Yearly Archives

2023

ବିପଦପୂର୍ଣ୍ଣ ଅବସ୍ଥାରେ ବସିଛି ଟ୍ରାନ୍ସଫର୍ମର

ବଙ୍ଗୋମୁଣ୍ଡା, (ପୁସ୍ତମ୍ ଯୁଆଡ଼ି) : ବଙ୍ଗୋମୁଣ୍ଡା ବ୍ଲକ୍ କଁସିଲ ଗାଁର ପ୍ରାୟ ୩ଟି ଟ୍ରାନ୍ସଫର୍ମରରେ ବ୍ୟାରିକେଟ୍‌ ନାହିଁ । ଦୁଇଟି ଟ୍ରାନ୍ସଫର୍ମର ଅଙ୍ଗନୱାଡି ପାଖାପାଖି ଓ ମୁଖ୍ୟ ରାସ୍ତା ଲାଗିଥିବାରୁ ଜନସାଧାରଣ ଓ ପଶୁମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଟ୍ରାନ୍ସଫର୍ମରର ବିଦ୍ୟୁତ୍
Read More...

ପୁଣି ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ନେଇ ଥାନରେ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ଏବେ ବି କାଙ୍ଗାରୁ କୋର୍ଟ କରାଯାଇ ସାଧାରଣ ଲୋକଙ୍କୁ ସାମାଜିକ ବାସନ୍ଦ କରାଯାଇ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ହୋଇଆସୁଛି । କିଛି ଦିନ ତଳେ ସନ୍ତୋଷପୁର ଗ୍ରାମରେ ନିଜ ବଂଶର ଏକ ଦଶାହ କାର୍ଯ୍ୟରେ ଜୈନେକ ମହିଳା ଯୋଗଦେବାକୁ
Read More...

ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଦେବସ୍ନାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇ ଜଗନ୍ନାଥ ମନ୍ଦିରରେ ଆଜି ପୂର୍ବାହ୍ନରୁ ଶ୍ରୀଜୀଉଙ୍କୁ ସ୍ନାନମଣ୍ଡପକୁ ଗୋଟି ପହଣ୍ଡିରେ ଆଣି ବିଜେ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ଆଣି ୧୦୮ କଳସରେ ସେବାୟତମାନେ ଦିଅଁଙ୍କ ମହାସ୍ନାନ କରାଇଛନ୍ତି । ସ୍ନାନପରେ ଶ୍ରୀ
Read More...

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା ଏବଂ ମୃତାହତଙ୍କ ଆତ୍ମାର ଶାନ୍ତି ଓ ସତ୍‌ଗତି ନିମନ୍ତେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ବାହାନଗା ଷ୍ଟେସନ ନିକଟରେ ଚେନ୍ନାଇ-ହାୱଡା କରମଣ୍ଡଳ ଏକ୍ସପ୍ରେସ ମିଶି ତିନୋଟି ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବାରୁ ବହୁ ସଂଖ୍ୟାରେ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ବିପୁଳ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିବା ଖବର ଶୁଣି ବଲାଙ୍ଗିର ସ୍ୱେଚ୍ଛାସେବୀ
Read More...

ଟାକିରିଆ-ବ୍ରହ୍ମପୁରରେ ମା’ କନକଦୁର୍ଗାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

- ଶେଷରେ ରାମାୟଣ ମଞ୍ଚସ୍ଥ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଅନ୍ତର୍ଭୁକ୍ତ ଟାକିରିଆ-ବ୍ରହ୍ମପୁରର ମା' କନକଦୁର୍ଗାଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି
Read More...

ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଦିବ୍ୟ ଜୀବନ ସଂଘ ପକ୍ଷରୁ ସାପ୍ତାହିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଲେଶ୍ୱର ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ଆତ୍ମାର ସଦ୍‌ଗତି ତଥା ଆହତ ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା କରି ଦିବ୍ୟ ଜୀବନ ସଂଘ ପକ୍ଷରୁ ସାପ୍ତାହିକ ସତସଙ୍ଗ କାର୍ଯ୍ୟକ୍ରମ ଉତ୍ସର୍ଗୀକୃତ ହେବା ସହ ଏକ ମାଳା ମହାମୃତ୍ୟୁଞ୍ଜୟ ମନ୍ତ୍ର
Read More...

ଆଦର୍ଶ ଶିକ୍ଷକ କୁଳମଣି ମିଶ୍ରଙ୍କୁ ଅନ୍ତିମ ବିଦାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ସ୍ଥାନୀୟ ରେଡିଓ ଷ୍ଟେସନ ନିକଟସ୍ଥ ରୋୟାଲ ଗ୍ରୀନ କମ୍‌ପ୍ଲେକ୍ସରୁ ଆଦର୍ଶ ଶିକ୍ଷକ କୁଳମଣି ମିଶ୍ରଙ୍କ ଶବ ଶୋଭାଯାତ୍ରା ବାହାରି ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପଞ୍ଚବଟୀ ଉଦ୍ୟାନରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ତାଙ୍କ ଜ୍ୟେଷ୍ଠପୁତ୍ର ଅରୁଣ
Read More...

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଦ୍‌ଗତି ପାଇଁ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ସେବା ଜଗତ ତରଫରୁ ଘଟିଥିବା ଦୁଃଖଦାୟକ ଟ୍ରେନ ଦୁର୍ଘଟଣାରେ ଜୀବନ ହାରିଥିବା ଲୋକମାନଙ୍କ ସ୍ମରଣରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବୁରାଟ ଗ୍ରାମରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ
Read More...

ନୃସିଂହନାଥ ଝରଣାରେ ବୁଡି ଯୁବକଙ୍କ ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପାଦ ଦେଶରେ ପ୍ରବାହିତ ହେଉଥିବା ଝରଣାରେ ଗାଧୋଇବା ପାଇଁ ଆଜି କେତେକ ଯୁବକ ଭୀମଧାରରେ ପହଞ୍ଚି ଗାଧୋଉ ଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଚକୁଳି
Read More...

ଚୋରି ହୋଇଥିବା ୧୮ଟି ସ୍ମାର୍ଟ ମୋବାଇଲ ଫେରସ୍ତ କଲା ହିଞ୍ଜିଳି ପୋଲିସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ଥାନା ଅଧୀନରେ ବିଭିନ୍ନ ପ୍ରକାର ସ୍ମାର୍ଟ ମୋବାଇଲ ଚୋରି ହୋଇଥିବା ଘଟଣା ସମ୍ପର୍କରେ ଥାନାରେ ବହୁ ପୂର୍ବରୁ ଅଭିଯୋଗ ହୋଇଛି । ଅନେକ ଚୋରୀ ହୋଇଥିବା ସ୍ମାର୍ଟ ମୋବାଇଲ ଗୁଡିକ ମଧ୍ୟରେ ୩୩ଟି ଏନ୍‌ଡ୍ରଏଡ୍ ମୋବାଇଲ
Read More...