Yearly Archives

2023

ଓଡ଼ିଶା ସରକାରଙ୍କ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦେବାର ପ୍ରତିଶୃତି କୁଆଡେ ଗଲା : ଧର୍ମେନ୍ଦ୍ର ପ୍ରଧାନ

ବରଗଡରେ ପାଣିର ଅଭାବ ନାହିଁ କିନ୍ତୁ ପାଣିକୁ ପହଞ୍ଚାଇବା ପାଇଁ ଯୋଜନାର ଅଭାବ ରହିଛି : ଧର୍ମେନ୍ଦ୍ର ପ୍ରଧାନବରଗଡ-ନୂଆପଡା ୧୪୨ କିମି ରେଳ ଲାଇନକୁ ନୀତିଗତ ଭାବେ ସ୍ୱୀକୃତି ଦିଆଯାଇଛି : ଧର୍ମେନ୍ଦ୍ର ପ୍ରଧାନବରଗଡ଼ ଜିଲ୍ଲାର ପରିବାର ପିଛା ପାଖାପାଖି ୩ ଲକ୍ଷ ଟଙ୍କା ଦେଇଛନ୍ତି ମୋଦୀ ସରକାର
Read More...

ବରଗଡ଼ ଜିଲ୍ଲା ପାଇକମାଲଠାରେ କୁଲତା ସମାଜର କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାରେ ଗୋଟିଏ ପରିବାରର ୨୩ ବର୍ଷ ଏବଂ ପୂର୍ବ ୫ ବର୍ଷ, ମୋଟ ୨୮ ବର୍ଷ ଶାସନରେ ପଛୁଆ ଜାତି ସବୁଠୁ ଖରାପ ଅବସ୍ଥାରେ ଅଛି : ଧର୍ମେନ୍ଦ୍ର ପ୍ରଧାନ‘ବାବା ବିଶାଶହେ କୁଳ କୁଲତା ସମାଜ ଯୁବ ସଂଗଠନ’ର ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ଭୋଗ ମଣ୍ଡପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀଓଡ଼ିଶାରେ
Read More...

ଦରମା ବିସଙ୍ଗତି ଦୂରୀକରଣ ଓ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ଦାବୀରେ ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ରାଜ୍ୟ…

ଭୁବନେଶ୍ୱର : ଦରମା ବିସଙ୍ଗତି ଦୂରୀକରଣ ଓ ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି ଦାବୀରେ ପଂଚାୟତ ନିର୍ବାହୀ ଅଧିକାରୀ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମତପ୍ରକାଶ ପାଇଛି ଯେ, ତୃଣମୂଳସ୍ତରରେ ଗ୍ରାମ ପଂଚାୟତ ବିକାଶର ପ୍ରକୃତ ବିନ୍ଧାଣୀ ହେଉଛନ୍ତି ପଂଚାୟତ
Read More...

ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ସରକାରଙ୍କ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରିବା ସବୁ ସରକାରୀ ସେବା କର୍ମଚାରୀଙ୍କ ଦାୟିତ୍ୱ : ପ୍ରଧାନମନ୍ତ୍ରୀପ୍ରଶିକ୍ଷଣ ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଥିବା ସମ୍ଭାବନାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କ ମଧ୍ୟରେ ସାମଗ୍ରିକ ସରକାରଆଭିମୁଖ୍ୟ ଓ ଜନଭାଗିଦାରୀ ଭାବନା
Read More...

ପଦ୍ମପୁର ବ୍ରାହ୍ମଣ ସମାଜ ଦ୍ୱାରା କୃତି ଛାତ୍ରୀ ସୁଶ୍ରୀ ସ୍ୱାଗତିକା ଶତପଥୀ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସ୍ଵର୍ଗତ ଗୌରୀଶଙ୍କର ତ୍ରିପାଠୀ ସ୍ମୃତି ସମ୍ମାନ ୨୦୨୩ ସ୍ଥାନୀୟ ଶାନ୍ତିନଗରର ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ପଦ୍ମପୁର କର୍ମକାଣ୍ଡୀୟ ସଭାର ସଭାପତି ପଣ୍ଡିତ କାହ୍ନୁଚରଣ ଦାଶ, ପଣ୍ଡିତ
Read More...

