...

କଟକ ସହରରେ ବିକଶିତ ଭାରତ ସଂକଳ୍ପଯାତ୍ରା : ଅନୁଭୂତି ବାଣ୍ଟିଲେ ସରକାରୀ ଯୋଜନାର ହିତାଧିକାରୀ

କଟକ, (ପିଆଇବି) : କଟକ ମହାନଗର ନିଗମ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପଯାତ୍ରା ଜାରି ରହିଛି । ଆଜି ଖାନନଗର ଅଞ୍ଚଳରେ ସଂକଳ୍ପ ଯାତ୍ରାର ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ପହଞ୍ଚିଛି । ଯାତ୍ରା ରହଣୀ ସ୍ଥଳରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କେନ୍ଦ୍ର ସରକାରଙ୍କ ପ୍ରମୁଖ
Read More...

ଗ୍ରାମୀଣ‌ ଡାକ ସେବକଙ୍କ ଧାରଣା ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳର ଆହ୍ୱନ କ୍ରମେ ଚନ୍ଦନଭାଟି ଉପ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ୭ଦଫା ଦାବୀ ନେଇ ଧାରଣା ବସିଛନ୍ତି । ଗତ ଡିସେମ୍ବର ୧୨ ତାରିଖ ମଙ୍ଗଳବାର ଦିନଠାରୁ ଆନ୍ଦୋଳନ ଆରମ୍ଭ ହୋଇଥିବା
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା : ଫାଇନାଲରେ ରବିବାର ଦିନ କୁଚିଣ୍ଡା ଓ ସାଇଟ୍‌ ସଦାଇପାଲି ମୁକାବିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଯୁବକ ସଂଘ ଆନୁକୁଲ୍ୟରେ ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଆଜି ୫୬ତମ ସର୍ବଭାରତୀୟ ଇଂଜିନିୟରସ୍‌ କପ୍‌ ଓ ନର୍ସିଂ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି-ଫାଇନାଲ ଖେଳ କୁଚିଣ୍ଡା ବିଏଫ୍‌ସି ଓ ପଶ୍ଚିମବଙ୍ଗ ହୁଗୁଲୀ ମାଣିକ ଫୁଟବଲ କୋଚିଂ
Read More...

ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତା – ୨୦୨୩ ଦ୍ଵିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦିବାସୀ କଲ୍ୟାଣ ବିଭାଗର ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଅନ୍ୱେଷା ଖେଳପଡିଆଠାରେ ଜିଲ୍ଲାସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ, ବିଜ୍ଞାନମେଳା ଓ ପ୍ରକଳ୍ପ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ନିଷ୍ଠା ପରିବାର ଓ ବରଗଡ ଶିକ୍ଷାଜିଲ୍ଲାର ମିଳିତ
Read More...