ମହାରାଣୀସାଗରର ଉନ୍ନତିକରଣ ପାଇଁ ପୌରପାଳିକାର ଶିଳାନ୍ୟାସ
୧୨ କୋଟି ୧୮ଲକ୍ଷ ଟଙ୍କାରେ ହେବ ପୁସ୍କରିଣୀର ପଙ୍କୋଦ୍ଧାର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ମହାରାଣୀ ସାଗରର ଉନ୍ନତିକରଣ ପାଇଁ ବଲାଙ୍ଗିରରେ ରାଜନୀତି ଜୋର ଧରିଛି । ଆଜି ମହାରାଣୀସାଗର ପୁସ୍କରିଣୀର ଉନ୍ନତିକରଣ ପାଇଁ ପୌରପାଳିକା ପକ୍ଷରୁ ଶିଳାନ୍ୟାସ କରାଯାଇଛି । ରାଜ୍ୟ!-->!-->!-->…
Read More...
Read More...