ଛତ୍ରପୁରର ଜୁପିଟର କୋଚିଂ ସେଣ୍ଟରରେ ୪ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଜୁପିଟର କୋଚିଂ ସେଣ୍ଟରରେ ଅଧ୍ୟୟନ କରି ଯୁକ୍ତଦୁଇ ଶ୍ରେଣୀରେ କୃତ୍ତିତ୍ୱ ହାସଲ କରିଥିବା ୪ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ଆନୁଷ୍ଠାନିକ ସାମାରୋହରେ ଭବ୍ୟ-ସମ୍ବର୍ଦ୍ଧନା ଦିଆଯାଇଛି । ସେମାନେ ହେଲେ ରାଜ କୁମାରୀ ପାଢ଼ୀ, ରେଭା
Read More...

ଏକ ବଡ଼ ରେଳ ଦୁର୍ଘଟଣା ଟଳିଲା : ଦୁଇଟି ଟ୍ରେନ ଗୋଟିଏ ଟ୍ରାକ୍‌ରେ ସାମନା ସାମନି

ବିଳାସପୁର : ବାହାନଗା ଟ୍ରେନ୍‌ ଦୁର୍ଘଟଣାର କରୁଣ ଘଟଣା ମନରୁ ମେଣ୍ଟି ନଥିବା ବେଳେ ପୁଣି ଏକ ବିପଦ ସାମନାକୁ ଆସିଥିବା ବେଳେ ଅଳ୍‌ଳ୍ପକେ ଟଳିଯାଇଛି ଅଘଟଣ । ସୂଚନା ଅନୁସାରେ ବିଳାସପୁରରେ ଗୋଟିଏ ଟ୍ରାକରେ ମାଲଗାଡ଼ି ଓ ମେମୁ ଟ୍ରେନ ସାମନା ସାମନି ଆସୁଥିଲେ । ଦୁଇଟି ଯାକ ଟ୍ରେନ ମଧ୍ୟରେ
Read More...

ଅନୁସୂଚିତ ଜାତି, ଲକ୍ଷେଘର ଗଣ୍ଡା ସମାଜର ବୈଠକ

ନିର୍ବାଚନରେ ଅସ୍ପୃଶ୍ୟଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନୁସୁଚିତ ଜାତି ଓ ଲକ୍ଷେଘର ଗଣ୍ଡା ସମାଜର ଏକ ବୈଠକ ପୁଇଁନ୍ତଲା ଢୋଲ ମୁହୁରୀ କଳା ପରିଷଦ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମନୋରଂଜନ କୁମ୍ଭାରଙ୍କ ଆବାହକତ୍ୱରେ ତଥା ଜ୍ୟୋତିଷ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ ସ୍ଥାନୀୟ ମାଲପଡା ସ୍ଥିତ କାର୍ଯ୍ୟାଳୟଠାରେ ଓଡିଶା ପଶ୍ଚିମ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ ରାଜ୍ୟ ସଂପାଦକ ଧର୍ମବ୍ରତ ରଥ ଶିକ୍ଷଣ
Read More...

ପଶ୍ଚିମ ଓଡ଼ିଶାରେ ଆରମ୍ଭ ହେଲା ଉତ୍କୃଷ୍ଟ କ୍ରୀଡ଼ାର ନୂତନ ଯୁଗ : ଲୋକାର୍ପିତ ହେଲା ବିଶ୍ୱସ୍ତରୀୟ ଇନ୍‌ଡୋର ଷ୍ଟାଡିୟମ

ପୂର୍ବୋଦୟରୁ ହେଉଛି ନୂତନ କ୍ରୀଡ଼ା ଭାରତର ନିର୍ମାଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ଭିିତ୍ତିଭୂମିକୁ ସୁଦୃଢ କରିବା ଓ କ୍ରୀଡ଼ାବିତ୍‌ଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗେଲ୍‌ (ଇଣ୍ଡିଆ) ଲିମିଟେଡ୍‌ ସହାୟତାରେ ବଲାଙ୍ଗିର ପୃଥ୍ୱୀରାଜ
Read More...