ଜାମୁଟିଆ ଗାଁ ପାଖରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ ତିନି ବନ୍ଧୁ
ବଲାଙ୍ଗିର, (କେପିଏନ୍ଏସ୍) : ଜାମୁଟିଆ ଗାଁ ପାଖରେ ଥିବା ବ୍ରିଜରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଲେ ତିନି ବନ୍ଧୁ । ଉକ୍ତ ତିନି ଜଣ ବଲାଙ୍ଗିର ଜିଲ୍ଲା ମହାରପାଲି ଗ୍ରାମର ଆକାଶ କୁମ୍ଭାର(୧୮), ହିତେଶ କୁମାର ଭୋଇ(୨୦) ଓ ଡାକ୍ତର କାଲସାୟ (୨୩) ବୋଲି ଜଣାପଡିଛି । ସୂଚନା ଅନୁସାରେ!-->…
Read More...
Read More...