Yearly Archives

2023

ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର : ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
Read More...

ଖରସେଲବାଞ୍ଜି ଗ୍ରାମରେ ବନ ବିଭାଗର ଚଢାଉ : ୨ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିକ୍ରାପଡା ବିଭାଗର ଖରସେଲବାଞ୍ଜି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉରେ ପାଟଣାଗଡ ବନ ବିଭାଗ କର୍ମଚାରୀମାନେ ସାମିଲ ଥିବା ବେଳେ ୭ ଟି ଶାଗୁଆନ ସାଇଜ୍, ୩ ଟି ଶାଗୁଆନ ଗଣ୍ଡି ଏବଂ କାଠ ତିଆରି ଉପକରଣ
Read More...

ବଲାଙ୍ଗିର ବନ ବିଭାଗ ପକ୍ଷରୁ ଛତୁ ମଞ୍ଜି ବୋଟଲ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଜଙ୍ଗଲ ଯୋଜନା, ମିଶନ ଶକ୍ତି ଓ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗିରଙ୍କ ମିଳିତ ଉଦ୍ୟମରେ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପଣ୍ଡରାପିଟା ଗ୍ରାମର ୩୦ଜଣ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର
Read More...

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପ୍ରାକ୍ତନ ବିଧାୟକ ତଥା ପ୍ରାକ୍ତନ ସାଂସଦ ଧନଞ୍ଜୟ ମହାନ୍ତିଙ୍କ ୧୦୯ତମ ଜୟନ୍ତୀ ଅବସରରେ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ମହାନ୍ତି ଥିଲେ ସୁନ୍ଦରଗଡ ଜିଲ୍ଲା ରାଜନୀତିର ଭଗୀରଥ । ପ୍ରଜାମଣ୍ଡଳର ଅଗ୍ରଣୀ
Read More...

ପିପଲପଡ଼ା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଡମ କର୍ଲାଖୁଣ୍ଟା ଚାମ୍ପିଅନ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ପିପଲପଡ଼ାଠାରେ କ୍ରିକେଟ୍ କ୍ଲବ ତରଫରୁ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ । ୧୦ ଓଭର ବିଶିଷ୍ଟ ମ୍ୟାଚ ଖେଳା ଯାଇଥିଲା । ଫାଇନାଲରେ ଡମ କର୍ଲାଖୁଣ୍ଟା ଓ ପିପଲପଡ଼ା ମଧ୍ୟରେ ଖେଳା ଯାଇଥିଲା ପ୍ରଥମେ ପିପଲପଡ଼ା ଦଳ ଟସ୍ ଜିତି ବ୍ୟାଟିଂ
Read More...

ମହୁଲପାଟି ଲାମି ସଂରକ୍ଷିତ ଜଂଗଲରେ ଫେଲମାରିଛି ବୃକ୍ଷ ରୋପଣ : କାମ୍ପା ଯୋଜନାର ୭୦୦୦ ଚାରା ନଷ୍ଟ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜ ଅଧିନସ୍ଥ ମହୁଲପାଟି ସେକ୍ସନର ମହୁଲପାଟି ବିଟ୍‌ ଅଧିନସ୍ଥ ଲାମି ସଂରକ୍ଷିତ ଜଂଗଲରେ ୨୦୨୧-୨୨ ଆର୍ଥିକ ବର୍ଷରେ କାମ୍ପା ଯୋଜନା (ଆମ ଗ୍ରାମ୍ୟ ଜଂଗଲ) ୭୦୦୦ ଚାରା ବନୀ କରଣ କରାଯାଇଥିଲା । ଏହି ବନୀ କରଣରେ ନିମ୍ବ
Read More...

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଖଇରା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର…

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ଗ୍ରାମରେ ଥିବା ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଡ. ନାରାୟଣ ମିଶ୍ର ପ୍ରକୃତି ମିତ୍ର ୨୦୨୩ ସମ୍ମାନରେ ଭୁବନେଶ୍ୱର ଲୋକସେବା ଭବନ କନଭେନସନ ହଲ ଠାରେ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ
Read More...

ଓମ୍‌ ଶାନ୍ତି ଯୋଗପୀଠର ତ୍ରୟୋମାସିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର ପାର୍କ ଠାରେ ଓମ୍‌ ଶାନ୍ତି ଯୋଗପୀଠର ତ୍ରୟୋମାସିକ ସଭା ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଚୁଡେନ୍ଦ୍ର କୁମାର ବେହେରା ପୂର୍ବ ସଭାର ବିଷୟବସ୍ତୁକୁ ଅନୁମୋଦନ କଲା ପରେ ସଭା କାର୍ଯ୍ୟକୁ ଆଗେଇ
Read More...

ଶାନ୍ତିପଡା ଛକରେ ବାଇକକୁ ପିଟିଲା ସ୍କୁଟି : ୩ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ଛକରେ ଏକ ବାଇକକୁ ଏକ ସ୍କୁଟି ଧକ୍କା ଦେବା ଫଳରେ ତିନି ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଏକ ପେସନ ପ୍ରୋ ବାଇକ ଯୋଗେ ସ୍ୱାମୀ ସ୍ତ୍ରୀ ଦୁହେଁ କଲେଜ ଛକ ପଟୁ ଆସୁଥିବା ସମୟରେ ଏକ ସ୍କୁଟିରେ ଆସୁଥିବା ଜଣେ
Read More...

ଲକ୍ଷ୍ନୌ କେସରବାଗ କୋର୍ଟ କମ୍ପ୍ଲେକ୍ସରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମହେଶ୍ୱରୀ ଜୀଭାଙ୍କୁ ହତ୍ୟା

ଲକ୍ଷ୍ନୌ : କେସରବାଗ କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଆକ୍ରମଣକାରୀ ଜଣେ ଓକିଲଙ୍କ ପୋଷାକରେ ରହି ଗୁଳି କରିଥିବା ଜଣାପଡ଼ିଛି । ସଞ୍ଜୀବ ମହେଶ୍ୱରୀ ମୁଖାର୍ ଅନସାରୀଙ୍କ ନିକଟତମ ଥିଲେ । ବିଜେପି ନେତା ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ
Read More...